Megharu Tu Jhariluna Lyrics

Megharu Tu Jhariluna Lyrics

Megharu Tu Jhariluna Lyrics

Facebook
WhatsApp
Telegram

Dive into the poignant lyrics of ‘Megharu Tu Jhariluna’ and avail a complimentary PDF download. Immerse yourself in the emotional depth of this Odia song, available for easy access and enjoyment

Can you feel her
Is your heart speaking to her
Can you feel the love
Yess…

ମେଘ ରୁ ତୁ ଝରିଲୁ ନା
ଫୁଲରୁ ତୁ ଫୁଟିଗଲୁ

କେଉଁ ଦୁନିଆରେ କହ ଥିଲୁ
ପରୀ ଟିଏ ହେଇ ଦେଖା ଦେଲୁ

ନ ଛୁଇଁ ତୁ ମୋତେ ଛୁଇଁଦେଲୁ
ଓଠ ରୁ ମୋ ହସ ଭରିଦେଲୁ

ଆଜି ଏତେ ବରଷା ହେଇ
ଶୁଷ ମୋତେ ଲାଗୁଛି କାଇଁ

ପାଦ ଏ ମୋର ଯିବା ବାଟେ ତୋର
ଚଳିଯାଏ ଛାଁ ଚାଲୁ ଚାଲୁ

ନ ଡାକି ତୁ ମୋତେ ଡାକି ନେଲୁ
ଇନ୍ଦ୍ରଧନୁ ରଙ୍ଗ ମାଖି ଦେଲୁ

ହୋ…ଆଖି ଲାଖିଲା ପରି ତୋ ଆଖି
ଫୁଲ ପରି ତୋର ଚେହେରା

ସେଇ ଚେହେରା ଭିଡରେ ମୋତେ
ଲାଗେ ସବୁଠାରୁ ନିଆରା

କବି ନ ହେଇ ଆଜି ତୋ ପାଇଁ
ଲେଖି ଦେଇଯିବି କବିତା

ରଙ୍ଗ ଝରିଲା ପରି ତୋ ଓଠ
ହସ ହେଇ ଝରେ ମୁକୁତା

ଏତେ ହସ ଏତେ ରଙ୍ଗ
କହ ତୋ କଉଁଠୁ ଆଣିଲୁ

ତୋ ରଙ୍ଗରେ ମୋତେ ରଙ୍ଗେଇଲୁ
ତୋ ହସରେ ମୋତେ ହସେଇଲୁ

ନ ଚାହିଁ ବି ମୋତେ ଚାହିଁ ଦେଲୁ
ଛାତି ଚିରି ମୋର ରହିଗଲୁ

ମେଘ ରୁ ତୁ ଝରିଲୁ ନା
ଫୁଲରୁ ତୁ ଫୁଟିଗଲୁ

କଉଁ ଦୁନିଆରେ କହ ଥିଲୁ
ପରୀ ଟିଏ ହେଇ ଦେଖା ଦେଲୁ

ନ ଛୁଇଁ ତୁ ମୋତେ ଛୁଇଁଦେଲୁ
ଓଠରେ ମୋ ହସ ଭରିଦେଲୁ

ତୋତେ ଦେଖିଲା ପରେ
ଆଉ ପଡୁନାହିଁ ଆଖି ପତା

ଏକା ଥିଲି ନୀରବରେ
ଆସି ଭାଙ୍ଗିଦେଲୁ ନୀରବତା

ରୂପ ନଗର ବାଟ ହେଇ ତୁ
ଏବେ ବୁଧେ ଫେରିଲୁ

ଫୁଲ ସହର ବାଟ ହେଇ ତୁ
ଏବେ ବୁଧେ ଆସିଲୁ

ନ କହି ତୁ ସବୁ କହିଦେଲୁ
ଗୀତ ମୋର ହେଇ ଝରିଗଲୁ

ନୁଆଁ ଜୀବନଟେ ମୋତେ ଦେଲୁ
ନୂଆ ଦୁନିଆକୁ ନେଇଗଲୁ..

Megharu Tu Jhariluna Lyrics Download

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

From Most Popular Categories

You cannot copy content of this page