Tate Luha Daba Pain Ichha Nahi Lyrics – Arpita Choudhury | Female Version | Odia Sad Song

Tate Luha Daba Pain Ichha Nahi Lyrics – Arpita Choudhury | Female Version | Odia Sad Song

Facebook
WhatsApp
Telegram

Get full Odia lyrics for “Tate Luha Daba Pain Ichha Nahi” (Female Version), an emotional sad song sung by Arpita Choudhury with lyrics penned by Arun Mantri.

Tate Luha Daba Pain Ichha Nahi Lyrics in Odia

ତତେ ଲୁହ ଦବା ପାଇଁ ଇଚ୍ଛା ନାହିଁ.. 😭
ତତେ ଦୁଃଖ ଦବା ପାଇଁ ଇଚ୍ଛା ନାହିଁ….😔
🎶🎶🎶🎶
ତତେ ଲୁହ ଦବା ପାଇଁ ଇଚ୍ଛା ନାହିଁ.. 😭
ତତେ ଦୁଃଖ ଦବା ପାଇଁ ଇଚ୍ଛା ନାହିଁ….😔
କାରଣ ଆଜିବି ତତେ ଭଲପାଏ ମୁଁ..
ତୁ ମତେ ଘୃଣା କରି ଧୋକା ଦେଲୁ ସିନା
🎶🎶🎶🎶
ସମୟ ଆସିବ ବୁଝିବୁରେ ତୁ…
ବୁଝିବା ବେଳକୁ ନଥିବିରେ ମୁଁ…
ସମୟ ଆସିବ ବୁଝିବୁରେ ତୁ…
ବୁଝିବା ବେଳକୁ ନଥିବିରେ ମୁଁ…
🎶🎶🎶🎶
ସତ ପ୍ରେମରେ ନ ଥାଏ ଘୃଣା
ନଥାଏ କେବେ ମିଛ ବାହାନା… ନଥାଏ ଛଳନା…
🎶🎶🎶🎶
ପ୍ରେମ ଏମିତି ପବିତ୍ର ନଈ
ଦୁଇମନର ପାପକୁ ଧୋଇ ଯାଏତ ବହି
ତୁ ମତେ ମୁହଁ ମୋଡି ଚାଲିଗଲୁ ସିନା
ସମୟ ଆସିବ ଖୋଜିବୁରେ ତୁ…
ଖୋଜିଲା ବେଳକୁ ନଥିବିରେ ମୁଁ…
ସମୟ ଆସିବ ଖୋଜିବୁରେ ତୁ…
ଖୋଜିଲା ବେଳକୁ ନଥିବିରେ ମୁଁ…
🎶🎶🎶🎶
ପ୍ରେମତ ଗୋଟେ ପକ୍ଷୀର ବସା
ଆସିଲେ ଯେତେ ଝଡବରଷା… ଭାଙ୍ଗେନା ଭରଷା….
ହୋ..।…….
ପ୍ରେମରେ ଲୋଡ଼ା ଟିକେ ବିଶ୍ୱାସ
ବିଶ୍ୱାସ ଥରେ ହୋଇଲେ ଶେଷଭ.. ଚାଲେନା ନିଶ୍ୱାସ….
ତୁ ମତେ ଏକା କରି ଛାଡିଗଲୁ ସିନା…
ସମୟ ଆସିବ ଡାକିବୁରେ ତୁ….
ଡାକିଲା ବେଳକୁ ନଥିବିରେ ମୁଁ….
ସମୟ ଆସିବ ଡାକିବୁରେ ତୁ….
ଡାକିଲା ବେଳକୁ ନଥିବିରେ ମୁଁ….
…… 😭…..

Audio & Production Credits

  • Song Title: Tate Luha Daba Pain Ichha Nahi (Female Version)
  • Singer: Arpita Choudhury
  • Lyricist: Arun Mantri
  • Music Director: Manas Kumar
  • Recording Engineer: Bibhuti Bhusan Gadnayak
  • Mix & Master: Jiten Swain
  • Project Producer: Lipsa Hota (Bird Song Productions)
  • Producer: Debashis Mallick
  • Concept & Visualization: Splaky Creative Team
  • Audio Label: Taal Music & CineCritics
  • Distribution: Splaky Music
  • You Tube video – Click Here

Leave a Comment

You cannot copy content of this page