Looking for some inspiration? These 50 Motivational Odia Quotes on life quotes will inspire you! These quotes can help you stay motivated, positive and focused in the face adversity. These quotes will help you to get through any situation, whether you are feeling down or need some motivation.
Motivational Odia Quotes on life
ଜୀବନ ଏକ ଯୁଦ୍ଧ ନୁହେଁ, ଏହା ଏକ ପ୍ରବାହ ଅଟେ।
ଆପଣ ଯେଉଁ ସ୍ଥାନରେ ଅଛନ୍ତି, ସେଠାରୁ ଆରମ୍ଭ କରନ୍ତୁ
ସମସ୍ୟା ଏକ ସୁଯୋଗ ଅଟେ ଯାହାକୁ ଆପଣ ବଦଳାଇବା ପାଇଁ ବ୍ୟବହାର କରିପାରିବେ।
ଜୀବନ ଏକ ଚାଲୁଥିବା ପ୍ରକ୍ରିୟା ଅଟେ, ଏବଂ ଆପଣ ଏହାର ସୁଯୋଗ ନେବା ଉଚିତ୍।
ମଣିଷ ଜୀବନ ଦୁଇ ଦିନିଆ ଆସିଚେ ଏକା ଯିବା ଚାରି କାନ୍ଧରେ ବୁହା ହେଇ । ତେଣୁ ଲୁଭ , ମହ ,ମାୟା ଛାଡି ଦୟା କୁ ଆପଣାନ୍ତୁ ।
ନିଜକୁ ବିଶ୍ୱାସ କରନ୍ତୁ ଏବଂ ଆପଣ କରିପାରିବେ।
ବହୁତ ସାରା ଜନ୍ମ ପରେ ମଣିଷ ଜନ୍ମ ମିଳେ ତେଣୁ ନିଜ ଜନ୍ମ କୁ ବ୍ୟର୍ଥ କରନ୍ତୁ ନାହିଁ । କିଛି ମହତ୍ ଉଦ୍ଦେଶ୍ୟ ରେ ଲଗାନ୍ତୁ
ସମସ୍ତେ କୁହନ୍ତି ଯେ ତୁଳସୀ ଗଛ ହେବ ହେଲେ କେବେ ବିଛୁଆତି ଗଛ ହେବ ନାହିଁ । କିନ୍ତୁ ବିଛୁଆତି ଗଛ କୁ ସମସ୍ତେ ଡରନ୍ତି କିନ୍ତୁ ତୁଳସୀ ଗଛ କୁ ପୂଜା କଲା ପରେ ବି ତାର ପତ୍ର ତୂଳୀ ଖାଆନ୍ତି ତା ଡାଳ କାଟି ମାଳ କରନ୍ତି । ଅର୍ଥାତ୍ ତୁଳସୀ ଗଛ କୁ ସମସ୍ତେ ନଷ୍ଟ କରନ୍ତି । ଜିବନରେ କେବେ ଏତେ ବି ଭଲ କାମ କରନି ଯେ ସମସ୍ତେ ତମକୁ ନଷ୍ଟ କରିବାରେ ଲାଗି ଯିବେ ।
ନିଜ ଉପରେ କେବେ ଦୟା କରନି । ଯଦି ତମ ପାଖରେ ଦୁଇଟି ବିକଳ୍ପ ଅଛି ତେବେ ସବୁ ବେଳେ କଷ୍ଟ କାମ ଟିକୁ ବାଛ। ତେବେ ଯାଇ ଜିବନରେ କିଛି କରି ପାରିବ ।
ତମ life ରେ ତମେ ଯାହା ବି କର । ସବୁ ବେଳେ ମା , ବାପା ଙ୍କ ଅଶ୍ରିବାଦ ନେଇ କର । କିଛି ବେ କାମ ରେ ବିଫଳ ହେବ ନାହିଁ
ଚାଷୀ ଯେତେବେଳେ ଚାଷ କରେ ସେ ତା ସହ ଧାନ ସବୁ କୁ ତା ଘରକୁ ନେଇ ଯାଏ କିନ୍ତୁ ଅଗଡି ସବୁ କୁ ସେ ବିଲ ରେ ରଖି ନିଁଆ ଲଗାଇ ଦିଏ । ଅର୍ଥାତ୍ ଏହାର ଅର୍ଥ ସବୁ ବେଳେ ଧାନ ହେଇ ଚାଷୀ ସହ ଯିବାକୁ ଚେଷ୍ଟା କର ଅଗଡି ହେଇ ଜଳିବାକୁ ନୁହଁ ।
ଗୁରୁଙ୍କୁ ନ ମାନିବା ନର ଗୁରୁ ହିଁ ସାକ୍ଷାତ୍ ଇଶ୍ୱର ।
ସମସ୍ତ ମନୁଷ୍ୟ ର ପ୍ରଥମ ଗୁରୁ ହେଉଛି ମା । କାରଣ ସେ ହିଁ ପ୍ରଥମେ ହାତ ଧରି ଲେଖିବା ଶିଖାଇ ଥାଏ ।
ପଇସା କମାଇବା ବୟସ ରେ ଆରାମ କରନି କି ପଇସା ଉଡାଅ ନି ।
ସପ୍ନ ଦେଖିବା ବହୁତ ଭଲ କଥା । କିନ୍ତୁ ସେ ସପ୍ନ କୁ ନେଇ ଘରେ ବସି ରହିବା କଦାବି ଉଚିତ୍ ନୁହେଁ।
ନିଜର ଭାବନା କୁ ସବୁ ବେଳେ ଉଚ୍ଚ ରେ ରଖ । ତମର ଭାବନା ଯେତେ ଉଚ୍ଚ ରେ ରହିବ ତମେ ସେତେ ଉପରକୁ ଉଠିବ।
ସବୁବେଳେ ମୁଣ୍ଡ ଖଟେଇ ଚାଲ। ଖଟ ମୁଣ୍ଡେଇ ଚାଲନି।
ସବୁ ବେଳେ କମ୍ କଥା ହୁଅ ,ନିଜକୁ ସବୁ ବେଳେ ବ୍ୟସ୍ତ ରଖ , ଅଧିକ ସମୟ ବହି ପଢା ରେ ଦିଅ , କିଛି ସମୟ ବ୍ୟାମ୍ କର ,ମା , ବାପା ଙ୍କୁ ସମ୍ମାନ ଦିଅ ତେବେ ଯାଇ ଉତ୍ତମ ନାଗରିକ ଟେ ହେଇ ପାରିବ ।
ଗୋଟିଏ 🖊️ କଲମ ର ସବୁ ବେଳେ ନିମ୍ନ ଭାଗ ଟି କାର୍ଯ୍ୟ କରେ ଅର୍ଥାତ୍ ଲେଖା ଲେଖି କରେ କିନ୍ତୁ ସବୁ କାଯ୍ୟ ସରିଲା ପରେ କଲମ ର ଉପରି ଭାଗ ଟି ଆସି ତା ଉପରେ ବସି ଯାଏ ଅର୍ଥାତ୍ କଲମ ଟି କେପ୍ ଦ୍ଵାରା ବନ୍ଦ ହେଇ ଯାଏ । ଏବେ କଥା ହେଉଛି ଯେ ଯଦି ଗୋଟିଏ କଲମ ରେ କେପ୍ ନ ଥିବ ତେବେ ତାହାକୁ କେହି ପସନ୍ଦ କରନ୍ତି ନାହିଁ । ସବୁ ବେଳେ କାଯ୍ୟ କରେ ✒️ ନିମ୍ନ ଭାଗ କିନ୍ତୁ କେପ୍ ନ ଥିଲେ କଲମ ର କିଛି ମୂଲ୍ୟ ନାହିଁ । ସେହି ପରି ଆମେ ଆମର ବେକ ତଳକୁ ଥିବ ଶରୀର ରୁ ଯେତିକି ପଇସା କମାଇବା ତା ଠାରୁ ବହୁତ ବେଶୀ ଆମେ ମୁଣ୍ଡ ଖଟାଇ ପାଇବା। ଆଉ ପଇସା ପାଖରେ ରହିଲେ ସମସ୍ତଙ୍କର ପ୍ରିୟ ମଧ୍ୟ ହେଇ ପାରିବା । ବୁଝି ପାରିଲେ ତ ।।
ସବୁ ବେଳେ ଯିଏ ତମକୁ ଭଲ ପାଉଛି ତମେ ତାକୁ ଭଲ ପାଉ କିନ୍ତୁ ତମେ ଯାହାକୁ ଭଲ ପାଉଛ ତାକୁ ଭଲ ପାଉନି ।
ଜିବନରେ କିଛି ହେବା ନିଜ ପାଖରେ ଥିବା ଯେ କୌଣସି ମନ୍ଦ ଅଭ୍ୟାସ୍ କୁ ଆଜି ହିଁ ଛାଡି ଦିଅନ୍ତୁ ।
ଯେ କୌଣସି ମନ୍ଦ ଅଭ୍ୟାସ କୁ ଛାଡ଼ିବା ପାଇଁ 21 ଦିନର ଚେଲେଞ୍ଜ ନିଶ୍ଚିତ କରନ୍ତୁ । 21 ଦିନ ଯାଏ ସେ ଜିନିଷ ଠାରୁ ଦୂରରେ ରୁହନ୍ତୁ । 21 ଦିନ ପରେ ସେ ମନ୍ଦ ଅଭ୍ୟାସ ଛାଡି ଯିବା ।