Best 25 Maa Shayari Odia

Maa Shayari Odia

Best 25 Maa Shayari Odia

Facebook
WhatsApp
Telegram

Maa Shayari Odia : For writing Maa Shayari, one should have an open-mind. One can also keep a notebook with them and write down such beautiful lines that make us emotional. Such lines are inspirational, moving, and they make us cry while reading them. All the best!

Shayari is a beautiful way to express your feelings. And with so many amazing and different varieties, it can be hard to pick a favorite. Here are some of our favorites:

Shayari on the beauty of your family? Tell us in the comments below! We will be happy to share them!

Maa Shayari Odia

ମାଆ ବୋଲି ଏଇ ଗୋଟିଏ ଅକ୍ଷର
ଦୁନିଆରେ ସବୁଠୁ ମଧୁର ।
ପଣତ କାନିରେ ଘୋଡେ଼ଇ ଦେଲେ
ଛୋଟ ଲାଗେ ଏଇ ସଂସାର ।

ଯାହା ପଣତରେ ମୁଣ୍ଡ ଗୁଞ୍ଜି ଦେଲେ
ବିପଦକୁ ନାହିଁ ଡର,
କୋଳରେ ଯାହାର, ମୁଣ୍ଡ ରଖି ଦେଲେ
ଦୁଃଖ ହୋଇଯାଏ ଦୂର।
ହାତ ଟିକେ ମୁଣ୍ଡେ ଥାପି ଦେଲେ ସିଏ
ହାରେ ନାହିଁ ତା ସନ୍ତାନ ।

ସକାଳ ପହରୁ ରାତି ହେବାଯାଏଁ
ଆମରି ସେବାରେ ଥାଏ;
ରୋଗ,ବଇରାଗ ପାଠପଢ଼ା କଥା
ସବୁବେଳେ ବୁଝୁଥାଏ,
ଅତି ଆପଣାର ମାଆ ଟି ମୋର
ତା ପରି ହେବରେ କିଏ ।

ମୁଁ ଅନ୍ୟ କୌଣସି
ସ୍ବର୍ଗ ବିଷୟରେ ଜାଣି ନାହିଁ
କାରଣ ମୁଁ ମୋ ମା’ ର ପାଦତଳେ
ମୋର ସ୍ବର୍ଗ ବୋଲି ଜାଣେ।

ମା ଠାରୁ କୌଣସି ଛୋଟ ଶବ୍ଦ ନାହିଁ
କି ମା ଠାରୁ କିଛି ବଡ଼ ଅର୍ଥ ବି ନାହିଁ

ଯା ପାଇଁ ମୁଁ ଦୁନିଆ ଦେଖିଲି
ଯାହା ହାତ ଧରି ଚାଲିବା ଶିଖିଲି
ଝୁଣ୍ଟିକି ବି ଉଠିବା ଶିଖିଲି
ସେ ମୋ ମାଆ ଆଉ କେହି ନୁହେଁ….!!!

ପୁଅ ଝିଅର ଫରକ ନ ରଖି
ସନ୍ତାନକୁ ଜନ୍ମ ଦିଏ
ସୁଖ ଦୁଃଖରେ ସମଭାଗୀ ହୋଇ ପିଲାକୁ କୋଳେଇ ନିଏ ଅନାବିଳ ଶ୍ରଦ୍ଧା ବାତ୍ସଲ୍ୟ ପ୍ରେମର
ମୂର୍ତ୍ତି ମନ୍ତ ରୂପଟିଏ
ଯେତେ କହିଲେ ବି ଉଣା ହୋଇଯିବ
ଆମ ପୂଜନୀୟା ସିଏ।

ଏଇ ଦୁନିଆରେ ବିନା
ସ୍ବାର୍ଥରେ ଯଦି କିଏ ଭଲ
ପାଉଛି ତାହାଲେ କେବଳ
ଜଣେ ହିଁ ସେହି ମା’।

କେବେ ପୁରା ରାତି ଚେଇଁକି ମତେ
ତୋ କୋଳରେ ଶୁଆଇଛୁ,
ତ କେବେ ପୁଣି ବାପା ଙ୍କ ଗାଳିରୁ ମତେ ତୁ ହିଁ ତ ବଞ୍ଚେଇଛୁ ମା’..🙏

“ମା” ଠାରୁ କୌଣସି ବଡ଼ ଶବ୍ଦ ନାହିଁ
କି ମା ଠାରୁ କିଛି ବଡ଼ ଅର୍ଥ ନାହିଁ
ଏହି ଦୁନିଆରେ ଯଦି କିଏ ଭଲ ପାଇଥାଏ
ସେ ହେଉଛି ‘ମା’..😍

ଶୀତୁଆ ରାତିରେ ରାତି ବାଆରେ
କାମସାରି ଯେବେ ଘରକୁ ଫେରେ
ଆତ୍ମିୟ ସୂଜନ ନିଘୋଡ଼ ନିଦରେ
ସତେ ଅବା କେହି ନାହାନ୍ତି ଘରେ
ଢିବି ଜାଳି ଦେଇ କୁଳୁକୁଳୁ କରି
ଏକା ଚାହିଁଥାଏ ମା” ଟି ମୋର
ଦେଖୁ ଦେଖୁ ଉଠିଆସି ମୋତେ କହେ
ହେଇ ଆସିଲାଣି ଧନ ମୋର।

ଯିଏ ନିଜ ଆୟୁଷ କୁ ବାଜି ଲଗେଇ
ବାତ୍ସଲ୍ୟ ର ଗଙ୍ଗାଧାର ଦେଇ
ଭିନ୍ନ ଅଗଣାରେ ଫୁଟେଇ ପାରେ
ବଂଶ ଲତିକା
ଯିଏ ନିଜ ସନ୍ତାନ ପାଇଁ
ଦଧିଚି ସାଜି ସମର୍ପି ଦିଏ
ନିଜ ତମାମ ଜୀବନ
ସାର ସଂସାରରେ ଗୋଟିଏ ତା ନାଁ
ସବୁ ଝଡ ଆଗରେ
ଛାତି ପତେଇ ହୋଇଯାଏ ଠିଆ
ହଁ ସେ ଜଗଦମ୍ବା ,ସେ ମୋ ମାଆ ‘

Rapunzel Story in Odia – Click Here

Thank you for visiting our website for job related search visit here

Maa Shayari Odia, Maa Shayari Odia, Maa Shayari Odia, Maa Shayari Odia

Leave a Comment

You cannot copy content of this page