Odia music is a rich and diverse tradition, with a wide range of styles and genres. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Dura Akasare Janha Tie,” by the singer-songwriter Babusan Mohanty.
The song is a beautiful and melancholic ballad about love and loss. The lyrics tell the story of a man who is longing for his beloved, who is far away. He sings about the pain of separation and the hope of being reunited with her one day.
“Dura Akasare Janha Tie” is a song that has resonated with many Odia listeners. It is a song that speaks to the universal emotions of love, loss, and longing. In this blog post, we will take a closer look at the song’s lyrics and meaning.
ହୁଁ ହୁଁ ହୁଁ ହୁଁ ହୁଁ ହୁଁ…
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ…
ଆହା ହା ହା ହା ହା ହା
ଦୂର ଆକାଶରେ ଜହ୍ନ ଟିଏ
ଦୁଇ ଆଖିରେ ସେ ସ୍ବପ୍ନ ଟିଏ…
ଦେଖି ସେ ହୁଏ ସିନା
କେବେ ତୋ ଛୁଇଁ ହୁଏନା
କେବେ ତୋ ଛୁଇଁ ହୁଏନା
ସେ ଜହଁକୁ ଟିକେ ଦେଖିବାକୁ
କାହିଁକି କେ ଜାଣି ଏ ଆଖୁକୁ
ହେଇଚି ଆଜି ମନା
ନ ଦେଖି ରହି ହୁଏ ନା
ନ ଦେଖି ରହି ହୁଏ ନା
ଦୂର ଆକାଶର ଜନ୍ମଟିଏ
ଦୁଇ ଆଖିରେ ସେ ସ୍ବପ୍ନ ଟିଏ…
ସେ ଜହ୍ନ ସିନା ଭାରି ସୁନ୍ଦର
ଅଢେଇ ଅକ୍ଷର ପ୍ରେମ ଯେ ତାର
ପ୍ରେମ ଯେ ତାର ଅଧା ଅଧୁରା
ଅଧା ଅଧୁରା ମୋ ଗପ ପରା
ସେ ଗପ କାହାକୁ କହିବା ପାଇଁ
ମନା ହେଲା କାହିଁ ଜାଣେନାହିଁ
ତଥାପି ନୋ କହି ରହି ତୋ ହୁଏନା
ଦୂର ଆକାଶରେ ଜନ୍ମଟିଏ
ଦୁଇ ଆଖିରେ ସେ ସ୍ବପ୍ନ ଟିଏ.
ଦେଖି ସେ ହୁଏ ସିନା
କେବେ ତୋ ଛୁଇଁ ହୁଏନା
କେବେ ତୋ ଛୁଇଁ ହୁଏନା
ଜହ୍ନ ରୁ ସିନା ଜୋଛନା ଝରେ
କିଏ ସେ ଭିଜୁଛି କିଏ ତୋ ଜଳେ
ମନଟା ଯେବେ ଜଳେରେ ମିତ
ଗାଏ ସେ ଲୁହ ର ଲହୁର ଗୀତ
ସେ ଗୀତ ଥରୁଟେ ଗାଇବାପାଇଁ
ମନା ହେଲା କାଇଁ ଜାଣେନାହିଁ
ନୋ ଗାଇ ସିନା ରହି ହୁଏନା
ନୋ ଗାଇ ସିନା ରହି ହୁଏନା
ଦୂର ଆକାଶରେ ଜନ୍ମଟିଏ
ଦୁଇ ଆଖିରେ ସେ ସ୍ବପ୍ନ ଟିଏ
Conclusion
“Dura Akasare Janha Tie” is a timeless Odia song that has captured the hearts of listeners of all ages. It is a song about the power of love, even in the face of separation. The song’s lyrics are beautifully written and evocative, and the melody is haunting and unforgettable.
If you are a fan of Odia music, or simply appreciate good music in general, I highly recommend checking out “Dura Akasare Janha Tie.” It is a truly special song that will stay with you long after you listen to it.
Dura Akasare Janha Tie Lyrics
Dura Akasare Janha Tie Lyrics | Download |
ecent Odia Lyrics Blog Post
Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia