15 + Best Odia Kabita Love

Odia Kabita Love

15 + Best Odia Kabita Love

Facebook
WhatsApp
Telegram

Odia kabita love : We hope you enjoyed reading this article on the Importance of Love in Life.
The fact that love is a great source of happiness is not just our opinion but also acknowledged by many people from different walks of life.
Love can make your life beautiful and worth living if you really want it to be so. Writing a love poem or sharing one to someone special can make them feel happy too!

Everyone wants to read poems in love. Here are some popular odia love poems that will make you fall in love with it. Try reading them and share your thoughts on the one that made you feel the most.

Odia Kabita Love

ଅବ୍ୟକ୍ତ ଅନୁଭବ

କାହିଁକି କେଜାଣି

ତମ କଥା ଥରେ ଭାବି ଦେଲେ

ସତରେ ମୋତେ ଲାଗେ ଏମିତି

ତମେ ମୋ ପାଖରେ ଅଛ ଯେମିତି

ବେଳେବେଳେ ବିଶ୍ୱାସ ହୁଏନି

ନାଇଁ ଏମିତି କେବେ ହୋଇ ନଥିବ

ତମେ କାହିଁ ଆଉ ମୁଁ କାହିଁ

ତୁମେ ଅସୀମ ଅପହଞ୍ଚ

ଅଦୃଶ୍ୟ ଅବୁଝା ଅବ୍ୟକ୍ତ ଅନୁଭବ

ମୁଁ ସାଧାରଣ ମଣିଷ ଟିଏ

ତମ କବିତା ଖାତାରେ ମୁଁ ଦୁଃଖ ପୃଷ୍ଠାଏ

ବେଳେବେଳେ ବିଶ୍ୱାସ ନକରି ରହି ହୁଏନି

ଯେତେବେଳେ ମୋର ଶୁଖିଲା ମନ ନଈ ଟା

ତମ ପ୍ରେମର ବରଷା ପାଣିରେ ପୂରି ଉଠେ

ହୃଦୟର ମରୁଭୂମିରେ ମଳୟ ବହେ କୁସୁମ ଫୁଟେ

ନିର୍ଜୀବ ଲାଗୁଥିବା ଶରୀରରେ ଯେପରି

ପ୍ରାଣର ସଞ୍ଚାର ହୁଏ

ଓଠ ଗୁଣୁଗୁଣୁ ହୁଏ

ତମ ମିଠା ମିଠା ଅମୃତର ଗୀତ

Coming Soon

Thank you for visiting our website 

Leave a Comment

From Most Popular Categories

You cannot copy content of this page