Gapa Helebi Sata Lyrics

Gapa Helebi Sata Lyrics

Gapa Helebi Sata Lyrics

Facebook
WhatsApp
Telegram

Gapa Helebi Sata Lyrics is a song that has resonated with many Odia listeners. It is a song that speaks to the universal emotions of love, longing, and separation. In this blog post, we will take a closer look at the song’s lyrics and meaning

Odia music is a vibrant and diverse genre, with a rich history dating back centuries. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Gapa Helebi Sata,” by the singer-songwriter Anubhav Mohanty.

The song is a beautiful and romantic ballad about love and longing. The lyrics tell the story of a couple who are deeply in love, but are separated by fate. The singer yearns for his beloved, and dreams of being reunited with her.

Gapa Helebi Sata Lyrics

ପୁଅ:-
କେବେ ମୁଁ ଗାଉଛି କେବେ ତୁ ଶୁଣୁଛୁ
କେବେ ତୁ ଗାଉଛୁ କେବେ ମୁଁ ଶୁଣୁଛି
ସେଇ ଗୋଟିଏ ଗୀତ

ଏ ପ୍ରେମ.. ଏ ପ୍ରେମ..ଏ ପ୍ରେମ…
ଗପ ହେଲେ ବି ସତ
ହଁ ଗପ ହେଲେ ବି ସତ

ଝିଅ:-
କେବେ ମୁଁ ଲେଖୁଛି କେବେ ତୋ ପଢ଼ୁଛୁ
କେବେ ତୁ ଲେଖୁଛୁ କେବେ ମୁଁ ପଢୁଛି
ସେଇ ଗୋଟିଏ ଗପ

ଏ ପ୍ରେମ..ଏ ପ୍ରେମ… ଏ ପ୍ରେମ…
ଗପ ହେଲେ ବି ସତ
ହଁ ଗପ ହେଲେ ବି ସତ

ପୁଅ:-
ଗପ ହେଲେ ବି ସତ
ଗପ ହେଲେ ବି ସତ

ପ୍ରେମ ଚଡେଇର ଦୁଇଟି ଡେଣାରେ
ତୋ ନାଁ ମୋ ନାଁ ଲେଖା….
ମୋ ନାଁ ଲେଖା…

ଝିଅ:-
ସେଥିପାଇଁ ବୁଧେ ଯେଉଁ ବାଟେ ଗଲେ
ତୋ ସାଥେ ହେଉଛି ଦେଖା…ହଉଛି ଦେଖା

ପୁଅ:-
କେବେ ମୁଁ ଚାଲୁଛି କେବେ ତୁ ଖୁଣ୍ଟୁଛୁ
କେବେ ତୁ ଚାଲୁଛି କେବେ ମୁଁ ଖୁଣ୍ଟୁଛୁ
ହେଲେ ସରୁନି ବାଟ

ଏ ପ୍ରେମ..ଏ ପ୍ରେମ… ଏ ପ୍ରେମ…
ଗପ ହେଲେ ବି ସତ

ଝିଅ:- ଗପ ହେଲେ ବି ସତ
ପୁଅ/ଝିଅ:- ଗପ ହେଲେ ବି ସତ
ପୁଅ/ଝିଅ:- ଗପ ହେଲେ ବି ସତ

ଝିଅ:-
ହଜାରେ ଜନମ ଆଗରୁ ଏ ପ୍ରେମ
ଆମର ଏମିତି ଥିଲା… ଏମିତି ଥିଲା

ପୁଅ:-
ସେଥିପାଇଁ ବୁଧେ ତୋ ମନ ମୋ ମନ
ପୁଣି ଏକାଠି ହେଲା ଏକାଠି ହେଲା

ଝିଅ:-
କେବେ ମୁ ଭାବୁଛି କେବେ ତୁ ଭାବୁଛୁ
କେବେ ତୁ ଡାକୁଛୁ କେବେ ମୁଁ ଡାକୁଛି
ଆ ଧରିନେ ହାତ…

ଏ ପ୍ରେମ.. ଏ ପ୍ରେମ..ଏ ପ୍ରେମ…
ଗପ ହେଲେ ବି ସତ
ହଁ ଗପ ହେଲେ ବି ସତ

ପୁଅ:- ଗପ ହେଲେ ବି ସତ
ଝିଅ:- ଗପ ହେଲେ ବି ସତ
ପୁଅ:-ଗପ ହେଲେ ବି ସତ
ଝିଅ:- ଗପ ହେଲେ ବି ସତ

Conclusion

“Gapa Helebi Sata” is a timeless Odia song that has captured the hearts of listeners of all ages. It is a song about the power of love, even in the face of separation. The song’s lyrics are beautifully written and evocative, and the melody is haunting and unforgettable.

If you are a fan of Odia music, or simply appreciate good music in general, I highly recommend checking out “Gapa Helebi Sata.” It is a truly special song that will stay with you long after you listen to it.

Gapa Helebi Sata Lyrics Download

Odia Calendar 2024

Leave a Comment

From Most Popular Categories

You cannot copy content of this page