Tu Megha Heija Odia Lyrics free Download

Tu Megha Heija Odia Lyrics

Tu Megha Heija Odia Lyrics free Download

Facebook
WhatsApp
Telegram

Tu Megha Heija Odia Lyrics :  is a beautiful love song sung by Human Sagar and Aseema Panda. The music of this song is composed by Debashish Panda. Sashikant has written the Tu Megha Heija song Lyrics

Now that you’ve read through our list, do you feel like singing along to some of these old classics?
Did we miss any songs by the legendary singers? Let us know in the comments section and share your favourite. Happy listening!

It is clear that Odia songs are the best source to keep your child happy and entertained. Their lyrics are not only engaging but also encourage them to learn new words and improve their language skills.
Now that you know how, all you need do is get a CD of the latest Odia song with the lyrics printed on it and make sure they enjoy singing along while they drive or ride roller-coaster at amusement parks!

Tu Megha Heija Odia Lyrics

ତୁ ମେଘ ହେଇଯା

ତୁ ମେଘ ହେଇଯା ମତେ ସାଥେ ନେଇଯା

ତୁ ବର୍ଷା ହେଇଯା ଭିଜେଇ ଦେଇଯା

ତୁ ମେଘ ହେଇଯା ମତେ ସାଥେ ନେଇଯା

ତୁ ବର୍ଷା ହେଇଯା ଭିଜେଇ ଦେଇଯା

ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ

ମୋ ହୃଦୟରେ ରଙ୍ଗ ଭରି ଦେଇଯା

ତୁ ମେଘ ହେଇଯା ମତେ ସାଥେ ନେଇଯା

ତୁ ବର୍ଷା ହେଇଯା ଭିଜେଇ ଦେଇଯା

ହୋ …………

ଲା ଲା ଲା ଲା ଲା ଲା …

ଲା ଲା ଲା ……..

ହୋ …………

ତୋ ଚାହାଣୀ ମୋତେ କରିଛି ଦିୱାନ

ରାତି ଦିନ ଖାଲି ଭାବୁଛି ତୋ କଥା

ହଁ.. ସବୁ ମୁହଁ ମତେ ଲାଗୁଛି  ତୋ ପରି

ବୁଝିଲି ତୁ ଆଜି ମୋ ମନ ଅବସ୍ଥା

ସତରେ କେମିତି ପାରିବି କହି ମୁଁ

ସତରେ କେମିତି ପାରିବି କହି ମୁଁ

ପାଖେ ଆସି ଥରେ ମୋତେ ଛୁଇଁ ଦେଇଯା

ତୁ ମେଘ ହେଇଯା ମତେ ସାଥେ ନେଇଯା

ତୁ ବର୍ଷା ହେଇଯା ଭିଜେଇ ଦେଇଯା

ସବୁ ଋତୁ ଆଜି ଲାଗୁଛି ବସନ୍ତ

ମନରେ ଆସିଛି ଅକୁହା ଫୁଲକ

ହୋ…. ତୁ ଯାହା ଭାବୁଛୁ ମୁଁ ବି ଭାବୁଛି

ତୁ କହି ଦେଉଛୁ ହେଲେ ମୁଁ ରହେ ନିରବ

ନିରବ ରହିବୁ ଆଉ କେତେ ଦିନ

ନିରବ ରହିବୁ ଆଉ କେତେ ଦିନ

ତୋ ହୃଦୟର କଥା ଆଜି ମାନିଯା

ତୁ ମେଘ ହେଇଯା ମତେ ସାଥେ ନେଇଯା

ତୁ ବର୍ଷା ହେଇଯା ଭିଜେଇ ଦେଇଯା

ତୁ ମେଘ ହେଇଯା ମତେ ସାଥେ ନେଇଯା

ତୁ ବର୍ଷା ହେଇଯା ଭିଜେଇ ଦେଇଯା

ହୋ ହୋ ହୋ …..

ଲା ଲା ଲା ଲା ଲା ଲା …

ଲା ଲା ଲା ….

ହୋ ହୋ ହୋ …..

ହେ ହେ ହେ ଲା ଲା ଲା ….

Thank you for visiting our website for job related search visit here

Leave a Comment

You cannot copy content of this page