Odia Life Quote in Odia | Free Download

Odia Life Quote

Odia Life Quote in Odia | Free Download

Facebook
WhatsApp
Telegram

Odia Life Quote : I’m not sure why, but for some reason I find quotes by motivational speakers to be unbelievable. I can’t say I’ve ever seen a motivational speaker in action so I guess it’s just an assumption on my part that they are all full of it. However, this is not the case with this one.

ଜୀବନର ସବୁ କ୍ଷଣ
ଏକ ଶିକ୍ଷା ସଦୃଶ l

ଫୁଲ ଭଳି ନିଜ ମନକୁ
ପରିଷ୍କାର ରଖ l

ଜୀବନରେ ଧର୍ଯ୍ୟ ହିଁ
ସବୁଠୁ ବଡ ମିତ୍ର
ଧର୍ଯ୍ୟ କୁ ମନରେ ରହିବାକୁ ଦିଅ l

ନିଜକୁ କମଜୋର ଭାବିବା
ସବୁଠୁ ବଡ ପାପ ଅଟେ l

ଯେମିତି ସୂର୍ଯ୍ୟ ସମସ୍ତଙ୍କୁ ସମାନ
ସେମିତି ଅନ୍ୟ ମାନଙ୍କୁ ସମାନ
ନଜରରେ ଦେଖେ l

ଯାହା ଭାଗ୍ୟରେ ଅଛି ତାହା ମିଳିବ l
ଭରସା ଯଦି ନିଜ ଉପରେ ଅଛି
ଭଗବାନ ସେୟା ଦେବେ ଯାହା
ତୁମେ ଚାହିଁବ l

ବ୍ୟକ୍ତି ସବୁବେଳେ ନିଜର କର୍ମରୁ ମହାନ ହୋଏ
ଜନ୍ମରୁ ନୁହେଁ l

ଯେତେ ବଡ ସଂଘର୍ଷ ହେବ
ବିଜୟ ସେତିକି ଅଦ୍ଭୁତ ହେବ l

ନିଜ ଜୀବନର ଲକ୍ଷ୍ୟ
ନିଜେ ତିଆରି କର l

ନିଜକୁ ସମୁଦ୍ର ଭଳି କର
ମନଭିତରେ ଗଭୀର
ଦୟା ଭରି ରଖ l

“ନିଜ ଠାରୁ ବଡ ବନ୍ଧୁ
ସଂସାରରେ କେହି ନାହିଁ “

ନିଜ ମନ ଏକ ଲଗାମ ଛଡା
ଘୋଡା ସଦୃଶ ହୋଇଥାଏ
ନିଜ ମନକୁ ଲଗାମ ଦେବା ଶିଖ l

ନିଜକୁ ବଡ ଦେଖାଇ ଅନ୍ୟକୁ
ଛୋଟ ଦେଖାଉଥିବା ଲୋକ
ଜୀବନରେ କେବେ ମଧ୍ୟ
ଅଗ୍ରଗତି କରିପାରିବ ନାହିଁ
ଜୀବନ ଦି ଦିନର

ଜୀବନରେ ଗୋଟିଏ ନିୟମ
ମନେ ରଖ ସିଧା କୁହ, ସତ୍ୟ
କୁହ ଓ ମୁହଁରେ କୁହ, ଯିଏ
ନିଜର ଅଟନ୍ତି ସେମାନେ
ବୁଝିଯିବେ ଓ ଯିଏ କେବଳ
ନାମକୁ ଥାନ୍ତି, ସେମାନେ ଦୂରେଇ
ଯିବେ l

ଯିଏ ପକ୍ଷୀ ଭଳି ଦାନା
ପାଣି ଖାଇ ଫୁର କିନା
ଉଡ଼ିଯାଏ ତାଙ୍କ ସହ ବନ୍ଧୁତା
କରନ୍ତୁ ନାହିଁ, ବନ୍ଧୁତା ସେହି
ମାନଙ୍କ ସହ ରଖନ୍ତୁ
ଯେଉଁମାନେ ପାଣି ଓ ମାଛ
ଭଳି ଉଭୟ ଭୟଙ୍କର ସୁଖ
ଦୁଃଖରେ ସାଥି ହୋଇ
ରୁହନ୍ତି!!

ଛଳନା କରି କାହା
ବିଶ୍ୱାସ ଜିତିବା ଅପେକ୍ଷା,
ସତ କହି ଦୂରେଇ
ଯିବା ବହୁତ ଭଲ l

“” ବିଶ୍ୱାସ “”
ବିଶ୍ୱାସ ଏମିତି ଗୋଟିଏ ଛୋଟ ଶବ୍ଦ
ପଢିବାକୁ ଗୋଟିଏ ମିନିଟ ଲାଗେ
ଭାବିବାକୁ କିଛି ସମୟ ଲାଗେ
ବୁଝେଇବାକୁ କିଛିଦିନ ଲାଗେ
କିନ୍ତୁ
ନିଭାଇବାକୁ ସାରାଜୀବନ ଲାଗେ l

ଯିଏ ତମକୁ ଭୁଲ ବୁଝୁଛି l ଭୁଲ ବୁଝିବାକୁ ଦିଅ l ଯିଏ ତମକୁ ଘୃଣା କରୁଛି l ଘୃଣା କରିବାକୁ ଦିଅ l ଯିଏ ତୁମକୁ ନିନ୍ଦା କରୁଛି l ନିନ୍ଦା କରିବାକୁ
ଦିଅ l କାରଣ ଏ ଦୁନିଆରେ
କେହି କାହାକୁ ଜାଣିପାରନ୍ତି ନାହିଁ l
କି କେହି କାହାକୁ ବୁଝିପାରନ୍ତି ନାହିଁ l ଭଗବାନ ପରି ଲୋକ ଏ ସଂସାରରେ ଘୃଣା, ନିନ୍ଦା, ସନ୍ଦେହ, ଅପମାନ, ସବୁ ସହିଥିଲେ l ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ l କିନ୍ତୁ ଚାଲିଯାଇଥିବ ସମୟ ବହୁତ କିଛି ଶିକ୍ଷା ଦେଇଥାଏ l
କିନ୍ତୁ ସେ ସମୟ ଆଉ ଫେରିନଥାଏ l

କିଛି ଲୋକ ଆମକୁ ଜୀବନରେ
ଏମିତି ମୋଡରେ ଛିଡା କରିଦିଅନ୍ତି
ନା ଆଗକୁ ଯାଇହୋଏ ନା ପଛକୁ ଫେରିହୋଏ l

ଶରୀର ସୁନ୍ଦର ଥାଉ କି
ନ ଥାଉ କିନ୍ତୁ କହୁଥିବା
ଶବ୍ଦ ଗୁଡିକ ସୁନ୍ଦର ହେବା
ନିହାତି ଦରକାର କାହିଁକି
ନା ଲୋକ ଚେହେରା ଭୁଲି
ଯାଆନ୍ତି କିନ୍ତୁ କହିଥିବା
କେଇପଦ କଥା ମନ
ଭିତରେ ବସା ବାନ୍ଧି
ରହିଯାଏ l

ଏକ ମଜବୁତ ବନ୍ଧୁତା ପାଇଁ
ପ୍ରତିଦିନ କଥାବାର୍ତ୍ତା କିମ୍ବା ଏକାଠି
ରହିବାର ଆବଶ୍ୟକତା ନାହିଁ l
ଯେପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ
ଜୀବନ୍ତ ରହିବ,
ପ୍ରକୃତ ବନ୍ଧୁ କେବେ ବି ଅଲଗା
ହେବେ ନାହିଁ l

ଉଲଗ୍ନ ଶରୀର ଢାଙ୍କିବା ପାଇଁ କେହି
ଟଙ୍କାଟିଏ ଖର୍ଚ୍ଚ କରନ୍ତିନି
କିନ୍ତୁ
ଉଲଗ୍ନ ଶରୀର ଦେଖିବା ପାଇଁ ଲୋକେ
ହଜାର ହଜାର ଟଙ୍କା ଉଡେଇ ଦିଅନ୍ତି l

ଯେତେବେଳେ ଦୁଃଖସବୁ ସୀମା
ଲଙ୍ଘିଯାଏ,
ସେତେବେଳେ ମଣିଷ କାନ୍ଦେନି ଚୁପ
ହୋଇଯାଏ

ପୃଥିବୀର ସବୁଠାରୁ ଭୟଙ୍କର ପ୍ରାଣୀ ହେଲା
ମଣିଷ
ଏମାନେ ନିଜର ସ୍ୱାର୍ଥ ପାଇଁ କିଛି ବି
କରିପାରେ

Odia Life Quote Image Download

Story in Odia Click Here Jobalert360.com

Odia Life Quote, Odia Life Quote, Odia Life Quote, Odia Life Quote, Odia Life Quote, Odia Life Quote, Odia Life Quote

Leave a Comment

You cannot copy content of this page