50+ Best Odia Nitibani | Free Share

Odia Nitibani

50+ Best Odia Nitibani | Free Share

Facebook
WhatsApp
Telegram

Looking for Odia Nitibani to read online that won’t take up too much of your time? Check out our latest blog post – Odia Nithibani online. This post contains 25 short nitibani that are sure to captivate and entertain you. Whether you’re a reader who likes to relax with a good quotes or someone who loves to learn new things, these short Nitibani are perfect for you!

Odia Nitibani – ଓଡ଼ିଆ ନୀତିବାଣୀ

ସିଂହ ଏବଂ ହରିଣ ରେସରେ ବହୁତ ସମୟରେ
ହରିଣ ଜିତେ, କାରଣ ସିଂହ ଦୌଡେ ଖାଦ୍ୟ ପାଇଁ
ଏବଂ ହରିଣ ଦୌଡେ ଜୀବନ ପାଇଁ – ଉଦ୍ଦେଶ୍ୟ
ଆବଶ୍ୟକତା ଠାରୁ ଅଧିକ ଜରୁରୀ

ମଣିଷ କୁହେ
ମନ୍ଦିର କୁ ଭଙ୍ଗା ଜିନିଷ
ନିଅନ୍ତି ନାହିଁ
ହେଲେ ମଣିଷ ନିଜେ ଭାଙ୍ଗି
ମନ୍ଦିର କୁ କାହିଁ ଯାଏ l

ମଣିଷ ମାତ୍ରକେ ମନରେ ଲୋଭ
ରହିବା ସ୍ୱାଭାବିକ କଥା l
କିନ୍ତୁ ଅଧିକ ଲୋଭଗ୍ରସ୍ତ ହେବା
ଆଦୌ ଠିକ ନୁହେଁ l
କାରଣ ପବନ ପାଇଁ ଜୀବ ଜଗତ
ତିଷ୍ଟି ପାରିଛି,
କିନ୍ତୁ କେହି ପବନ ଯଦି ପ୍ରଖର ହୁଏ,
ତାହେଲେ ଝଡ ମାଡି ଆସେ l

ଜୀବନରେ କେବେ କାହାକୁ ଅଦରକାରୀ ଭାବ ନାହିଁ !
କାରଣ ବନ୍ଦ ପଡ଼ି
ରହି ଥିବା ଘଣ୍ଟା ବି ଦିନରେ
ଦୁଇଥର ଠିକ ସମୟରେ
ଦେଇଥାଏ…

ଜୀବନ ପାପ ପୁଣ୍ୟ ବାଣୀ
ମରଣ କାଳେ ତାହା ଜାଣି l

ନିରବତା ଏବଂ ଧର୍ଯ୍ୟ ଠାରୁ
କୌଣସି ଗୁଣ ନାହିଁ ll
ନୀରବତା ଦ୍ୱାରା ସମସ୍ତ
ପରିସ୍ଥିତିକୁ ସାମ୍ନା କରାଯାଇ ପାରେ
ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ
ପାରି କରାଯାଇ ପାରେ…..

ଜନ୍ମରୁ କେହି କାହାର ଶତ୍ରୁ
ବା ମିତ୍ର ନୁହେଁ, ବ୍ୟବହାରରେ
ଶତ୍ରୁତା ଓ ମିତ୍ରତା ସୃଷ୍ଟି
ହେଇଥାଏ l

ଜୀବନରେ କେବେହେଲେ କାହାରିକୁ
ଦୋଷ ଦେବା ଉଚିତ ନୁହେଁ l
” କାରଣ ଭଲ ଲୋକ ମାନଙ୍କ
ଠାରୁ ଆମକୁ ଖୁସି ମିଳିଥାଏ,
ଖରାପ ଲୋକ ମାନଙ୍କ ଠାରୁ
କିଛି ଶିଖିବାକୁ ମିଳିଥାଏ l “

ଆମ ଜୀବନରେ କୌଣସି
ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଜେ
ନେବା ଉଚିତ, କାରଣ ମନରେ
ଅବଶୋଷ ନ ରହୁ , ଯାହା
ପରେ ନିଜକୁ କଷ୍ଟ ଦେବ…

ସବୁବେଳେ ଲୁଣ ପରି ହେବାକୁ
ଚେଷ୍ଟା କରନ୍ତୁ, ଯେପରି
କେହି ବି ଆପଣଙ୍କ ଉପସ୍ଥିତି
ଜାଣି ପାରିବେ ନାହିଁ,
କିନ୍ତୁ ଆପଣଙ୍କ ଅନୁପସ୍ଥିତିକୁ
ସବୁ କାର୍ଯ୍ୟରେ ଅନୁଭବ
କରି ପାରବେ l

ଚିନ୍ତନ ଉତ୍ତମ ହେବା ଦରକାର
କାରଣ
ଦୃଷ୍ଟିର ଚିକିତ୍ସା ସମ୍ଭବ
ଦୃଷ୍ଟିକୋଣର ନୁହେଁ l

ମହୁମାଛି ଅନେକ ପରିଶ୍ରମ କରି
ମହୁ ସଂଗ୍ରହ କରେ l
କିନ୍ତୁ ଲୋକେ ଆସି ଫେଣାଭାଙ୍ଗି
ମହୁ ନେଇଯାନ୍ତି l
ଭୋଗ ନକରି ବା ଦାନ ନଦେଇ
ବହୁ କଷ୍ଟରେ ଧନ ସଂଚୟ କଲେ
ଠିକ ଏହିପରି ଅବସ୍ଥା ଘଟେ l

ମୂର୍ଖ ସର୍ବଦା ନିଜ ଘରେ ହିଁ ପୂଜା ପାଏ l
ଗାଁ ର ମୁଖିଆ ଗାଁ ରେ l
କିନ୍ତୁ ଯିଏ ବିଦ୍ୱାନ / ବୁଦ୍ଧିମାନ ସେ
ସବୁଠାରେ ପୂଜା ପାଇଥାଏ ll

ଯାହା ସହଜରେ ମିଳିଥାଏ,
ତାହା ସବୁଦିନ ରହିନଥାଏ,
ଆଉ ଯାହା ସହଜରେ ମିଳିନଥାଏ,
ତାହା ସବୁଦିନ ରହିଥାଏ l

ଅସମ୍ଭବ ଶବ୍ଦର ପ୍ରୟୋଗ
କେବଳ ଭୀରୁ ମାନେ କରିଥାନ୍ତି, ସାହସୀ ଏବଂ ବୁଦ୍ଧିମାନଲୋକମାନେ
ନିଜର ରାସ୍ତା ନିଜେ ତିଆରି କରନ୍ତି !

ଖରାପ ସମୟ ଜୀବନ
ସାରା ରହେନା କିନ୍ତୁ
ଖରାପ ସମୟରେ ଯଦି
କେହି ଖରାପ
ବ୍ୟବହାର କରନ୍ତି
ତାହା ହିଁ ମନେ ରହେ
ସାରା ଜୀବନ !!

ସଫଳତା ପାଇବାକୁ ହେଲେ
ସବୁବେଳେ ଏକା ଆଗକୁ
ବଢିବାକୁ ହୁଏ,
ସଫଳ ହେଲା ପରେ
ଲୋକେ ଆପେ ଆପେ ତୁମ ପଛରେ ଆସିବେ l

ଯିଏ ଚାଲିଯାଇଛି ସେ ପୁଣିଥରେ
ଫେରି ଆସିନଥାଏ l
କିନ୍ତୁ ଜୀବନର emiti ଏକ ମୋଡରେ ସେ
ନିଶ୍ଚୟ ତୁମକୁ ଖୋଜିବ ଯେତେବେଳେ
ତୁମେ ତା ପାଖରେ ନ ଥିବ l

ଦୁନିଆରେ ସବୁ ଜିନିଷ ଟଙ୍କାରେ
କିଣାଯାଇପାରେ
କିନ୍ତୁ ସମ୍ପର୍କ କେବଳ ଦୁଇପଦ
ମିଠା କଥା ଓ
ଭଲପାଇବା ଦେଇ କିଣିହୁଏ……

ମୂର୍ଖ ଲୋକଙ୍କ ପାଇଁ
ସମାଜ ନଷ୍ଟ ହୁଏନା
ସମାଜ ନଷ୍ଟ
ହୁଏ ଶିକ୍ଷିତ ଲୋକଙ୍କ ମୂର୍ଖ
ସ୍ଵଭାଵ ପାଇଁ !

ସମ୍ପର୍କର ମୃତ୍ୟୁ ନାହିଁ
ମଣିଷର ସ୍ଵଭାଵ,
ବ୍ୟବହାର, ଅହଂକାର
ଏହାକୁ ମାରିଦିଏ

“”” ସମୟ ଓ ସମ୍ପର୍କ

ଯେବେ ସମୟ ଓ ସମ୍ପର୍କ ମିଶି

ମଣିଷକୁ ଧୋକା ଦିଅନ୍ତି,

ମଣିଷ କେବଳ ବାହାରୁ ନୁହଁ

ଭିତରୁ ବି ଭାଙ୍ଗିଯାଏ “””””

ନୀରବତା ଏବଂ ଧର୍ଯ୍ୟ ଠାରୁ
ବଡ କୌଣସି ଗୁଣ ନାହିଁ l
ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ
ସାମ୍ନା କରାଯାଇପାରେ
ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ
ବିପଦକୁ ପାରି କରାଯାଇପାରେ l

ଭୁଲ କୁ ଭୁଲିଯାଅ କିନ୍ତୁ ସେ ଭୁଲ
ଯେଉଁ ଶିକ୍ଷା ଦେଇଯାଇଛି ତାକୁ
କେବେ ଭୁଲନାହିଁ l

ସର୍ବଦା ନନେରଖନ୍ତୁ ଯେ
ଏକ ଖରାପ କାର୍ଯ୍ୟ
ଆପଣଙ୍କ ମନରେ
ଭାର ସଦୃଶ ହୋଇଥାଏ l

ହସିବାର କାରଣ ଖୋଜନାହିଁ
ଜୀବନ ଏପରି ବିତିଯିବ….
ବେଳେବେଳେ ବିନା କାରଣରେ ମଧ୍ୟ ହସି ଦେଖ
ତୁମ ସହିତ ଜୀବନ ମଧ୍ୟ ହସିବ l

ଦୁନିଆରେ ଏମିତି ବି କିଛି
ଲୋକ ଅଛନ୍ତି……
ଯିଏ କି ସମ୍ପର୍କ କୁ ଛାଡି ଦେବେ
ହେଲେ ନିଜର ସ୍ୱଭାବ ନୁହେଁ l

ତୁମର ଯୋଗ୍ୟତା
ବେଶ ପୋଷାକରୁ ନୁହେଁ l
ତୁମ ବିଚାର ଧାରା ରେ
ଥିବା ଆବଶ୍ୟକ ତେବେ
ଦୁନିଆ ତୁମକୁ କେବଳ
Like ନୁହେଁ follow ବି କରିବ l

“କେବଳ ଓ କେବଳ ମୁଁ ହିଁ ଠିକ “
ଏହି ଗୋଟିଏ
ଭ୍ରମ ବହୁତ ଗୁଡିଏ ସମ୍ପର୍କ ଭାଙ୍ଗିଦିଏ…..

ସଫଳ ହେବା ପାଇଁ,,
ଆମେ ପ୍ରଥମେ ବିଶ୍ୱାସ
କରିବା ଉଚ୍ଚିତ ଯେ
ଆମେ କରିପାରିବ l

ଆଜି ଯାଏ ଯାହା ଉପରେ
ଦୁନିଆ ହସେ
ସେଇମାନେ ହିଁ
ଇତିହାସ ତିଆରି କରନ୍ତି l

jobalert360.com

Love Shayari in Hindi English, Odia Nitibani, Odia Nitibani, Odia Nitibani, Odia Nitibani, Odia Nitibani, Odia Nitibani, Odia Nitibani,

Leave a Comment

You cannot copy content of this page