Kalia Bhuta Odia Song Lyrics – Sai Divyansi Satpathy ft. DevJ Mishra

Kalia Bhuta Odia Song Lyrics – Sai Divyansi Satpathy ft. DevJ Mishra

Facebook
WhatsApp
Telegram

Get full Odia lyrics for “Kalia Bhuta” (କାଳିଆ ଭୁତ), a modern Jagannath devotional song with a Gen Z rap twist by Sai Divyansi Satpathy and DevJ Mishra.

Kalia Bhuta (କାଳିଆ ଭୁତ) Lyrics

ଜୟ ଜଗନ୍ନାଥ….
ଜୟ ଜୟ ଶ୍ରୀ ଜଗନ୍ନାଥ….
ମୋର ଚକୋଲେଟ ଲୋଡ଼ା ନାହିଁ…ଦିଆ ଅଭଡ଼ା ଡାଲି
ମୁଁ ପାର୍କ ମଲ ଯିବିନି ଯିବି ଶ୍ରୀକ୍ଷେତ୍ର ପୁରୀ…
🎶🎶🎶
ମୋର ଚକୋଲେଟ ଲୋଡ଼ା ନାହିଁ…ଦିଆ ଅଭଡ଼ା ଡାଲି
ମୁଁ ପାର୍କ ମଲ ଯିବିନି ଯିବି ଶ୍ରୀକ୍ଷେତ୍ର ପୁରୀ…
ଲିପିଷ୍ଟିକ ବାଲି ମୋର ତୋ ହବାର ନାହିଁ…
ଚନ୍ଦନ ପିନ୍ଧୁଛି ମୁଁ ଜଗା ନାଁ ନେଇ…
ମଧୁର ପାନୀୟ ନୁହେଁ ମୋର ପ୍ରିୟ….
ଭାରି ପ୍ରିୟ ମୋର ଟଙ୍କ ତୋରାଣି….

ମୋତେ କାଳିଆ ଭୂତ ଲାଗିଛି ମଣି….🙏
ମୋତେ କାଳିଆ ଭୂତ ଲାଗିଛି ମଣି….🙏
ମୋତେ କାଳିଆ ଭୂତ ଲାଗିଛି ମଣି….🙏
🎶🎶🎶🎶
ହେଲୋ ଛାଡି କହେ ଜୟ ଜଗନ୍ନାଥ…
ମୋବାଇଲ ଛାଡି ପଢେ ଗୀତ ଭାଗବତ…
🎶🎶🎶🎶
ହେଲୋ ଛାଡି କହେ ଜୟ ଜଗନ୍ନାଥ…
ମୋବାଇଲ ଛାଡି ପଢେ ଗୀତ ଭାଗବତ…
ସିନେମା ଦେଖି ମୋର ତ ଯିବାର ନାହିଁ…
ଫେସନବାଲି ମୋର ତୋ ହବାର ନାହିଁ…
ଚକାଆଖି ଦେଖି ଆଖିଯାଏ ଲାଖି ଯେତେ ଦେଖିଲେ ବି ମନ ପୁରୁନି….

ଚକା ଚକା ଚକା ଚକା କାଳିଆ ମୋ ଚକା ଡୋଳିଆ, ସେ ଭକ୍ତ ଭାବଗ୍ରାହୀ ସେ ନୀଳା ଚଳିଆ
ଅନ୍ଧର ଲଉଡ଼ି ମୋ କଳା ସାଆନ୍ତ ରଥରେ ତାକୁ ମୁଁ ଭୁଲି ସାରା ଜଗତ
ଚକାନୟନ ତାର କଳାଶ୍ରୀମୁଖ ଦେଖି ରଥରେ ତାକୁ ଶହେ ଭକତ ଦୁଃଖ
ମନ ମୋ କାଳିଆକୁ ଦେଇଅଛି ମୁହିଁ, ମୋର କାଳିଆ ବିନା କିଛି ଲୋଡ଼ା ନାହିଁ ମୋର..
ଟଙ୍କ ତୋରାଣି ଡାଲି ଅଭଡ଼ା ଅର୍ଣ୍ଣ ତାର ଶ୍ରୀକ୍ଷେତ୍ର ଯାଇ ମୁଁ ଲାଗିଅଛି ମନ ମୋର
ମନୁଆ ଠାକୁର ସେ ନ କର ତନ ଜଗା, ଚରଣେ କଟୁ ମୋର ସାରା ଜୀବନ
ଦିନ ମୋ କଟୁ ମୋର ଶ୍ରୀଗୀତ ଗୋବିନ୍ଦ ଶୁଣି
ଚକା ଆଖିରେ ମୋର ଆଖି ମିଶିଲେ ଲାଗେ ମତେ କାଳିଆ ଭୂତ ଲାଗିଛି ମଣି…….
ମୋତେ କାଳିଆ ଭୂତ ଲାଗିଛି ମଣି….🙏
ମୋତେ କାଳିଆ ଭୂତ ଲାଗିଛି ମଣି….🙏
ମୋତେ କାଳିଆ ଭୂତ ଲାଗିଛି ମଣି….🙏

ମିଛ କହୁନି ମୁଁ ଲାଗିଯିବ ପାପ
ସତ କହିଦେଲେ ପରା ମିଳେ ଜଗନ୍ନାଥ..
🎶🎶🎶🎶
ମିଛ କହୁନି ମୁଁ ଲାଗିଯିବ ପାପ
ସତ କହିଦେଲେ ପରା ମିଳେ ଜଗନ୍ନାଥ..
କାନରେ ଦିଏ ମୁଁ ହାତ DJ ଶୁଣୁ ଶୁଣୁ
ଅହଃ… କାଳିଆ କାଳିଆ ଖାଲି ମୁଁ କହେ ଗୁଣୁ ଗୁଣୁ
କଳା ମୁହଁ ତାର ଦେଖିଦେଲେ ଟିକେ
ଭାବ ଲୁହ ଜମା ଶୁଖୁନି….

ମୋତେ କାଳିଆ ଭୂତ ଲାଗିଛି ମଣି….🙏
ମୋତେ କାଳିଆ ଭୂତ ଲାଗିଛି ମଣି….🙏
ମୋତେ କାଳିଆ ଭୂତ ଲାଗିଛି ମଣି….🙏

Audio Credits

  • Song Title: Kalia Bhuta (କାଳିଆ ଭୁତ)
  • Singer: Sai Divyansi Satpathy
  • Rapper: DevJ Mishra
  • Music Director: Jitendra Sethi
  • Lyricist: Puspak Parida
  • Music Production: Anshuman Nandy
  • Mix & Master: Smruti Ranjan
  • Presented by: Dubby Bubbly
  • You Tube video – Click Here

Leave a Comment

From Most Popular Categories

You cannot copy content of this page