Discover the lyrics for “A Bhakata Ataki Rahichi,” a soulful Ratha Yatra Jagannath bhajan sung by Rituraj Mohanty with music composed by Sushil Dalai.
A Bhakata Ataki Rahichi Lyrics in Odia – Rituraj Mohanty |
ଏ ଜଗା 🙏
ଆଜି ତୋର ଏ ଭକତ ତତେ ନେହୁରା🙏 ହେଇ ଡାକୁଛିରେ…ମୋ ସଂସାର ରଥକୁ ଘଣ୍ଟ ଘୋଡାଇ ରଖିଥିବୁ…
ହେ ଜଗା….. 🙏
ତୋ ଭକତ ଆଜି ଯାଇପାରୁନାହିଁ
ଚାଲି ଚାଲି ପାଦ ଥକି ଗଲାରେ
ଏତିକି ଗୁହାରି ମୋ ଜଗାରେ…
🎶🎶🎶🎶
ମତେ କେତେ ଦୁଃଖ ଦଉଛୁରେ ମୋ କକ୍ୱାଳିଆ
ଏହି ଦୁନିଆରେ କେହି ନାହିଁ ତୋ ଭଳିଆ
ତୁ ଏକା ମୋର ମନ……
ତୁ ଏକା ମୋର ଜ୍ଞାନ….
ତୁ ଏକା ମୋର ମନ……
ତୁ ଏକା ମୋର ଜ୍ଞାନ….
ତତେ କରୁଛି ମୋ ଗଳା ମାଳିରେ
ତୋ ଭକତ ଅଟକି ରହିଛି
ତୋ ଆସିବା ବାଟକୁ ଚାହିଁଛି
ତୋ ଭକତ ଅଟକି ରହିଛି
ତୋ ଆସିବା ବାଟକୁ ଚାହିଁଛି
🎶🎶🎶🎶
ଚାଲୁ ନାହିଁ ପାଦ ମୋର ମୁଁ ଜାଣେ ସାଥେ ଅଛୁ ମୋର…
ଏମିତିକା ଏ ଜୀବନ ଏ ନୀଳ ବୋଧେ ତୋହର…
ସବୁ କଥା ତତେ ଜଣା….
ସବୁ ଜାଣି ତୁ ଅଜଣା….
ସବୁ କଥା ତତେ ଜଣା….
ସବୁ ଜାଣି ତୁ ଅଜଣା….
ଆଉ ପାରୁନି ମୁଁ ଥକିଲିଣିରେ
ତୋ ଭକତ ଅଟକି ରହିଛି
ତୋ ଆସିବା ବାଟକୁ ଚାହିଁଛି
ତୋ ଭକତ ଅଟକି ରହିଛି
ତୋ ଆସିବା ବାଟକୁ ଚାହିଁଛି
{ ତତେ ଦୁଃଖ ଜଣାଉନି ବୋଲି ତୁ ଚୁପ ହେଇ ଅଛୁ ନା ଯଦି ମୋ ଦୁଃଖରେ ତୁ ଖୁସି ହଉ ତାହେଲେ ମୁଁ ବି ଖୁସି }
ସୁଖ ତୋ ହେଲା ସପନ… ଦୁଃଖ ଭରା ଏ ଜୀବନ…
🎶🎶🎶🎶
ବୁଝୁ ନାହିଁ ଏଇ ମନ…ତୁ ପରା ମୋ ପ୍ରାଣଧନ
ତତେ ଦେଖିବାକୁ ମନ…ହଜିଯାଉ ଏଇ ପ୍ରାଣ…
ତତେ ଦେଖିବାକୁ ମନ…ହଜିଯାଉ ଏଇ ପ୍ରାଣ…ହାତ ବଢ଼ାଇ ତୋ ପାଖେ ନେରେ
ତୋ ଭକତ ଅଟକି ରହିଛି
ତୋ ଆସିବା ବାଟକୁ ଚାହିଁଛି
ତୋ ଭକତ ଅଟକି ରହିଛି
ତୋ ଆସିବା ବାଟକୁ ଚାହିଁଛି
Audio & Video Credits
- Song Title: A Bhakata Ataki Rahichi (Studio Version)
- Singer: Rituraj Mohanty
- Lyricist: Ratnakar Dalai
- Music Director: Sushil Dalai
- Dialogue: Disco Reddy
- Recording: Rahul
- Mix & Master: Milan Dash
- Producer: Puspa Creation
- Special Thanks: Binapani Mishra
- You Tube – Click Here