To Aakhi Mo Aaina Lyrics Odia

To Aakhi Mo Aaina Lyrics Odia

Facebook
WhatsApp
Telegram

To Aakhi Mo Aaina Lyrics is a popular Odia song sung by Sonu Nigam . The song was originally composed by Sadhana Sargam and lyrics by .. for the movie To Aakhi Mo Aaina The song is about falling in love with someone whose eyes are like a mirror to your soul.

About To Aakhi Mo Aaina

To Aakhi Mo Aaina is and Odia album released in 1999. There are a total of 6 songs in To Aakhi Mo Aaina. The songs were composed by talented musicians such as Sonu Nigam and Sadhana Sargam. Listen to all of To Aakhi Mo Aaina online on JioSaavn.

To Aakhi Mo Aaina Lyrics: A beautiful Odia song about falling in love with someone whose eyes are like a mirror to your soul. Listen to the song and sing along with the lyrics.

To Aakhi Mo Aaina Lyrics

ପୁଅ:- ରାଧା.. ରାଧା..ରାଧା.
ଏ ହେ
ରାଧା..ରାଧା..ରାଧା.
ଝିଅ:- ଆ ଆ ଆ…ଲା ଲା ଲା ଲା..
– – – – – Music- – – –
ପୁଅ:- ସୁନେଲି ସୁନେଲି ଖରା
ତୋ ମୁଁହ ସାରା
କେବେ ଦିଶୁ ଗୋଲାପି ତୋ
କେବେ ଦିଶୁ ଗୋରା
ତୋ ଓଠ ରୁ ଝରି ପଡେ
ହସ ଚୁନା ଚୁନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା…
ଝିଅ:- ମୋତେ ତୋ ଉଡେଇ ନିଏ
ପବନ ଝୁଲଣା
ଫୁଲ ତୋ ପିନ୍ଧେଇ ଦିଏ
ମୋ ଦେହେ ଗହଣା
ତୋମେ ମୋର ପାଖେ ଥିଲେ
କିଛି ମୁଁ ଚାହେଁନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
– – – – -Music- – – – –
– – – – – – – – – –
ପୁଅ:- ଯେତେ ମୁଁ ଜାଣିଛି ତୋତେ
ସେତିକି ଟାଣୁଛୁ ମୋତେ
ହାତରେ ଧରିଛୁ ସତେ
ରେସମି ଡୁରି
. . . . .Music. . . . .
ଝିଅ:- ଦୁସ ନୁହେଁ ଏକା ମୋର
ତୋମେ ବି ତୋ ଯଦୁଗର
ତୋମେ ତୋ କରିଛ ମୋତେ
ମୋ ପାଖୁ ଚୁରେଇ
ପୁଅ:- ସବୁ କିଛି ଉଠେ ଜୀଇଁ
ତୋମେ ଦେଲେ ଛୁଇଁ
ପତର ସବୁଜ ହୁଏ
ଭରିଯାଏ ନଈ
ଝିଅ:– ମନେ ମନେ ନାଚିଯାଏ
ମୋ ମନ ମଇନା
ତୋ ଆଖି ମୋ ଆଇନା
ପୁଅ:- ତୋ ଆଖି ମୋ ଆଇନା
ପୁଅ/ଝିଅ:- ତୋ ଆଖି ମୋ ଆଇନା…
– – – – – Music – – – – –
ଝିଅ:- ଫୁଲର ଖବର ନେଇ
ପବନ ଯାଉଛି ବହି
ତା ମନ ର ମହୁମାଛି
ଡାକିବା ପାଇଁ..
ପୁଅ:- ମୁଁ ବି ବସିଛି ଏଠି
ତୋ ଚାହାଣୀ ଚୁରା ଛିଠି
ମୋ ଦୁଇ ହାତରେ ଧରି
ପଢିବା ପାଇଁ
ଝିଅ:- ଅ… ତୋମେ ଦେଲେ ଛୁଇଁ ଲାଗେ
ଭଲ ଖାଲି ଭଲ
କଥା କହି ଫୁଲ ଗଛ
ହସି ଦିଏ ଫୁଲ

ପୁଅ:– ଖାଲି ଖାଲି ଲାଗେ ଏଠି
ସବୁ ତୋମ ବିନା
ତୋ ଆଖି ମୋ ଆଇନା
ଝିଅ:- ତୋ ଆଖି ମୋ ଆଇନା
ପୁଅ:/ଝିଅ:- ତୋ ଆଖି ମୋ ଆଇନା….

ପୁଅ:– ସୁନେଲି ସୁନେଲି ଖରା
ତୋ ମୁଁହ ସାରା
କେବେ ଦିଶୁ ଗୋଲାପି ତୋ
କେବେ ଦିଶୁ ଗୋରା
ତୋ ଓଠ ରୁ ଝରି ପଡେ
ହସ ଚୁନା ଚୁନା
ତୋ ଆଖି ମୋ ଆଇନା

ଝିଅ:- ତୋ ଆଖି ମୋ ଆଇନା
ପୁଅ/ ଝିଅ:- ତୋ ଆଖି ମୋ ଆଇନା…
ପୁଅ:- ତୋ ଆଖି ମୋ ଆଇନା
ଝିଅ:– ତୋ ଆଖି ମୋ ଆଇନା
ପୁଅ/ ଝିଅ:– ତୋ ଆଖି ମୋ ଆଇନା…

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics

Leave a Comment

From Most Popular Categories

You cannot copy content of this page