Read the captivating Odia story “The Farmer and the Wolf” (ଚାଷୀ ଓ ଓଡ଼ିଆ କହାଣୀ). Explore this classic tale of wisdom and life lessons, perfect for children and adults alike.
The Farmer and the Wolf – Odia Story – କୃଷକ ଓ ଗଧିଆ
ଫରାସୀ ଦେଶରେ ଆଈ ଯେଉଁ ବିସ୍ତାର ପଡ଼ିଆଟି ଅଛି ,ବହୁବର୍ଷ ପୂର୍ବେ ସେଠାରେ ବଡ ଜଙ୍ଗଲ ଥିଲା I ସେହି ଜଙ୍ଗଲଟି ପୋଡି ଯିବାର କାରଣ ଆଞ୍ଚଳିକ ଲୋକମାନେ ଅପାଇଁ ଦର୍ଶାଉଛନ୍ତି I ଜଙ୍ଗଲ ପାଖରେ ଜଣେ ଗରିବ କୃଷକ ନିଜ ପତ୍ନୀ ସହ ବାସ କରୁଥିଲା I
ଦିନେ ସେହି କୃଷକ ଦୁଇଟି ରୁଟି କଣି ଜଙ୍ଗଲ ମଝିରେ ଆସୁଥିବା ସମୟରେ ଏକ ବଡ ଗଧିଆ ତାକୁ ଆକ୍ରମଣ କରିବାକୁ ଚେଷ୍ଟାକଲା I ତା କଳ ପାଟିର ଦାନ୍ତ ଗୁଡିକ ବଡ ଭୟଙ୍କର ଥିଲା I ଗଧିଆ କୁ ଦେଖି କୃଷକ ଭୟରେ ଥରି ଉଠିଲା I ଧାଇଁ ପଳାଇବାକୁ ଉପାୟ ନଥିଲା କି ଗଧିଆ କୁ ମାରିବା ମଧ୍ୟ ସମ୍ଭବ ନଥିଲା I
ଏହି ସମୟରେ ତା ମନରେ ଏକ ବିଚାର ଆସିଲା I ସେ ଗଧିଆ କୁ କହିଲା -“ଆରେ ଗଧିଆ ,ତତେ ନିଶ୍ଚୟ ଭୁକ ହେଉଥିବ I ଏ ରୁଟି ଖଣ୍ଡଟି ଖାଇ ଦେ I ” ଏପରି କହି ଖଣ୍ଡେ ରୁଟି ତା ଆଗରେ ପକାଇ ଦେଲା I ଗଧିଆ ଟି ଶ୍ରଦ୍ଧାରେ ରୁଟି ଖାଇଲା I ସୁଯୋଗ ପାଇଁ କୃଷକ ଆଗକୁ ବଢ଼ିଲା I
ଅଳ୍ପ ଦୂର ଯିବା ପରେ ଦେଖିଲା ଯେ ଗଧିଆ ଟି ତା ପଛରେ ଆସୁଛି I “ଗଧିଆ ତୁ ବଡ ଭଲ,” କହି ଖଣ୍ଡେ ରୁଟି ତା ଆଗରେ ପକାଇ ଧାଇଁବାକୁ ଲାଗିଲା I ମାତ୍ର ଗଧିଆ ତା ପିଛା ଛାଡିଲା ନାହିଁ I କୃଷକ ଖଣ୍ଡେ ଖଣ୍ଡେ ରୁଟି ପକାଉ ଥାଏ ଓ ଗଧିଆ ଖାଇ ଖାଇ ତା ପଛରେ ଚାଲିଥାଏ I
ଶେଷରେ ସେ ଧାଇଁ ଧାଇଁ ନିଜ ଘର ପାଖରେ ପହଁଚିଲା Iଫରାସୀ ଦେଶରେ ଆଈ ଯେଉଁ ବସ୍ତ୍ର ପଡ଼ିଆଟି ଅଛି ,ବହୁବର୍ଷ ପୂର୍ବେ ସେଠାରେ ବଡ ଜଙ୍ଗଲ ଥିଲା I ସେହି ଜଙ୍ଗଲଟି ପୋଡି ଯିବାର କାରଣ ଆଞ୍ଚଳିକ ଲୋକମାନେ ଅପାଇଁ ଦର୍ଶାଉଛନ୍ତି I ଜଙ୍ଗଲ ପାଖରେ ଜଣେ ଗରିବ କୃଷକ ନିଜ ପତ୍ନୀ ସହ ବାସ କରୁଥିଲା I
