In the rich tapestry of Odia music, “Sunara Sahare Rupa Torana lyrics” shines as a gem, captivating hearts with its enchanting melody and evocative lyrics. This blog post takes you on a lyrical journey, unraveling the beauty and meaning behind this timeless Odia composition
Sunara Sahare Rupa Torana Lyrics
ପୁଅ:- ହେ ହେ ହେ ହେ..
ଲା ଲା ଲା…
ଝିଅ:- ହାଁ ହାଁ ହାଁ ହାଁ ହାଁ….
ପୁଅ:- ସୁନାର ସହରେ ରୁପା ତୂରଣ
ପିନ୍ଧିଦେ ଆଜିଠୁ ନାଲି କଙ୍କଣ ଲୋ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ…
ଝିଅ:- ଫୁଲ କୁ ମିଳିଛି ଲକ୍ଷେ ଫଗୁଣ
ଭସେଇ ଦବୁନି ଡାକି ଶ୍ରାବଣ ରେ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ…
ପୁଅ:- ରୂପର ପସରା ଧରି
ଡାକିନେଲା ହାତ ଠାରି
ସରଗର ପରୀ ଟିଏ ବାଟ ଭୁଲେଇ
ଝିଅ:- ହାଁ ହାଁ ହାଁ
ପୁଅ:- ଆ ହା…ହାଁ ହାଁ
ଝିଅ:- ମୋନର ମହଲ ମୋର
କେଉଁ ଏଜ ଯାଯାବର
ପୀରତି ର ଫୁଲ ଦେଇ
ନେଲା ମୁଲେଇ
ପୁଅ:- ଜୀବନ ଆକାଶେ ମେଘ ମେଳଣ
ସାଯିବୁ ମୋ ପାଇଁ ସୁନା କିରଣ ଲୋ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ ….
ଝିଅ:- ନଈ କୁ ସାଗର କଲା ବରଣ
ଯିବୁନି ଚାଲି ତୁ ଛାଡ଼ି ମୁହାଣରେ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ…
ଶିକାରୀ କୁ ବାଟ ଛାଡି
ମହୁ ମାଛି ଗଲା ଉଡି
ମମତା ର ମହୁ ଫେଣା
ଗଲା ନିଗିଡ଼ି
ପୁଅ:- ହେ ହେ ହେ
ଝିଅ:- ହାଁ ହାଁ ହାଁ
ପୁଅ:- ଦେହରୁ ପାଖୁଡା କାଢ଼ି
ଫୁଲ ଦେଲା ବାସଛାଡ଼ି
ନିରୀହ ସେ ଭଅଁର ଟା
ଗଲା ବିଗିଡି
ଝିଅ:- ଆସୁ ରେ ବତାସ
ଆସୁ ମରଣ
ଚାଲିବା ଏକାଠି
ଆମେ ଦି ଜଣ ରେ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ…
ଝିଅ:- ତୋ ହାତେ ବସୁ ଲୋ
ମୋ ଘରେ ମାଣ
ସକାଳୁ ପଢ଼ିବୁ ଲାଷ୍ମୀ ପୁରାଣ ଲୋ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ…
ପୁଅ:- ହେ ହେ ହେ…..ଆ
ହା ହା ହା
ହାଁ ହାଁ ହାଁ….ହାଁ ହାଁ
ହୋ ହୋ ହୋ….ଲା ଲା ଲା
ଝିଅ:- ଆ ହାଁ ହାଁ ହାଁ…. ହାଁ
Recent Odia Lyrics Blog Post
Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia