ନିଦମାଉସୀ ମୋ ଜଗାକୁ ଜର ହେଇଚି! Read the full Odia lyrics of Nida Mausi Lo Nida Mausi Anasara Bhajan. Beautifully sung by Namita Agrawal with music by Prem Anand. Click here for the complete song lyrics and audio links.
ନିନ୍ଦ ମାଉସୀ ଲୋ ନିନ୍ଦ ମାଉସୀ
ମୋ ଜଗାକୁ ଲୋ ଜ୍ୱର ହେଇଛି 🎶
ନିନ୍ଦ ମାଉସୀ ଲୋ ନିନ୍ଦ ମାଉସୀ
ମୋ ଜଗାକୁ ଲୋ ଜ୍ୱର ହେଇଛି 🎶
ଦେ ଶ୍ରୀଅଙ୍ଗ ଆଉ ଶ୍ରୀତାର….
ଶୋଇଗଲେ ଧନ ମୋର ଛାଡି ଯିବ ଜ୍ୱର ତାର…
ଶୋଇଗଲେ ଧନ ମୋର ଛାଡି ଯିବ ଜ୍ୱର ତାର…
ଭକ୍ତ ମେଳେ ମହାସ୍ନାନ କରିଲା…
ହେଲା ଜ୍ୱର ଅଣଶରେ ରହିଲା….
ଭକ୍ତ ମେଳେ ମହାସ୍ନାନ କରିଲା…
ହେଲା ଜ୍ୱର ଅଣଶରେ ରହିଲା….
ସୁଖୀ ଗଲାଣି ଶ୍ରୀମୁଖ ତାର….
ଶୋଇଗଲେ ଧନ ମୋର ଛାଡି ଯିବ ଜ୍ୱର ତାର…
ଧୋରେ ବାୟା ଧୋ..ରେ..ଧୋ..
ଜାଗା ମୋର ଶୋ… ରେ..ଶୋ..
ଧୋରେ ବାୟା ଧୋ..ରେ..ଧୋ..
ଜାଗା ମୋର ଶୋ… ରେ..ଶୋ..
ମୋ ଧନ ପାଇଁ ସବୁ ଖଞ୍ଜା
ପତି ଦିଅ ରୂପେ ପାଏ ପୂଜା..
ଦହି ତା ସାଙ୍ଗକୁ ପତି ମହାପାତ୍ର କରୁଛନ୍ତି ଲୋକ ସେବା…
ମୋ ଧନ ପାଇଁ ସବୁ ଖଞ୍ଜା
ପତି ଦିଅ ରୂପେ ପାଏ ପୂଜା..
ଦହି ତା ସାଙ୍ଗକୁ ପତି ମହାପାତ୍ର କରୁଛନ୍ତି ଲୋକ ସେବା…
ଭୋଗ ଲାଗେ ଲିଆ, ଛତୁ, ପଣସ, ସର, ଛେନା, ଜାଇଫଳ
ପଣା ପିଇ ଯେ ମୁଁ ମଳିନ…
ଶୋଇଗଲେ ଧନ ମୋର ଛାଡି ଯିବ ଜ୍ୱର ତାର…
ଧୋରେ ବାୟା ଧୋ..ରେ..ଧୋ..
ଜାଗା ମୋର ଶୋ… ରେ..ଶୋ..
🎶🎶🎶🎶
ଓଦା ବସ୍ତ୍ର ଫିଟା ନିତି ଆଣି ଦିଆ ଲାଗି ହେଲା ପଞ୍ଚମୀରେ
କୁଲୁରି ତେଲକୁ ଅସୁଆ ମଦକ
ଭଲ ହୁଏ ଧୀରେ….
ଓଦା ବସ୍ତ୍ର ଫିଟା ନିତି ଆଣି ଦିଆ ଲାଗି ହେଲା ପଞ୍ଚମୀରେ
କୁଲୁରି ତେଲକୁ ଅସୁଆ ମଦକ
ଭଲ ହୁଏ ଧୀରେ….
ଦଶମୀରେ ଚକା ବିଜେ କରିବ
ଏକାଦଶୀରେ ଚନ୍ଦନ ଲାଗିବ..
ଚତୁଃଦର୍ଶୀ ରେ କଳାବଦନ….
ଦେବ ନାମ ଭଜନ….
ଦେବ ସେ ଦରଶନ….
ନିନ୍ଦ ମାଉସୀ ଲୋ ନିନ୍ଦ ମାଉସୀ
ମୋ ଜଗାକୁ ଲୋ ଜ୍ୱର ହେଇଛି 🎶
ନିନ୍ଦ ମାଉସୀ ଲୋ ନିନ୍ଦ ମାଉସୀ
ମୋ ଜଗାକୁ ଲୋ ଜ୍ୱର ହେଇଛି 🎶
ଦେ ଶ୍ରୀଅଙ୍ଗ ଆଉ ଶ୍ରୀତାର….
ଶୋଇଗଲେ ଧନ ମୋର ଛାଡି ଯିବ ଜ୍ୱର ତାର…
ଶୋଇଗଲେ ଧନ ମୋର ଛାଡି ଯିବ ଜ୍ୱର ତାର…
ଧୋରେ ବାୟା ଧୋ..ରେ..ଧୋ..
ଜାଗା ମୋର ଶୋ… ରେ..ଶୋ..
……. 🙏……
Song Credits
| Field | Details |
| Song Title | Nida Mausi Mo Jagaku Jara Heichi (Nida Mausi Lo Nida Mausi) |
| Album | Snana Purnima Ru Niladri Bije (Album No: SM-3991) |
| Singer | Namita Agrawal |
| Lyrics | Bijay Malla |
| Music Director | Prem Anand |
| Producer | Sitaram Agrawal & Namita Agrawal |
| Music Label | Sidharth Music |
| Video Director | Santosh Sahoo |
| Editor | Chandan, Balaram |
| Recorded & Mixed At | Sidharth Studio |
Official Audio & Video Links
🎵 Listen to the Full Song Online:
- YouTube Music: Listen on YouTube Music
Sidharth TV Channel Numbers (DTH & Cable)
If you want to watch Sidharth Network programs on your television, here are the channel numbers for various DTH operators: