Get the Smruti Eka Rupa Janha Lyrics to the popular Odia song “Smruti Eka Rupa Janha” by Mohammed Aziz. This song is about the power of memories, both good and bad. It explores how memories can be a source of both joy and sorrow, but that they are all important parts of who we are.
Song: Smruti Eka Rupa Janha
Movie Name: Chaka Bhaunri by Mohammed Aziz
Album Chaka Bhaunri, was released in the year 1985
Lyrics: Ashok Kumar Das
Smruti Eka Rupa Janha Lyrics Odia
ସାଥିରେ…..ସାଥିରେ…..
ଯାଏ ଦିନ.. ରହେ ଚିହ୍ନ..
ହୁଁ ହୁଁ ହୁଁ ହୁଁ….. ହୁଁ ହୁଁ ହୁଁହୁଁ …
ସ୍ମୃତି ଏକ ରୁପା ଜହ୍ନ..
ସ୍ମୃତି ଏକ ରୁପା ଜହ୍ନ…
ଘର ତାର ନୁହେଁ
ସୁନିଳ ଆକାଶ
ଘର ତାର ଏଇ ଆମ ମନ….
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ…
ମୋ ମନ ସାଥେ ଚିହ୍ନା
ତୋରି ମୋନ
ସୁନା ଝରା ସେଇ ଆମ
ପୁରୁଣା ଦିନ
ମୋ ମନ ସାଥେ ଚିହ୍ନା
ତୋରି ମୋନ
ସୁନା ଝରା ସେଇ ଆମ
ପୁରୁଣା ଦିନ
ଝଡ଼ ଯଦି ଆସେ କେବେ…
ସାଥେ ଥିବ ସଦା ତେବେ
ଏ କଥା ତ ରହିଛି ପଣ….
ସାକ୍ଷୀ ସେଇ ପିଲା ଦିନ..
ସାକ୍ଷୀ ସେଇ ପିଲା ଦିନ….
ଘର ତାର ନୁହେଁ ଏଇ ଯେ ଦୁନିଆ
ଘର ତାର ଏଇ ଆମ ମନ…
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ…
ମୁଁ ଯେବେ ଖୁଜି ଖୁଜି
ଡାକିବି ତୋତେ
କଥା ଥିଲା ଆସି ଧରା
ଦେବୁ ଯେ ମୋତେ
ମୁଁ ଯେବେ ଖୁଜି ଖୁଜି
ଡାକିବି ତୋତେ
କଥା ଥିଲା ଆସି ଧରା
ଦେବୁ ଯେ ମୋତେ
ବନ୍ଧନ ଦୁନିଆର…
କରିବାକୁ ଦିନେ ଦୂର…..
ଥିଲା ପରା ଦିନେ ତୋ ରାଣ…
କାହିଁ ସେଇ ପିଲା ଦିନ…
କାହିଁ ସେଇ ପିଲା ଦିନ…
ଭାଙ୍ଗି ରିତି ନିତି
ଆ ଫେରି ସାଥି
ତୋ ଘର ତୋ ଏଇ ମୋର ମନ…
ସ୍ମୃତି ଏକ ରୁପା ଜହ୍ନ…
ସ୍ମୃତି ଏକ ରୁପା ଜହ୍ନ…
ସ୍ମୃତି ଏକ ରୁପା ଜହ୍ନ …
ସ୍ମୃତି ଏକ ରୁପା ଜହ୍ନ …..
Recent Odia Lyrics
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics