Janha Re Tate Punei Rana Lyrics in Odia. Read the beautiful Odia modern song lyrics sung by Udit Narayan, written by Srikant Gautam and composed by Malay Mishra.
Janha Re Tate Punei Rana Lyrics in Odia | Udit Narayan
Sun Music Odia ପ୍ରସ୍ତୁତ କରୁଛି “ଜହ୍ନରେ ତତେ ପୁନେଇଁ ରାଣ” ଆଲବମର ଏକ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ “ଜହ୍ନରେ ତତେ ପୁନେଇଁ ରାଣ” ର ଫୁଲ୍ ଅଡିଓ।
ଏହି ସୁନ୍ଦର ଓଡ଼ିଆ ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ମଳୟ ମିଶ୍ର।
ଏହି ବ୍ଲଗ୍ ପୋଷ୍ଟରେ ଆପଣ “Janha Re Tate Punei Rana” ଗୀତର ଓଡ଼ିଆ Lyrics ପଢ଼ିବା ସହିତ ଏହି ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ବିଷୟରେ ଜାଣିପାରିବେ।
ଯଦି ଗୀତଟି ଆପଣଙ୍କ ମନକୁ ଛୁଇଁଥାଏ, ତେବେ ଭିଡିଓଟିକୁ Like, Share ଏବଂ Comment କରନ୍ତୁ। ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ YouTube Channel Sun Music Odia କୁ Subscribe କରିବାକୁ ଭୁଲନ୍ତୁ ନାହିଁ।
Janha Re Tate Punei Rana Lyrics in Odia | Udit Narayan
Sun Music Odia ପ୍ରସ୍ତୁତ କରୁଛି “ଜହ୍ନରେ ତତେ ପୁନେଇଁ ରାଣ” ଆଲବମର ଏକ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ “ଜହ୍ନରେ ତତେ ପୁନେଇଁ ରାଣ” ର ଫୁଲ୍ ଅଡିଓ।
ଏହି ମନଛୁଆଁ ଓଡ଼ିଆ ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ମଳୟ ମିଶ୍ର।
ଏହି ପୋଷ୍ଟରେ ଆପଣ “Janha Re Tate Punei Rana Lyrics in Odia” ର ସମ୍ପୂର୍ଣ୍ଣ ଗୀତ ପଢ଼ିପାରିବେ।
ଯଦି ଏହି ସୁନ୍ଦର ଓଡ଼ିଆ ଗୀତଟି ଆପଣଙ୍କ ମନକୁ ଛୁଇଁଥାଏ, ତେବେ ଭିଡିଓଟିକୁ Like, Share ଏବଂ Comment କରନ୍ତୁ। ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ YouTube Channel Sun Music Odia କୁ Subscribe କରିବାକୁ ଭୁଲନ୍ତୁ ନାହିଁ।
ଜହ୍ନରେ ତତେ ପୁନେଇଁ ରାଣ Lyrics in Odia
🎵 ଗୀତର ଲିରିକ୍ସ
ଜହ୍ନରେ ତତେ ପୁନେଇଁ ରାଣ
ଜହ୍ନରେ ତତେ ପୁନେଇଁ ରାଣ
ଘଡିଏ ରହିଯା….
ଆଉ ଘଡିଏ ରହିଯା….
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ବେଗି ବେଗି ତୁ ଆଜି
ନଯା ନଯା ନଯା
ଘଡିଏ ରହିଯା….
ଆଉ ଘଡିଏ ରହିଯା….
ଜହ୍ନରେ ତତେ ପୁନେଇଁ ରାଣ
ଜହ୍ନରେ ତତେ ପୁନେଇଁ ରାଣ
ଅଳତା ନାଇଁ ସିନ୍ଦୁର ନାଇଁ
ମଥାରେ ହାତେ ଓଢଣା ଦେଇ
ବସିଛି ଲାଜେ ନୂଆ କନିଆ
ମୁହଁ ଲୁଚେଇ…. ମୁହଁ ଲୁଚେଇ…
କହେ ସିନ୍ଦୂର କଥା ମୁଁ ଦେଲି
ସାରା ଜୀବନ ମୁଁ ତୁମର ହେଲି
କହୁଛି ଶଙ୍ଖା ପ୍ରଥମ ଦେଖା ଯିବିନି ଭୁଲି… ଯିବିନି ଭୁଲି…
ଚଉଠି ରାତି ଚମକେ ଛାତି
ଏତେ ବେଗି…ଆଜି ନଯାଉ ରାତି…
ଆଜି ନଯାଉ ରାତି…
ସିଏ ରାଣୀ ମୁଁ ଆଜି ରଜା…
ଘଡିଏ ରହିଯା
ଆଉ ଘଡିଏ ରହିଯା…
ଜହ୍ନରେ ତତେ ପୁନେଇଁ ରାଣ
ଜହ୍ନରେ ତତେ ପୁନେଇଁ ରାଣ
🎶🎶🎶🎶
ସଜେଇ ହେଇ ବସିଛି ରାଧା
ଓଢଣା ତଳେ ହସୁଛି ଅଧା
ମହକେ ରାତି ମହକେ ଶେଜ
ରଜନୀ ଗନ୍ଧା ରଜନୀ ଗନ୍ଧା
ଗୋଲାପ ଶେଜେ ଅଳସ କନ୍ୟା
ଅଳସ ଦେହେ ପ୍ରତି ଲାବନ୍ୟା
ଦୁଇଟି ମନ ଆଜି ମିଳନ ଗଙ୍ଗା ଯମୁନା… ଗଙ୍ଗା ଯମୁନା
ମଧୁଚନ୍ଦ୍ରିକା ମଧୁର ପ୍ରୀତି
ଏମିତି ରାତି ସେ ତ ଅଭୁଲା ସ୍ମୃତି
ଛାଡି ଏକା ଆମକୁ ନ ଯାଏ
ଘଡିଏ ରହିଯା….
ଆଉ ଘଡିଏ ରହିଯା….
ଜହ୍ନରେ ତତେ ପୁନେଇଁ ରାଣ
ଜହ୍ନରେ ତତେ ପୁନେଇଁ ରାଣ
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ଚାନ୍ଦିନୀ ରାତି ଚନ୍ଦନ ସାଥି
ସରିନି ଲାଜ ସରି ଯାଉଛି ରାତି
ବେଗି ବେଗି ତୁ ଆଜି
ନଯା ନଯା ନଯା
ଘଡିଏ ରହିଯା….
ଆଉ ଘଡିଏ ରହିଯା….
ଜହ୍ନରେ ତତେ ପୁନେଇଁ ରାଣ
ଜହ୍ନରେ ତତେ ପୁନେଇଁ ରାଣ
ଘଡିଏ ରହିଯା….
ଆଉ ଘଡିଏ ରହିଯା…
ଘଡିଏ ରହିଯା…
ଆଉ ଘଡିଏ ରହିଯା….
….. 🙏….
🎼 Video Credits
♫ Album: Janha Re Tate Punei Rana
♫ Song Name: Janha Re Tate Punei Rana
♫ Singer: Udit Narayan
♫ Lyrics: Srikant Gautam
♫ Music Director: Malay Mishra
♫ Producer: Srikant Gautam
♫ Production House: Sun Music
🎧 Listen Online
- YouTube Music: https://bit.ly/3dkVGex
- Gaana: https://bit.ly/3BPB9rG
- JioSaavn: https://bit.ly/3DueP8s
- iTunes: https://apple.co/3eYZSko
- Amazon Music: https://amzn.to/3BmacdP
- Spotify: https://spoti.fi/3SbZkGl
- Wynk Music: https://bit.ly/3RTen88
📢 Support Sun Music Odia
ଯଦି ଗୀତଟି ଆପଣଙ୍କ ମନକୁ ଛୁଇଁଥାଏ, ତେବେ ଭିଡିଓଟିକୁ Like, Share ଏବଂ Comment କରନ୍ତୁ।
ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ YouTube Channel Sun Music Odia କୁ Subscribe କରନ୍ତୁ।
► Please Like, Share, Comment & Don’t Forget To Subscribe Our Channel Sun Music Odia.
► Subscribe Our Channel: Sun Music Odia
Disclaimer
ଏହି ବ୍ଲଗ୍ ପୋଷ୍ଟରେ ଦିଆଯାଇଥିବା ଗୀତର ଲିରିକ୍ସ ଓ କ୍ରେଡିଟ୍ ସୂଚନା ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଦତ୍ତ। ଗୀତର ଅଧିକାର ସମ୍ପୃକ୍ତ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଏବଂ ପ୍ରଡକ୍ସନ୍ ହାଉସ୍ର ଅଧୀନରେ ରହିଛି।
Sun Music Odia – Odia Modern Song Lyrics