ଦିନେ ସେହି କୃଷକ ଦୁଇଟି ରୁଟି କଣି ଜଙ୍ଗଲ ମଝିରେ ଆସୁଥିବା ସମୟରେ ଏକ ବଡ ଗଧିଆ ତାକୁ ଆକ୍ରମଣ କରିବାକୁ ଚେଷ୍ଟାକଲା I ତା କଳ ପାଟିର ଦାନ୍ତ ଗୁଡିକ ବଡ ଭୟଙ୍କର ଥିଲା I ଗଧିଆ କୁ ଦେଖି କୃଷକ ଭୟରେ ଥରି ଉଠିଲା I ଧାଇଁ ପଳାଇବାକୁ ଉପାୟ ନଥିଲା କି ଗଧିଆ କୁ ମାରିବା ମଧ୍ୟ ସମ୍ଭବ ନଥିଲା I
ଏହି ସମୟରେ ତା ମନରେ ଏକ ବିଚାର ଆସିଲା I ସେ ଗଧିଆ କୁ କହିଲା -“ଆରେ ଗଧିଆ ,ତତେ ନିଶ୍ଚୟ ଭୁକ ହେଉଥିବ I ଏ ରୁଟି ଖଣ୍ଡଟି ଖାଇ ଦେ I ” ଏପରି କହି ଖଣ୍ଡେ ରୁଟି ତା ଆଗରେ ପକାଇ ଦେଲା I ଗଧିଆ ଟି ଶ୍ରଦ୍ଧାରେ ରୁଟି ଖାଇଲା I ସୁଯୋଗ ପାଇଁ କୃଷକ ଆଗକୁ ବଢ଼ିଲା I
ଅଳ୍ପ ଦୂର ଯିବା ପରେ ଦେଖିଲା ଯେ ଗଧିଆ ଟି ତା ପଛରେ ଆସୁଛି I “ଗଧିଆ ତୁ ବଡ ଭଲ,” କହି ଖଣ୍ଡେ ରୁଟି ତା ଆଗରେ ପକାଇ ଧାଇଁବାକୁ ଲାଗିଲା I ମାତ୍ର ଗଧିଆ ତା ପିଛା ଛାଡିଲା ନାହିଁ I କୃଷକ ଖଣ୍ଡେ ଖଣ୍ଡେ ରୁଟି ପକାଉ ଥାଏ ଓ ଗଧିଆ ଖାଇ ଖାଇ ତା ପଛରେ ଚାଲିଥାଏ I ଶେଷରେ ସେ ଧାଇଁ ଧାଇଁ ନିଜ ଘର ପାଖରେ ପହଁଚିଲା I ସେତେବେଳେ ତା ହାତରେ କେବଳ ଖଣ୍ଡିଏ ରୁଟି ଥିଲା I ଗଧିଆ ମଧ୍ୟ କୃଷକ ଘର ଆଗରେ ଆସି ବସି ରହିଲା
କୃଷକର ପତ୍ନୀ ପଚାରିଲା –“ରୁଟି କାହିଁ ? ରୁଟି ସହିତ କାଞ୍ଚି ମିଶାଇ ଖାଇବା ପାଇଁ ମୁ ତିଆର କରିଛି I ” ଭୟରେ କୃଷକକୁ ଶ୍ୱାସରୁଦ୍ଧ ହୋଇ ଯାଉଥିଲା I ଏଣୁ ସେ ଦ୍ଵାର ମୁହଁରେ ବସିଥିବା ଗଧିଆ ଆଡକୁ ଆଙ୍ଗୁଠି ଦେଖାଇଲା I “ଆରେ , ଗଧିଆ ! ଏଣୁ ତୁମେ ଧାଇଁ ଚାଲିଛି ? ଯାହାହେଉ ତୁମେ ମଙ୍ଗଳରେପହଂଚିଗଲ I “କୃଷକର ପତ୍ନୀ କହିଲା ” ମୁ ଯେଉଁ ରୁଟି କିଣିଲ , ଗଧିଆ ମୁହଁରେ ଦେଲା I “କୃଷକ ଜଣାଇଲା ” ରୁଟି ଗୁଡିକୁ ଏହି ଗଧିଆ ଖାଇ ଦେଇଛି ? ତୁମେ କବାଟ ବନ୍ଦ କରିଦିଅ I ନହେଲେ ସେ ତୁମକୁ ଓ ମତେ ଖାଇଦେବ I “କୃଷକର ପତ୍ନୀ କହିଲା I
କୃଷକର ହାତରେ ଥିବା ରୁଟି ଖଣ୍ଡଟି ଗଧିଆ ମୁହଁରେ ଦେଇ କହିଲା –“ଗଧିଆ ,ଏ ଖଣ୍ଡଟି ମଧ୍ୟ ଖାଇ ଦେ I ” ତା ପରେ ସେହି ଉପାୟରେ କୃଷକ ତରବର ହୋଇ କବାଟ ବନ୍ଦ କରିଦେଲା I ଗଧିଆଟି ସେହି ରୁଟି ଖଣ୍ଡଟି ଖାଇ ବହୁତ ସମୟ ସେଠାରେ ବସି ରହିଲା I ଖାଇବା ସମୟରେ କୃଷକ ପତ୍ନୀ ଗଧିଆଟିକୁ ଅଜସ୍ର ଖାଇଦେଲା I
କୃଷକ ଦମ୍ପତିର କଥାବାର୍ତ୍ତା ବନ୍ଦ ହେବ ପରେ ଗଧିଆ ମଧ୍ୟ ଜଙ୍ଗଲକୁ ଚାଲିଗଲା I ଏହା ପରେ କେତେ ମାସ ବିତିଗଲା I କୃଷକ ଦମ୍ପତି ବଡ ପରିଶ୍ରମ କରି ଅଳ୍ପ ଧାନ ଏକାଠି କଲେ ଓ ଗୋଟିଏ ଉତ୍ତମ ଗାଈ କିଣିବାକୁ ନିଶ୍ଚୟ କଲେ I କୃଷକ ସେହି ଧନ ଚେଇଁ ଜଙ୍ଗଲ ବାଟରେ ହାଟ କୁ ଗଲା I ସେ ହାଟସାରା
ବୁଲିବୁଲି ଅଳ୍ପ ଧନରେ କମ ବୟସୟରେ ଗୋଟିଏ ଗାଈ କିଣିବାକୁ ଠିକ କଲେ I ଏ ସମୟରେ ଜଣେ ଦୁର୍ବଳ ଲମ୍ବା ଲୋକ ତା ପାଖକୁ ଆସିଲା I ସେ କୃଷକକୁ ପଚାରିଲା –” କଣ ତୁମେ ଗାଈ କିଣିବାକୁ ଚାହୁଁଚ ?” “ଆଜ୍ଞା , ହଁ କିନ୍ତୁ ବଢିଆ ଗାଈ କିଣିବା ପାଇଁ ମୋ ପାଖରେ ବେଶୀ ଧନ ନାହିଁ I କୃଷକ ଉତ୍ତର ଦେଲା I
ମୋ ଘରେ ବହୁତ ଗାଈ ଅଛନ୍ତି I ସେଥିମଧ୍ୟରୁ ବୋଧହୁଏ ତୁମକୁ ଗୋଟିଏ ପସନ୍ଦ ଆସିପାରେ I ” ସେ ଭଦ୍ରବ୍ୟକ୍ତି କହିଲେ I ଦିହେଁ ଏକ ସୁନ୍ଦର ଘରେ ପହଞ୍ଚିଲେ I ସେହି ଘର ପଛପଟେ ଗାଈ ସକାଶେ ଏକ ଚାଳ ଘରଟିଏ ଥିଲା I ସେଠାରେ ବହୁତ ଗାଈ ଥିଲା I “ତୁମେ ସବୁଠାରୁ ଭଲ ଗାଈ ଦେଖ I “ସେ ଭଦ୍ରବ୍ୟକ୍ତି କହିଲେ I କୃଷକ ଏହା ଶୁଣି ଆଡ଼ମ୍ବିତ ହେଲା I
ସେ ଭାବିଲା ଯେ ଏପରି ସୁଯୋଗ ବାରମ୍ବାର ଆସେନାହିଁ I ଏଣୁ କୃଷକ ଗୋଟିଏ ବଢିଆ ଗାଈ ଠିଆ କଲା I ତୁମେ ଗୋଟିଏ ବଢିଆ ଗାଈ ଠିକ କଲ I “ତୁମେ ଗୋଟିଏ ବଢିଆ ଗାଈ ଠିକ କଲା I ” ଏହିକଥା କହି ସେ ଭଦ୍ରବ୍ୟକ୍ତି ଗାଈ ବେକରେ ଦଉଡି ବାନ୍ଧି କୃଷକ ହାତରେ ଗାଈଟିକୁ ଧରାଇଲେ I ଏହାପରେ ସେହି ଭଦ୍ରବ୍ୟକ୍ତି ଏକ ଡବା ବାହାର କରି କହିଲେ -“ଏହି ଡ଼ବାଟି ତୁମ ପତ୍ନୀଙ୍କୁ ମୋ ତରଫରୁ ଉପହାର ଦେବ I
