Rakhi Quote in Odia “Raksha Bandhanis not a mere token of love. It is a symbol of strong and eternal bond between two people.”
“Raksha Bandhan is not just a gift, but a bond. A reminder of the love we share, no matter where we are in life.”
Rakhi Quote in Odia
ସାରା ଦୁନିଆରେ ସବୁଠାରୁ ଅଲଗା – ଭାଇ ଭଉଣୀ ସମ୍ପର୍କ ହୋଇଥାଏ
ଆଉ ସେ ସମ୍ପର୍କ ଗଙ୍ଗା ଭଳି ପବିତ୍ର – ଆଉ ବିଶ୍ଵାସର ପ୍ରତୀକ ହୋଇଥାଏ
ରାକ୍ଷୀ ର ପର୍ବ ଆସିଛି – ଚାରିଆଡେ ଖୁସିର ଲହରୀ ଖେଳୁଛି
ଭଉଣୀର ଭାଇ ପ୍ରତି ଭଲପାଇବା – ଗୋଟିଏ ରେଶମ ଡ଼ୋରୀରେ ବନ୍ଧା ହୋଇଛି
ସ୍ନେହର ସୂତାରେ – ମମତାର ଡର
ହାତରେ ଆଜି ମୁଁ – ବାନ୍ଧିଛି ରାକ୍ଷୀ
ଚକ ଆଖି ତତେ – ଏତିକି ମାଗୁଛି
ମୋ ଭଉଣୀ କୁ କରିବୁ ନାହିଁ – କେବେ ଦୁଃଖୀ
ବଞ୍ଚିଥିବା ଯାଏ – କଥା ମୁଁ ଦେଉଛି
କେବେ କାନ୍ଧିବ – ନାହିଁ ତୋର ଆଖି
ସବୁବେଳେ ସେ – ଖୁସିରେ ରହିବ
ଏ ରାକ୍ଷୀ ରହିଗଲା – ଆଜି ସାକ୍ଷୀ
ତୁ ଯଦି ମାଗିବୁ ମତେ – ସରାଗ ରୁ ଚାନ୍ଦ
ତୋ ପାଇଁ ମୁଁ ଆକାଶରେ – ରଖିବି ପାଦ
ହସ ଟିକେ ଦେଖିବାକୁ – ମୁହଁ ରେ ତୋର
ପହରିବି ତେର ନାଇଁ – ସାତ ସାଗର
ମୋ ସୁନା ଭଉଣୀ – ମୁହଁ ତୁ ସୁଖାନି
ମୋ ଜୀବନ ହସେ – ପରା ତୋ ହସରେ
ପତଳା ସୂତାର ମଜବୁତ – ଡୋରି ହେଇଛି ରାକ୍ଷୀ
ଭାଇ ଭଉଣୀଙ୍କ ମିଠା ଚଗଲାମୀର – ପ୍ରତୀକ ହେଉଛି ରାକ୍ଷୀ
ଭାଇର ଅଧିକ ଆୟୁଷ ପାଇଁ
ଭଉଣୀର ପ୍ରାଥନା ହେଉଛି ରାକ୍ଷୀ
ଭଉଣୀର ପବିତ୍ର ଭଲପାଇବାର
ସାକ୍ଷୀ ହେଉଛି ରାକ୍ଷୀ
ଲଢ଼ିବା , ଝଗଡା କରିବା ,ମନେଇବା
ଏହା ଭାଇ ଭଉଣୀଙ୍କ – ଭଲପାଇବା ହୋଇଥାଏ
ଅଧିକ ବଢ଼େଇ ଦେଇଥାଏ – ଆଉ ଏହି ରାକ୍ଷୀରେ ପର୍ବ ସେ ଭଲପାଇବାକୁ
ସେ ସମୟ ବହୁତ – ଖାସ ହୋଇଥାଏ
ଯେବେ ଭଉଣୀ ହାତରେ – ଭାଇର ହାତ ରହିଥାଏ
ମୋ ଭଉଣୀ ତୋ ପାଇଁ – ମୋ ପାଖରେ କିଛି ଖାସ ଅଛି
ତୋ ଖୁସି ପାଇଁ ତୋ ଭାଇ – ସବୁବେଳେ ତୋ ସାଥିରେ ଅଛି
ସୁତା ନୁହେଁ ଏତ ଅମୁଲ୍ୟ ରତନ
ଭାଇ ଭଉଣୀଙ୍କ ଏତ ପବିତ୍ର ବନ୍ଧନ
ରକ୍ଷା କରିବାର ପ୍ରତିଶୁତି ଦିଏ
ଉପହାର ଦେଇ ପ୍ରତିଜ୍ଞା ଲିଭାଏ
ଲୋହ ଟୁପେ ଝରିଗଲେ ତୋ ଆଖିରେ
ଅଦିନରେ ମେଘ ଝରେ ମୋ ଛାତିରେ
ମୋ ସୁନା ଭଉଣୀ ଡରି ତୁ ଯିବୁନି
ଭାଇ ତୋର ଛାଇ ଭଳି ଅଛି ପାଖରେ
ମୁଁ ଥିଲେ ଦୁଃଖ ତତେ ଛୁଇବ ନାହିଁ
ତୋ ବାଟରେ ଖୁସି ଯେତେ ଦେବୀ ବିଛେଇ
ଆସୁ ଯେତେ ବାଧା ଆସୁ ଅନ୍ଧାର ରାତି
ତୋ ପାଇଁ ଝଡ ଆଗେ ପାଟିବି ଛାତି
ମୋ ସୁନା ଭଉଣୀ ହରି ତୁ ଯିବୁ ନି
ଜିତିବୁ ତୁ ନାଚି ନୂଆ ଛନ୍ଦରେ
Thank you for visiting our website