E Mana Mo Mana Odia Song Lyrics Female Version

E Mana Mo Mana Odia Song Lyrics

E Mana Mo Mana Odia Song Lyrics Female Version

Facebook
WhatsApp
Telegram

Get full Odia lyrics for “E Mana Mo Mana” (ଏ ମନ ମୋ ମନ), a popular emotional sad song

E Mana Mo Mana Odia Song Lyrics

ଏ ମନ ମୋ ମନ….
ଏ ମନ ମୋ ମନ…
🎶🎶🎶🎶
ଏ ମନ ମୋ ମନ….
ଏ ମନ ମୋ ମନ…
କାହିଁ ଖୋଜୁଛୁ ଆଉ ସେ ହଜିଲା ଦିନ…
ଏ ମନ ମୋ ମନ….
ଏ ମନ ମୋ ମନ…
କାହିଁ ଦେଖୁଛୁ ଆଉ ସେ ମିଛ ସପନ….
ବୁଝିବା ଲୋକତ ବୁଝିଲାତ ନାହିଁ…
ବୁଝିବା ଲୋକତ ବୁଝିଲାତ ନାହିଁ…ତୋରି ମନ 😭
ଏ ମନ ମୋ ମନ….
ଏ ମନ ମୋ ମନ…
ଏ ମନ ମୋ ମନ….
ଏ ମନ ମୋ ମନ…
🎶🎶🎶🎶
ସିଏ କି ବୁଝିବ ଦରଦ ଛାତିର
ଆଜିବି ସେ ମୋର ନିଜଠୁ ନିଜର….
🎶🎶🎶🎶
ସ୍ୱାର୍ଥ ନାହିଁ କିଛି ହୃଦୟରେ ମୋର
କାହିଁକି ମତେ ସେ କହେ ସ୍ୱାର୍ଥପର
ତୁ ଏକା ଜାଣୁ କେମିତି ତା ବିନା..
ତୁ ଏକା ଜାଣୁ କେମିତି ତା ବିନା..କାଟେ ମୁଁ ଦିନ… 😔
ଏ ମନ ମୋ ମନ….
ଏ ମନ ମୋ ମନ…
ଏ ମନ ମୋ ମନ….
ଏ ମନ ମୋ ମନ…
ଓଃ.. ଓଃ… ଆଃ.. ଆଃ…
ବେଇମାନି ମତେ କହୁଛି ସେ କାହିଁ
ପରିସ୍ଥିତି ମୋର ସିଏ ବୁଝି ନାହିଁ
🎶🎶🎶🎶
ଭାବୁଛି ସେ ଆଜି ଅଛି ମୁଁ ଖୁସିରେ
ହେଲେ ମୁଁ ଭିଜୁଛି ଅସରା଼ ଲୁହରେ
ବୁଝେଇବି ତାକୁ ଅବୁଝା ହଉଛି..
ବୁଝେଇବି ତାକୁ ଅବୁଝା ହଉଛି..
ମୋ ସୁନା ଧନ….
ଏ ମନ ମୋ ମନ….
ଏ ମନ ମୋ ମନ…
ଏ ମନ ମୋ ମନ….
ଏ ମନ ମୋ ମନ…
ତୋ ମନ.. ତୋ ମନ…
ତୋ ମନ.. ତୋ ମନ…
ତୋ ମନ.. ତୋ ମନ…
ତୋ ମନ.. ତୋ ମନ…

You Tube video – Click Here

Leave a Comment

From Most Popular Categories

You cannot copy content of this page