30 + Best Motivational Quotes Odia

Motivational Quotes Odia

30 + Best Motivational Quotes Odia

Facebook
WhatsApp
Telegram

Motivational Quotes Odia: In this article, we find out how quotes in Odia can be used for motivation during tough times.

ସ୍ବପ୍ନ ଦେଖିବା ପାପ ନୁହେଁ,
କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ
ହାତରେ ଛାଡ଼ିଦେବା
ସବୁଠାରୁ ବଡ଼ ପାପ ll

ନିଜକୁ ତୁଚ୍ଛ ମନେକର ନାହିଁ,
ଆଜି ଯିଏ ଆମର ନିନ୍ଦା କରୁଛି
କାଲିକି ଆମର ସିଏ ସ୍ତୁତି କରିବ ll

ସଂଘର୍ଷ ଏବଂ ଧର୍ଯ୍ୟ ସହିତ,
ଆପଣ ଏକ ଉତ୍ତମ ଗନ୍ତବ୍ୟସ୍ଥଳ
ହାସଲ କରିପାରିବେ ll

ଜୀବନରେ କେବେ ବିପଦ ନେବାକୁ ଡର ନାହିଁ,
ହୁଏତ ଜିତିଯିବ ନହେଲେ ହାରିଯିବ,
କିନ୍ତୁ ହାରିଗଲେ ବି କିଛି ଶିଖିଯିବ l

ଉପହାସକୁ ଡରି ନିଜର ଲକ୍ଷ ବଦଳେଇବା ଉଚିତ ନୁହେଁ, କାହିଁକିନା ଲକ୍ଷ ହାସଲ ପରେ
ଉପହାସ କରୁଥିବା ଲୋକଙ୍କ ରାୟ ବଦଳିଯାଏ l

ଜୀବନରେ ଯେଉଁ ଲୋକମାନେ
ଆପଣଙ୍କ ଠାରୁ ଦୂରେଇବାକୁ ଚାହାନ୍ତି,
ପ୍ରଥମେ ଆପଣଙ୍କୁ କୌଣସି ଏକ
ମାଧ୍ୟମରେ ଦୋଷୀ କରି ଦିଅନ୍ତି,

ଓ ପରେ ନିଜଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାନ୍ତି l

ସବୁବେଳେ କିଛି ପାଇବାର ଆଶା
ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତି ର
ଅନ୍ଧକାର ମଧ୍ୟକୁ ଟାଣିନେଇଥାଏ l
ତେଣୁ ଈଶ୍ବର ଯାହା ଦେଇଛନ୍ତି
ସେଥିରେ ଖୁସି ହେବା ଉଚିତ l
ତେବେ ଯାଇ ଏ ସଂସାରରେ
ଶାନ୍ତିରେ ବଞ୍ଚି ପାରିବା ll

ଦୂରରୁ ଆମକୁ ଆଗରେ ଥିବା
ସମସ୍ତ ରାସ୍ତା ବନ୍ଦ ଦେଖାଯାଏ,
କାରଣ ସଫଳତାର ରାସ୍ତା
ଆମ ପାଇଁ ସେତେବେଳେ ଖୋଲିବ
ଯେତେବେଳେ ଆମେ ଏହାର ନିକଟତର ହେବା l

ମିଥ୍ୟା କହୁଥିବା ବ୍ୟକ୍ତି
ସବୁବେଳେ
ଫଡଫଡ ହୁଏ ହେଲେ,
ସଫଳ ଏବଂ ସତ୍ୟ କହୁଥିବା
ବ୍ୟକ୍ତି
ବହୁତ ନିରବ ll

ସୂର୍ଯ୍ୟ ଏକାହିଁ ସବୁବେଳେ
ଚମକୁ ଥାଏ
ନିଜକୁ ସୂର୍ଯ୍ୟ ଭଳି ବାନେଇବାକୁ
ଶିଖିବା ପାଇଁ ନିଜ ଉପରେ ଭରସା
ରଖିବା ନିହାତି ଜରୁରୀ ll

ମୋ ଭୁଲ ଟିକୁ କେବଳ
ମୋତେ କୁହ
ଅନ୍ୟ ମାନଙ୍କୁ ନୁହେଁ,
କାରଣ ଏଗୁଡିକ
କେବଳ ମୋ ଦ୍ୱାରାହିଁ
ଠିକ ହୋଇ ପାରିବ
ଅନ୍ୟ ମାନଙ୍କ ଦ୍ୱାରା ନୁହେଁ ll

ଆଜି ଯାଏ ଯାହା ଉପରେ
ଦୁନିଆ ହସେ
ସେଇମାନେ ହିଁ
ଇତିହାସ ତିଆରି କରିଛନ୍ତି l

ପ୍ରତ୍ୟେକ ବିଫଳତା ଆପଣଙ୍କୁ
ସଫଳତାର ଗୋଟିଏ ପାଦ
ନିକଟତର କରାଇଥାଏ l ତେଣୁ
ଚେଷ୍ଟା ଜାରି ରଖନ୍ତୁ, ବିଫଳତାକୁ
ଭୟ କରନ୍ତୁ ନାହିଁ ll

ଆଜି ଯାଏ ଯାହା ଉପରେ
ଦୁନିଆ ହସେ
ସେଇମାନେ ହିଁ
ଇତିହାସ ତିଆରି କରନ୍ତି ll

ପୃଥିବୀରେ ଏମିତି କୌଣସି ଲୋକ ନାହିଁ
ଯାହାର ସମସ୍ୟା ନାହଁ, ଆଉ ଏମିତି କୌଣସି
ସମସ୍ୟା ନାହିଁ ଯାହାର ସମାଧାନ ନାହିଁ ll

