Oye ଶୁଣ…?
ମୁଁ ତୋ Life 🧬କୁ
ଯାଇଥିଲି ବୋଲି ତୋତେ
ବହୁତ କଷ୍ଟ ଦେଉ ଥିଲିନା
Ok ଠିକ୍ ଅଛି ମୁଁ
ଭଗବାନ ଙ୍କୁ ଏତିକି
ପ୍ରାର୍ଥନା କରୁଛି କି
ତୁ ତୋ Life 🧬ରେ ନା
ଖୁସି ରେ ରୁହ
ଆଉ ଶୁଣ Thank you
So much
କାହିଁକି ନା ମୋ Life 🧬
ରେ ଅଧିକ ଭଲପାଇବା
ଆଣି ଦେଇଥିବାରୁ
ଯାହା ବି କିଛି ଥିଲା ନା
ସବୁ କିଛି ମୁଁ ହରେଇ ସାରିଛି
ସମସ୍ତଙ୍କର ଭଲ ଚିନ୍ତା କରି କରି
ମୁଁ ନିଜେ ଆଜି ଖରାପ ହେଇଯାଇଛି
ତୋତେ ନେଇକି
ମୁଁ ବହୁତ ଆଗ ଯାଏଁ
ସ୍ବପ୍ନ ଦେଖିଥିଲି
ହେଲେ ଭୁଲି ଯାଇଥିଲି ଯେ
ସ୍ବପ୍ନଟା
ସବୁବେଳେ ସ୍ବପ୍ନ
ସେଇଟା କେବେ
ସତ ହୁଏନି ବୋଲି 🥺
ପ୍ରେମ କର
🌺❤️🌺
ଆଉ ସାରା
ଜୀବନ
କର🤔🥀
ହେଲେ କାହା
ଉପରେ
🤔🌿😔
ଆଶା ରଖିନି 😘 କାରଣ
କଷ୍ଟ ପ୍ରେମ ଦେଇନଥାଏ 😭🥀
କଷ୍ଟ କେବଳ 🤔 ଆଶା😘 ହିଁ ଦେଇଥାଏ
ରାଗିବା ଆଗରୁ ମୁଁ ମନେଇ ନେବି..ଋଷିବା ଆଗରୁ ମୁଁ ହସେଇ ଦେବି..କଥା ଥରେ ଦେଇ ଦେଲେ
ପାଖେ ପାଖେ ରହିଯିବି
ନା ମେହେନ୍ଦି ରେ ନା ଅଳତା ରେ ନା କଜଳ ରେ ନା କୁକୁମ ରେ ଆ ଦେଖିବୁ ଆ…ରକତେ ଲେଖିଛି ନାଁ…
ମୁଁ ଜାଣିଛି ତମକୁ😭ଆଉ Call 🤙ନା Message କିଛି କରି ପାରିବିନି ସେ ଅଧିକାର ତ ମୋର ଆଉ ନାହିଁ ହେଲେ ତମକୁ ଖାଲି ଟିକେ ଯାହା ମନେ ପକେଇବି
ଏ ଗର୍ବ ଏ ଅହଂକାର କଣ ପାଇଁ ମୋ ଭାଇ ଗୋଟେ ରାତି ଏମିତି ବି ଆସିବ ତା ପରେ ଆଉ କେବେବି ସକାଳ ହବନି କେବେବି ନାଇଁ