Kouthi Hajila Prema Lyrics

Kouthi Hajila Prema Lyrics

Kouthi Hajila Prema Lyrics

Facebook
WhatsApp
Telegram

In this blog post Kouthi Hajila Prema Lyrics, we are going to explore the enchanting world of Odia music. Odia, the official language of the Indian state of Odisha, has a musical tradition that is both vibrant and diverse. From classical Odissi music to modern-day hits, Odia music has something to offer everyone

Kouthi Hajila Prema Lyrics

ପୁଅ:-
କଉଠି ହଜିଲା ପ୍ରେମ ଖୋଜି ମୁଁ ପାଏନା
କଉଠି ଲୁଚିଲା ସ୍ବପ୍ନ ଖୋଜି ମୁଁ ପାଏନା

କଉଠି ହଜିଲା ପ୍ରେମ ଖୋଜି ମୁଁ ପାଏନା
କଉଠି ଲୁଚିଲା ସ୍ବପ୍ନ ଖୋଜି ମୁଁ ପାଏନା
ଭୁଲିବି କେମିତି ପାଉଥିଲି ଭଲ

ଏ କେଉଁ ସକାଳ ଝରି ଗଲା ଫୁଲ
କଉଠି ଝରୁଛି ରଙ୍ଗ..
କୁଆଡେ ଯାଇଛି ଋତୁ ଖୋଜି ପାଏନା
କୁଆଡେ ଯାଇଛି ଋତୁ ଖୋଜି ପାଏନା

ହୋ ଓ.. ହୋ ଓ..ହୋ ଓ ଓ…
ହୋ ଓ ଓ…

ଝିଅ:-
ଆକାଶର ରଙ୍ଗ ଆଜି ଲାଗେ ଫିକା ଫିକା
ସବୁଆଡେ ସବୁଥାଇ ଲାଗେ ଏକା ଏକା

ବିରହ ଟା କରିଦେଲା ଦରଜ ଏ ଛାତି
ରାତି ପାହୁ ପାହୁ ପୁଣି ହେଇଗଲା ରାତି

ପୁଅ:-
ରାତି ଲାଗେ ଅଧା ଦିନ ଲାଗେ ଅଧା
କେତେଦିନୁ ମାଟି ହେଇ ନାହିଁ ଓଦା
କଉଠି ଝରୁଛି ବର୍ଷା
କୁଆଡେ ଯାଇଛି ମେଘ ଖୋଜି ପାଏନା
କୁଆଡେ ଯାଇଛି ମେଘ ଖୋଜି ପାଏନା

ଝିଅ:-
ଚାଲିବାକୁ ମନା ଆଜି ଝୁଣ୍ଟିବାକୁ ମନା
ହସିବାକୁ ମନା ପୁଣି ସାଥିଟିଏ ବିନା
ଜୁଆଡ଼କୁ ଚାହିଁଦେଲେ ଦିଶେ ସେଇ ମୁହଁ
ଧରିବାକୁ ଗଲେ ପାଖେ ସେତ କିଛିନୁହଁ

ପୁଅ:-
ଆ ରେ ଆ ରେ ସାଥୁ ତୁ ଆ ରେ
ଯଉଟି ଥା ତୁ ଯେମିତି ଥା ରେ
କୁଆଡେ ଯାଇଛୁ ଚାଲି
କଉଠି ଭୁଲିଲୁ ବାଟ ଖୋଜି ପାଏନା
କଉଠି ଭୁଲିଲୁ ବାଟ ଖୋଜି ପାଏନା

ହୋ ଓ ହୋ ଓ…ହୋ ଓ ଓ
ହୋ ଓ ଓ..

As we conclude our exploration of Odia music, we hope you’ve been inspired to delve deeper into this captivating realm of melodies and lyrics. Whether you understand the language or not, the universal language of music itself can stir your emotions and bring joy to your heart. So, the next time you come across an Odia song, let the enchanting sounds of this unique language take you on a journey of emotions and make you appreciate the beauty of music in all its forms.

Kouthi Hajila Prema Lyrics PDF Download

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

You cannot copy content of this page