Mana ta emiti eka Song Lyrics from the film Balunga Toka, a sensational duet by Babul Supriyo and Pamela Jain. With music composed by Abhijit Majundar and heartfelt lyrics by Nirmal Nayak, this song is a standout in the Sudhakara Basanta directed movie, starring Anubhav Mohanty and Barsa.
SONG MANA TA EMITI EKA
SINGER – BABUL SUPRIYO , PAMELA JAIN
MUSIC – ABHIJIT MAJUNDAR
CAST – ANUBHAV MOHANTY , BARSA
GENERE -ODIA SONG
Mana ta emiti eka Song Lyrics
. . . . . . music . . . . .
ହୋ ହୋ ଆହା ହା ହା ଲା ଲା
ଲା….
. . . . . . music . . . . .
ମନ ତୋ ଏମିତି ଏକ ପାଗଳ
ଦିୱାନା..
ଭଲ ପାଇପାରେ ହେଲେ
କହି ସେ ପାରେନା..
ଆଜି ବି ମୁଁ ହାଏ ,ତାକୁ
ଭଲ ପାଏ
ଆଜି ବି ମୁଁ ହାଏ ,ତାକୁ
ଭଲ ପାଏ
ମନ ଯେ କଲା ଚୁନା….
ଭଲ ପାଇବାର… ଇଏ କି ପାଉଣା
ଇଏ କି ପାଉଣା
ଓହୋ ଆହା ହା ହା ଲା ଲା
ଲା….
ଏ ହେ ଆହା ହା ହା ଲା ଲା
ଲା…
– – – – Music – – – – –
ଯଉଁ ଦିନ ବୁଝିବ ସେ ମୋ
ପ୍ରେମର ମୂଲ..
ଚିହ୍ନିବ ସେ କିଏ କଣ୍ଟା,
ଆଉ କିଏ ଫୁଲ
. . . . . . music . . . . . .
ମୋ ପ୍ରେମର ଗଭୀରତା
କାହୁଁ ସେ ଜାଣିବ..
ନଦୀ କେବେ ସାଗରକୁ
ମାପିକି ପାରିବ
ଭୁଲ ଠିକଣାରେ ଛିଠି ହଜି
ପାରେ
ଭୁଲ ଠିକଣାରେ ଛିଠି ହଜି
ପାରେ
ଲିଭେନା ସେଥିରୁ ନାଁ….
ଫେରିବ ସେ ଦିନେ….
ଖୁଜି ମୋ ଠିକଣା
ଖୁଜି ମୋ ଠିକଣା
. . . . . . music . . . . . .
ହେ ହେ ହେ…ଆହା ହା ହା…
ଲା ଲା ଲା…
ଲା ଲା ଲା ଲା ଲା…
ବୁଝିବାକୁ ମୋର ଟିକେ
ରହିଗଲା ବାକି..
ଆଖି କୁ ଭରଷା କରି
ଗଲି ମୋ ଯେ ଠକି
. . . . . . music . . . . . .
ଓଃହ ଭଲ ହେଲା ତ୍ରୁଟି ଗଲା
ମୋର ସବୁ ଭ୍ରମ
ତା ଆଖି ର ଛଲନାକୁ
ଭାବିଥିଲି ପ୍ରେମ
ଚାଲୁଛି ମୁଁ ପାଦେ,
ଫେରୁଛି ଦି ପାଦ
ମାନୁନି ମନ ଜମା….
ଆଶା ଅଛି କାଳେ,ଡାକିବ
ସେ ମୋ ନାଁ..
ଡାକିବ ସେ ମୋ ନାଁ..
ଭଲ ପାଇବାର… ଇଏ କି ପାଉଣା
ଇଏ କି ପାଉଣା
. . . . . . music . . . . . .
ଓହୋ ଆହା ହା ହା ଲା ଲା ଲା
ଲା….
ଏ ହେ ଆହା ହା ହା ଲା ଲା
ଲା…
Recent Odia Lyrics Blog Post
Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia