Get full Odia lyrics for “Kalia Re Bandhi Debi To Hate Rakshi,” a sweet Jagannath Rakhi devotional bhajan sung and composed by Harapyari Sahu.
Kalia Re Bandhi Debi To Hate Rakshi Song Lyrics
ମୋ କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
ମୋ କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
ତୁ ମୋର ଭାଇ ମୁଁ ତୋ ଭଉଣୀ..
ତୁ ମୋର ଭାଇ ମୁଁ ତୋ ଭଉଣୀ..
ତୋ ହାତ ମୋ ମଥାରେ ଦେ ରଖି…
କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
ମୋ କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
🎶🎶🎶🎶
ରାକ୍ଷୀ ସୂତା ମୋର ସେନେହ ପାର….ରଖିବୁ ମାନ ମୋର…
ରାକ୍ଷୀ ସୂତା ମୋର ସେନେହ ପାର….ରଖିବୁ ମାନ ମୋର…
ମୋ ଆଖିରେ ଦେବୁ ନାହିଁ କେବେ ତୁ ଲୁହ..
ତୁ ପାଖେ ଥିଲେ ମୋର କିଛି ନାହିଁ ଭୟ
ଗୋଟିଏରେ ଗୋଟିଏ ତୁ ମୋ ସୁନା ଭାଇ
କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
ମୋ କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
🎶🎶🎶🎶
ଜୀବନ ବାଟରେ ଯେତେ ଆସୁ ଝଡ଼…. ତୁ ମୋ ସାଥିରେ ଥିବୁ..
ଜୀବନ ବାଟରେ ଯେତେ ଆସୁ ଝଡ଼…. ତୁ ମୋ ସାଥିରେ ଥିବୁ…
ଜନମ ଜନମ ଏଇ ସଂପର୍କ… ନ ଛିଡ଼ୁ ସେନେହ ଡୋରି….
ତୋ ଭଉଣୀ ଯିବ ନେଇ ସୁଖକୁ ତୁ ଦେବୁ ଭରି….
ଗୋଟିଏରେ ଗୋଟିଏ ତୁ ମୋ ସୁନା ଭାଇ
କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
ମୋ କାଳିଆରେ…
ବାନ୍ଧିଦେବି ତୋ ହାତେ ରାକ୍ଷୀ….
Audio & Video Credits
- Song Title: Kalia Re Bandhi Debi To Hate Rakshi
- Singer: Harapyari Sahu
- Lyricist & Composer: Harapyari Sahu
- Music Production: HU SONG CREATION
- Producer: HU song creation
- Video: Harapyari Sahu AI
- You Tube – Click Here