To Premare Thila Kete Chalana Lyrics

To Premare Thila Kete Chalana Lyrics

To Premare Thila Kete Chalana Lyrics

Facebook
WhatsApp
Telegram

Odia music is a rich and diverse genre, with a long and storied history. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “To Premare Thila Kete Chalana,” by the singer Udit Narayan.

The song is a beautiful and haunting ballad about love and loss. The lyrics tell the story of a man who is heartbroken after his lover leaves him. He is unable to understand why she left him, and he is filled with regret and longing.

“To Premare Thila Kete Chalana” is a song that has resonated with many Odia listeners. It is a song that speaks to the universal emotions of love, loss, and heartbreak. In this blog post, we will take a closer look at the song’s lyrics and meaning.

To Premare Thila Kete Chalana Lyrics

ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ତୋ କଥାରେ ଥିଲା କେତେ ବାହାନା
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇକଥା ଆଜି କହିଦେବି ଯଦି
ସେଇକଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ

ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶୀ ଜାଣିବ
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ମୋ ଭିତରେ ମୁଁ ଆଉ ନାହିଁ…
ଯେବେଠୁ ତତେ ଭଲ ପାଇଚି..

ତୁ ଭୁଲିଲୁ ମୁଁ ଭୁଲି ନାହିଁ..
ମୋ ଭଲ ପାଇବା ସେମିତି ଅଛି..

ହୋ..ମୋ ଭିତରେ ମୁଁ ଆଉ ନାହିଁ…
ଯେବେଠୁ ତତେ ଭଲ ପାଇଚି..

ତୁ ଭୁଲିଲୁ ମୁଁ ଭୁଲି ନାହିଁ
ମୋ ଭଲ ପାଇବା ସେମିତି ଅଛି

ତୋ ହସ ରେ ଥିଲା ବିଷ ଝରଣା
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ତୋ ଲୁହରେ ଥିଲା ମିଛ କାନ୍ଦଣା
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇ କଥା ଆଜି କହିଦେବି ଯଦି
ସେଇକଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ

ତୋ ପ୍ରେମରେ ଥିଲା କେତେ ଛଳନା
ମୋ ଠାରୁ ଆଉ କିଏ ବେଶୀ ଜାଣିବ
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ମୁଁ ଜାଣିଚି ତୁ ଗଲା ପରେ
ଦୁଃଖରେ ତୋର ଦିନ ଶରିବ

ତୋ ଉପରେ ମୋ ପ୍ରେମ ଅଛି
ଖୁସିରେ ତୋର ରାତି ବିତିବ

ହୋଓ..ମୁଁ ଜାଣିଚି ତୁ ଗଲା ପରେ
ଦୁଃଖରେ ତୋର ଦିନ ଶରିବ

ତୋ ଉପରେ ମୋ ପ୍ରେମ ଅଛି
ଖୁସିରେ ତୋର ରାତି ବିତିବ

ମରୀଚିକା ଥିଲା ତୋ ଆଖିରେ
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ଅଭିନୟ ଥିଲା ତୋ ଓଠରେ
ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇକଥା ଆଜି କହିଦେବି ଯଦି
ସେଇକଥା ଆଜି କହିଦେବି ଯଦି
ମୋ ପ୍ରେମରେ କଳଙ୍କ ଲାଗିବ..

Conclusion

“To Premare Thila Kete Chalana” is a timeless Odia song that has captured the hearts of listeners of all ages. It is a song about the power of love, even in the face of loss. The song’s lyrics are beautifully written and evocative, and the melody is haunting and unforgettable.

If you are a fan of Odia music, or simply appreciate good music in general, I highly recommend checking out “To Premare Thila Kete Chalana.” It is a truly special song that will stay with you long after you listen to it.

To Premare Thila Kete Chalana Lyrics

To Premare Thila Kete Chalana LyricsDownload

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

From Most Popular Categories

You cannot copy content of this page