ଜୀବନ କାହା ପାଇଁ ସହଜ
ନୁହେଁ,
କିନ୍ତୁ ଆପଣଙ୍କୁ ପ୍ରତ୍ୟେକ ଥର ପରୀକ୍ଷା ଦେବାକୁ ପଡିବ ନଚେତ
ଆପଣ ସମସ୍ତଙ୍କ ପଛରେ ଏକୁଟିଆ ରହିଯିବେ ll

ନୀରବତା ଏବଂ ଧର୍ଯ୍ୟ ଠାରୁ
ବଡ଼ କୌଣସି ଗୁଣ ନାହିଁ ll
ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ
ସାମ୍ନା କରାଯାଇପାରେ
ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ
ବିପଦକୁ ପାରି କରାଯାଇପାରେ l

ମାନବ ତ ସବୁ
ଘରେ ଜନ୍ମ ନେଇଥାଏ
କିନ୍ତୁ ମାନବିକତା ଖୁଵ କମ
ଘରେ ହିଁ ଜନ୍ମ ନେଇଥାଏ ll

ସମୟକୁ ବାରବାଦ
କର ନାହିଁ l
କାରଣ ସମୟ ତୁମକୁ
ବାରବାଦ କରି ପାରେ ll

ସୂର୍ଯ୍ୟ ଏକାହିଁ ସବୁବେଳେ
ଚମକୁ ଥାଏ
ନିଜକୁ ସୂର୍ଯ୍ୟ ଭଳି ବନେଇବାକୁ
ଶିଖିବା ପାଇଁ ନିଜ ଉପରେ ଭରସା
ରହିବା ନିହାତି ଜରୁରୀ ll

ଖରାପ ସମୟ ଜୀଵନ ସାରା ରହେନା
କିନ୍ତୁ ଖରାପ ସମୟରେ ଯଦି କେହି
ଖରାପ ବ୍ୟବହାର କରନ୍ତି
ତାହାହିଁ ମନେ ରହେ ସାରା ଜୀଵନ ll

ଯିଏ ସମ୍ମାନ ମିଳିଲେ ବି ଗର୍ବ କରେ ନାହିଁ,
ଯିଏ ଅପମାନ ହେଲା ପରେ ବି ରାଗେ ନାହିଁ
ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ
ବାସ୍ତବରେ ସେ ହିଁ ମହାନ ହୋଇଥାଏ ll

ଆଖିରୁ ଝରୁଥିବା ଲୁହ
ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ,
ବୁଝିପାରୁଥିବା ଭଳି ମଣିଷଟି
ଯଦି ଆପଣଙ୍କ ପାଖରେ ଅଛି ,
ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ ll

ସ୍ବପ୍ନ ଭାଙ୍ଗିଗଲେ ମଧ୍ୟ ନୂଆ ସ୍ବପ୍ନ
ଦେଖି
ଆଗକୁ ବଢିବାର ସାହସ କୁ ହିଁ
ଜୀଵନ ବୋଲି କୁହାଯାଏ ll

ଜୀବନରେ କେବେ କାହାକୁ
ଅଦରକାରୀ ଭାବ ନାହିଁ ll
କାରଣ ବନ୍ଦ ପଡ଼ିଥିବା
ଘଣ୍ଟାବି ଦିନରେ ଦୁଇ ଥର ଠିକ ସମୟରେ ଦେଇଥାଏ ll

ସଫଳ ବ୍ୟକ୍ତି ନିଜ ନିଷ୍ପତି ରେ
ଦୁନିଆ ବଦଳାଇ ଦେଇଥାଏ ,
ହେଲେ,
ଅସଫଳ ବ୍ୟକ୍ତି ଦୁନିଆ ଡରରେ
ନିଜ ନିଷ୍ପତି ବଦଳାଇଦିଏ ll

ଜୀବନରେ ସର୍ବଦା ଏକ ଲକ୍ଷ୍ୟ ରଖ ll
ଲକ୍ଷ୍ୟ ବିନା ଜୀବନ ଏକ ଟ୍ରେନ ପରି
ଯେଉଁଠାରେ ଆପଣ ଚାହୁଁଛନ୍ତି କିନ୍ତୁ କେଉଁଠିକୁ
ଯିବେ ଜାଣନ୍ତି ନାହିଁ ll

ଆପଣଙ୍କ ର ବୟସ
କେତେ ଏହା ଜରୁରୀ
ନୁହେଁ,
ଆପଣ କେଉଁ ବୟସର
ଚିନ୍ତାଧାରା ରଖିଛନ୍ତି
ଏହାହିଁ ଜରୁରୀ ଅଟେ l

ସଫଳତା ପାଇବାକୁ ହେଲେ
ସବୁବେଳେ ଏକା ଆଗକୁ
ବଢିବାକୁ ହୁଏ,
ସଫଳ ହେଲା ପରେ
ଲୋକେ ଆପେ ଆପେ
ତୁମ ପଛରେ ଆସିବେ ll

କେବେ କାହା ପାଇଁ ଅପେକ୍ଷା କରି ଦେଖ ପ୍ରେମ ର ମଜା ଅଲଗା ଲାଗିବ…

ଦୁନିଆର ସବୁଠୁ ବଡ଼ ରୋଗ
ଲୋକ କଣ କହିବେ,
ଯୋଉ ଲୋକ ବିପଦ ରେ ଟିକେ
ସାହାଯ୍ୟ ଦୂରର କଥା ,
ନିଜର ପରିଚୟ ବି ଲୁଚାନ୍ତି ll

Motivational Quotes Odia

Free Job alert

Motivational Quotes Odia, Motivational Quotes Odia, Motivational Quotes Odia, Motivational Quotes Odia, Motivational Quotes Odia, Motivational Quotes Odia,

Leave a Comment

You cannot copy content of this page