Delving into the world of Odia music, “E Mana Manena lyrics” emerges as a captivating composition that tugs at the heartstrings of listeners. This soulful song, with its evocative lyrics and enchanting melody, has become a favorite among music enthusiasts. In this blog, we will explore the depth of emotions and the artistry that the song encapsulates. From the lyrical finesse to the musical brilliance, “E Mana Manena” stands as a testament to the rich musical heritage of Odisha.
E Mana Manena Lyrics
ତୁ ମତେ ଭଲ ପାଉ ବୋଲି
ଯେତେ କରିଲେ ମନା
ଏ ମନ ମାନେନା
ହୋ..ଏ ମନ ମାନେନା
ତୁ ସବୁ ବୁଝି ସବୁ ଜାଣି ବି
ଯେତେ କଲେ ଛଳନା
ଏ ମନ ମାନେନା..
ହେ ହେ ଏ ମନ ମାନେନା..
ଏ ଆକାଶଏ ପୃଥିବୀ
ଲେଖେ ଗୋଟେ ରଚନା
ଏ ମନ ମାନେନା ..ହ ଏ ମନ ମାନେନା
ମନ ମାନେନା.. ଏ ମନ ମାନେନା
କହିଦେ ତୁ ଥରେ ଗୋଲାପି ଓଠ ରେ
ମୁଁ ତୁମକୁ ଭଲ ପାଏ
ଫୁଲ ଫୁଟି ଯିବ ବାସ୍ନା ଭରିଯିବ
ପ୍ରେମ ହେବ ନଦୀ ଟିଏ
ତାହାଁ ରେ ତା ନା ନା ନା
ତା ନା ନା ନା ନା
କେମିତିକା ଝିଅ ତୁ ବୁଝି ପାରେନା
ଏ ପାହାଡ଼ ଏ ଝରଣା ଲେଖେ
ଗୋଟେ ରଚନା
ଏ ମନ ମାନେନା…ହୋ..ଏ ମନ ମାନେନା
ମନ ମାନେନା ଏ ମନ ମାନେନା..
ନିଦ ଭାଙ୍ଗିଗଲେ ଆଖି ଖୋଲିଗଲେ
ଦିଶେ ଖାଲି ତୋ ମୁହଁ
ମୋ ପରି ଏତେ ଆଉ କିଏ ତତେ
ଭଲ ତ ପାଇବ କହ
ତାହାଁ ରେ ତାନା ନା ତାରେ ତାନା ନା
କେମିତିକା ଝିଅ ତୁ ବୁଝି ପାରେନା
ଏ ବଉଳ ଏ କୋଇଲି ଲେଖେ ଗୋଟେ ରଚନା
ଏ ମନ ମାନେନା ହୋ..ଏ ମନ ମାନେନା
ମନ ମାନେନା ଏ ମନ ମାନେନା
ତୁ ମତେ ଭଲ ପାଉ ବୋଲି
ଯେତେ କରିଲେ ମନା
ଏ ମନ ମାନେନା ହୋ..
ଏ ମନ ..ମାନେନା
ତୁ ସବୁ ବୁଝି ସବୁ ଜାଣିବି
ଯେତେ କଲେ ଛଳନା
ଏ ମନ ମାନେନା ହେ ..
ହେ ଏ ମନ ମାନେନା
ଏ ଆକାଶ ଏ ପୃଥିବୀ ଲେଖେ ଗୋଟେ ରଚନା
ଏ ମନ ମାନେନା ହୋ..ହ ଏ ମନ ମାନେନା
ମନ ମାନେନା ଏ ମନ ମାନେନା
ନା ନା ନା ଏ ମନ ମାନେନା
In the realm of Odia music, “E Mana Manena” holds a special place, weaving a tapestry of emotions through its poignant verses and melodic harmony. It continues to resonate with audiences, evoking feelings of love, longing, and introspection. The song serves as a reminder of the timeless beauty that music can bring to our lives. As we conclude our journey through the lyrical marvel that is “E Mana Manena,” we are left with a deep appreciation for the artistry and creativity that enriches the world of Odia music.
E Mana Manena PDF Download Download