Swagatam Swagatam Ganapati Baba Swagatam Odia Ganesh Puja Song ra sampurna lyrics padhantu. Ganapati Baba nka bhaktimaya geeta, Ganesh Puja Song Lyrics au Odia Bhajan Lyrics.
Swagatam Swagatam Ganapati Baba Lyrics
ସ୍ବାଗତଂ ସ୍ବାଗତଂ ଗଣପତି ବାବା ସ୍ବାଗତଂ…
🎶🎶🎶🎶
ସ୍ବାଗତଂ ସ୍ବାଗତଂ ଗଣପତି ବାବା ସ୍ବାଗତଂ
ସ୍ବାଗତଂ ସୁସ୍ୱାଗତଂ ଗଣପତି….
ଆସ ଗଣପତି ରାଜା ମଣ୍ଡପ ହେଇଛି ସଜା…
ମୂଷିକ ବାହନେ ଚଢ଼ି ଉଡ଼ାଅ ବିଜୟ ଧ୍ବଜା…
ଢୋଲ, ମହୁରି, ଶଙ୍ଖ, ଘଣ୍ଟ ବାଜଇ ଢ଼ମ୍ ଢ଼ମ୍…
ଭକତ ହୃଦେ ଆନନ୍ଦ ଭରି
ଗାଉଛନ୍ତି ତୁମ ନାମ…
ସ୍ବାଗତଂ ସ୍ବାଗତଂ ଗଣପତି ବାବା ସ୍ବାଗତଂ🙏
ସ୍ବାଗତଂ ସ୍ବାଗତଂ ଗଣପତି ବାବା ସ୍ବାଗତଂ🙏
🎶🎶🎶🎶
ଏ ଗଜାନନ ଗୌରୀ ନନ୍ଦନ ତୁମେ ବିଘ୍ନବିନାଶନ
ବିଦ୍ୟା ବୁଦ୍ଧି ଦିଅ ହେ ପ୍ରଭୁ ତୁମେଜନର ପନ୍ଦର
ସିନ୍ଦୂର ଲେପି ତୁମ ଶରୀରେ….
ଦୁବ ଫୁଲ ଦେଉ ଚଢାଇ….
🎶🎶🎶🎶
ମୁଦଙ୍ଗ ଭୋଗଥାଳି ସଜାଇ
ଭକତିରେ ଦେଉ ବଢ଼ାଇ….
🎶🎶🎶🎶
ଗଣପତି ବାବା ମୋରିଆ ମଙ୍ଗଳ ମୁରତି ମୋରିଆ…
ଏକଦନ୍ତ ହେ.. ଦୟାବନ୍ତ କର ଆମ ଉପରେ ଦୟା….
ଭକ୍ୱାରୀ ଦିଅ ଘରେ ମାୟା….
ପିଲାଠାରୁ ବୁଢା ସଭିଏଁ ଆସି କରନ୍ତି ତୁମର ପୂଜା….
ତୁମ ଆଶିଷ ମିଳିଲେ ପ୍ରଭୁ
ଜୀବନ ହୁଏ ସୁଖମୟ ସଜା
ଏ ଢୋଲ ମହୁରି ବାଜୁଥାଉ….
ଶଙ୍ଖ ଘଣ୍ଟ ଶୁଭ ଧ୍ୱନି….
ଗଣପତି ବାବା ଆସିଛନ୍ତି….
ହସୁଛି ଆଜି ଧରଣୀ..
ସ୍ବାଗତଂ ସ୍ବାଗତଂ ଗଣପତି ବାବା ସ୍ବାଗତଂ…
ଜୟ ଗଣେଶ ଜୟ ଗଣେଶ
ସ୍ବାଗତଂ.. ସୁସ୍ୱାଗତଂ ଗଣପତି….
🎶🎶🎶🎶