Aya Ganesh Deba Lyrics by Kuldeep Pattanaik. Listen to this beautiful New Odia Ganesh Bhajan dedicated to Lord Ganesha. Get the song details, lyrics, singer, music, and complete credits.
Aya Ganesh Deba Lyrics
ହେ ଗଣନାଥ ଲମ୍ବୋଦର
ରିଦ୍ଧିସିଢି ବିନାୟକ
ହେ ଗଜାନନ ଗୁଣନାଥ
ସୁଖ ଶାନ୍ତି ପ୍ରଦାୟକ
ତୁମେ ଲଡ଼ୁପ୍ରିୟ ପାର୍ବତୀନନ୍ଦନ
ବାହନ ମୂଷିକ ରାଜ
ତୁମପରବ ଆସିଲେ ସାରା ଦୁନିଆରେ
ଚାଲେ ଖୁସି ମଉଜ
ଜୟ ଜୟ ଗଣେଶ ଦେବା
ଜୟ ଜୟ ହେ ଗଣପତି ବାବା
ଜୟ ଜୟ ଗଣେଶ ଦେବା
ଜୟ ଜୟ ହେ ଗଣପତି ବାବା
🎶🎶🎶🎶
ବାଜେ ଶଙ୍ଖ ଜଳେଦୀପ ଶୁଭେ ଜୟ ଜୟକାର
ଘେନ ଆମ ପୁଷ୍ପାଞ୍ଜଳି ଆହେ
ପୁନ୍ୟ ବେଦସାର
🎶🎶🎶
ନାଚେ ମନ ଆନନ୍ଦରେ ତୁମ
ରୂପ ଦରଶନ ରେ
ହେ ପରମଦେବ ତୁମେ
ଦିଅ ଶାନ୍ତି ପ୍ରତୀକ୍ଷଣେ
ତୁମେ ଅଛ ହେ ଗଣେଶ ମଙ୍ଗଳ ମୁରତି..ସଭିଙ୍କର ଭକତିରେ
ତୁମ କର ଶୁଭ ସବୁ କାର୍ଯ୍ୟରେ ଆରମ୍ଭ… ତୁମ ମହାତ୍ମାରେ
ଜୟ ଜୟ ଗଣେଶ ଦେବା
ଜୟ ଜୟ ହେ ଗଣପତି ବାବା
ଜୟ ଜୟ ଗଣେଶ ଦେବା
ଜୟ ଜୟ ହେ ଗଣପତି ବାବା
ଗଣପତି ବାବା ମୁରିଆ
ମଙ୍ଗଳ ମୁରତି ମୁରିଆ
ଗଣପତି ବାବା ମୁରିଆ
ମଙ୍ଗଳ ମୁରତି ମୁରିଆ
ତୁମେ ଆଦି ଦେବନାଥ
ହେ କରୁଣା ଦୟାମୟ
ରଖିଥାଉ ତୁମେ ହାତ ତୁମ ଦୃଷ୍ଟି ମହାକାର
ଦିଅ ବର ଗଣେଶ୍ୱର ଧନ୍ୟ ହେବ ଏ ଜୀବନ
ହେ ପରମ ଜ୍ଞାନେଶ୍ୱର କର ପ୍ରଭୁ ଆଗମନ
ତୁମେ ସର୍ବଶକ୍ତିମାନ ବିଘ୍ନରାଜ ହେ ଏକଦନ୍ତ ମହାରାଜ
ତୁମ ଆସିବ ବୋଲିକି ଏ ଧରାଧାମ ହୁଏ ସଜବାଜ
ଜୟ ଜୟ ଗଣେଶ ଦେବା
ଜୟ ଜୟ ହେ ଗଣପତି ବାବା
ଜୟ ଜୟ ଗଣେଶ ଦେବା
ଜୟ ଜୟ ହେ ଗଣପତି ବାବା
“Aya Ganesh Deba” is a devotional Odia Ganesh Bhajan sung beautifully by Kuldeep Pattanaik. Ehi bhaktimaya geeta re Prabhu Ganeshanku Vighnaharta ebam Bappa bhabare stuti kara jaichi.
Ganapati Bappa ku pratyeka puja re prathame puja kara jae, karana bhakta mane Prabhu Ganeshanka ashirbad dwara badha dur heba, mangala ebam samruddhi asiba boli bishwas karanti.
Ganesh Chaturthi samayare ehi sundara New Odia Bhajan bhaktimaya paribesha srusti kare.
🎵 Song Credits
- Song: Aya Ganesh Deba
- Singer: Kuldeep Pattanaik
- Lyrics: Debajyoti Nayak
- Music: Mahadev Rout
- Arrangement: Anshuman Nandy
- Chorus: Jitendra, Satya, Anshu & Mahadev
- Mixing & Mastering: Smruti Studio, BBSR
- Recordist: Roheet Guru
- DOP & Edit: Pratyus Raja
- Producer: Badri Prasad Mohanty
- Music Label: AIT PRODUCTION
🎧 Audio Credit
Original Song & Audio/Video Credit: AIT PRODUCTION
All rights of the original song, music, lyrics, audio and video belong to their respective copyright owners. Please support the original artist, singer, music team and official music label.