25 + Odia Love Shayari

Odia Love Shayari

25 + Odia Love Shayari

Facebook
WhatsApp
Telegram

Odia Love Shayari : If you want to share the Odia Shayari, then it better be meaningful. There is nothing wrong in telling your partner how much you love them. However, avoid placing too much emphasis on this one aspect of your relationship as it might make him or her uncomfortable. Instead, focus on the other things that unite the two of you and make your relationship a great one!

Now that you have read all the quotes in Odia Odia Shayaris, we hope it has encouraged you to love the person who deserves your true love.
Is there any one who is not a perfect match for you? If yes, don’t lose hope. Accept this person as they are and make them fall in love with you too! Happy Valentines Day everyone!!

Odia Love Shayari

ପାଇବାକୁ ତତେ ହାତ ପରସରେ ଅମାନିଆ ହୁଏ ମନ ଶୟନେ ସ୍ବପ୍ନେ ପ୍ରତି ମୁହୂର୍ତ୍ତରେ ଖୋଜେ ତତେ ରାତି ଦିନ

ତୁ ମୋ ଅତୀତ ତୁ ମୋ ବର୍ତ୍ତମାନ ତୁ ମୋର ଭବିଷ୍ୟତ ଆମ ପ୍ରେମ ଅଟେ ଚିରନ୍ତର ବୋଲି ଜାଣୁ ଏ ସାରା ଜଗତ

କେମିତି କେମିତି ଲାଗୁଛି ମୋତେ କଥା କି ପାଣିର ଗାର ଯେମିତି ସେମିତି ଭାବିଲେ କି ହେବ ବୁଝି ହୁଏ ଆଖି 👀 ଠାର ।

ହୃଦୟ ଥିଲା ମୋ ସାଧା କାଗଜ ଲେଖିଲୁ ପ୍ରେମର ଅକ୍ଷର ଆଖି 👀 ପଲକରେ ହୃଦୟକୁ ମୋର କରିନେଲୁ ଅତି ନିଜର । 

ପାଖକୁ ଆସିଲେ ସ୍ବର୍ଗ ଭଳି ଲାଗେ ଦୂରେଇ ଗଲେ ପ୍ରାଣ ଯାଏ ଗାଳି ଦେଲେ ସୁଧା ଗଲାରେ ଲଗାଏ କାରଣ ତତେ ମୁଁ ଭଲପାଏ ।

ଜଣା ନାହିଁ ଲୋକେ ଭଲପାଇବାର ନାଁ କ’ଣ ଦିଅନ୍ତୁ ହେଲେ ତୋରି ନାଁ କୁ ହଁ ମୁଁ ଭଲପାଇବା ଦେଇଛି ।

ମନ ଭଲି ତୋ ରୂପ ସୁନ୍ଦର କଥାଟି ତୋର ଭାରି ମଧୁର ପାଇବାକୁ ତତେ ମନ ହୁଏ ଅଧିର ନ ଲାଗୁ ତତେ କାହା ନଜର ।

ଭଲପାଇବା ପାଇଁ ଗୋଟିଏ cute 🥺🥰 voice ବା ଗୋଟିଏ ସୁନ୍ଦର ମୁହଁ ଦରକାର ନାହିଁ ଦରକାର ଗୋଟିଏ ସୁନ୍ଦର ହୃଦୟ ଓ ବିଶ୍ଵାସ ଭାଙ୍ଗୁନଥିବା ମଣିଷ ।

 ହୁଏ ତ ଦୁନିଆରେ ତୁମ ପରି ବହୁତ ମିଳିବେ କିନ୍ତୁ ତୁମେ ତ ମିଳିବନି ନା ସେଥିପାଇଁ ମୁଁ କେବଳ ତୁମକୁ ହଁ ଚାହେଁ ।

ମନ ତୁମ ବିନା କୋଉଠି ଲାଗେନା ତୁମକୂ୍ ହଁ ଖୋଜି ବୋଲେ ଜାଣେନା ମନକୁ କେମିତି ପାଇବି ନିଜେ ଯଦି ହଜିଗଲି ।

ଭଲପାଇବା ମଣିଷକୁ ଯଦି ଭଲଯାଉ ତେବେ ତାହାକୁ ଭାଗ୍ୟ କୁହନ୍ତି । ଆଉ ଯିଏ ଭାଗ୍ୟରେ ନ ଥାଏ ତା ପରେ ବି ଯଦି ତାକୁ ଭଲପାଉ ତେବେ ଏହାକୁ ପ୍ରେମ କହନ୍ତି।  

ଖୋଜୁଥିଲି ମୁଁ ତତେ ତୁ ମିଳିଗଲୁ ମତେ ଯେତେ ତୁ ଚେଷ୍ଟା କଲେ ବି ଆଉ ଛାଡିବିନି ତତେ ଏ ଜୀବନ ଥିବା ଯାଏ ଥିବି ତ ସାଥେ । 

ଖୋଜିଲେ ତତେ ମୋ ଭଲି କୋଟିଏ ମିଳିଯିବେ ହେଲେ ମୋ ପାଇଁ ତୁ କୋଟିଏ ରେ ଗୋଟିଏ । 

ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା ପ୍ରେମ ହୋଉଛି ତାହା ଯାହାକୁ ପାଇ ସବୁ ଦୁଃଖ ଭୁଲିଯିବା ।

ଏ ପ୍ରେମ ନା ଆଉ କିଛି ଜାଣିନି , ବାସ୍ ଯାହା ତୋ ସହ ଅଛି ତାହା ଆଉ କାହା ସହ ନାହିଁ 

ସମୟ କେତେ ବି ଖରାପ ଆସୁ ହେଲେ ତୋ ପାଇଁ ମୋ ଭଲପାଇବା କେବେ ବି ବଦଳିବନି।

Coming Soon

Thank you for visiting our website for job related search visit here

Leave a Comment

From Most Popular Categories

You cannot copy content of this page