ଏଥିରେ କଣ ଅଛି ଆଉ କିଏ ନଦେଖି କେବଳ ତୁମ ପତ୍ନୀ ଏକାନ୍ତରେ ଦେଖିବାକୁ ହେବ I ବୁଝିଲ I ” କୃଷକ ଆଶ୍ଚର୍ଯ୍ୟ ହୋଇ ଡ଼ବାଟି ଧରି ପଚାରିଲା -“ଆପଣଙ୍କର ଆମ ପ୍ରତି କାହିଁକି ଏପରି ଦୟା ?” ଭଦ୍ରବ୍ୟକ୍ତି ହସିଦେଇ କହିଲେ -“ତୁମେ ଦିନେ ଦୟାବହ ଦୁଇଟି ରୁଟି ଦେଇଥିଲ ନା ? ମୁଁ ସେହି ଗଧିଆ ମୁଁ ଭଲ ଲୋକଙ୍କ ପାଖରେ
ଭଲ ଓ ଖରାପଙ୍କ ପାଖରେ ଖରାପ I ଏବେ ତୁମେ ଯାଅ ,ଭଗବାନ ତୁମର ମଙ୍ଗଳ କରନ୍ତୁ I ” ଏହିକଥା ଶୁଣି କୃଷକ ଵିସ୍ମିତ ତଥା ଆନନ୍ଦିତ ହେଲା I ତା ପରେ ଗାଈଟିକୁ ଧରି ସେ ସେହି ଦେଇ ଘରକୁ ଚାଲିଗଲା I ବସ୍ତାରେ କୃଷକ ମନରେ ଡବI ଭିତରେ କଣ ଅଛି ଜାଣିବା ପାଇଁ ଇଚ୍ଛା ହେଲା I ସେ ଭଦ୍ରବ୍ୟକ୍ତି କହିଲା ତା ପତ୍ନୀକୁ ଏକାନ୍ତରେ ଡବI ଖୋଲିବାକୁ କହିଲା ?
କୃଷକ ଡବIଟିକୁ ଭଲଭାବେ ଓଲଟ-ପାଲଟ କରି ଦେଖିଲା I ତାକୁ ଶୁଙ୍ଘିବIରୁ ମଧ୍ୟ ସେଥିରେ କଣ ଥିବା ପରି ଜଣI ପଡିଲା ନାହିଁ ? କୃଷକ ଭାବିଲା ଯେ ତା ପତ୍ନୀ ଓ ତା ମଧ୍ୟରେ ସେପରି ପ୍ରଭେଦ ନାହିଁ I ଏଣୁ ତା ପତ୍ନୀ ଏଥିରେ ଯାହାଥିବା ତାକୁ ନିଶ୍ଚୟ କହିଦେବ I ଏଣୁ ଘରେ ପହଞ୍ଚିବା ପଯ୍ୟନ୍ତ କାହିଁକି ଅପେକ୍ଷା କରିବା ?ଏପରି ଭାବେ କୃଷକ ଡବା ଭିତରେ ଥିବା ଜିନିଷକୁ ଦେଖିବା ପାଇଁ ନିଶ୍ଚୟ କାଲା I
ସେ ଗାଇଟିକୁ ଚରିବା ପାଇଁ ଛାଡିଦେଲା, ଗୋଟିଏ ଗଛତଳେ ବସି ସାବଧାନରେ ଡବIଟି ଖୋଲିଲା I ହଠାତ ସେହି ଡବIଟି ଫିଙ୍ଗିଦେଲା ସେ ଦୁରକୁ ଚାଲିଗଲା I କାରଣ ଡବI ଭିତରେ ଏକ ଭୟଙ୍କର ଅଗ୍ନି ଶିଖା ଉଠି ଆଖପାଖର ଗଛଡାଳ ସବୁ ପୋଡିଦେଲା I “ବାପ ରେ !ମୋ ପତ୍ନୀ ଜାଶି ଏହି ଡବI ଖୋଲିଥାନ୍ତା , ତାର ମୁହଁ ଓ ଵାଳ ନିଶ୍ଚୟ ପୋଡି ଯାଇଥାନ୍ତା I
ସେଦିନ ରାତିରେ ମୋ ପତ୍ନୀ ଗାଡ଼ିଆକୁ ଗାଳି ଦେଇଥିଲା ,ଏଣୁ ପ୍ରତିଶୋଧ ନେବାପାଇଁ ସେହି ଗଢ଼ିଅଟି ଏପରି ଉପାୟ ଠିକ କରିଥିବା I ” କୃଷକ ନିଜ ମନରେ ବାରମ୍ବାର ଭାବିଲା I ହୁହୁ ହୋଇ ଗଚଗୋଡ଼ିକ ଜଳୁଥିଲା I ଏଣୁ କୃଷକ ନିଜ ଗାଈକୁ ଧରି ଘରକୁ ଚାଲିଗଲା I ସେହି ଅଗ୍ନିଶିଖା ସାରା ଜଙ୍ଗଲକୁ ଜଳାଇ ଦେଲା I ମାନ କୃଷକ ଓ ତା ପତ୍ନୀ ଗାଈ ଯୋଗୁ ବହୁତ ଦିନ ପଯ୍ୟନ୍ତ ସୁଖରେ ରହିଲେ I
Odia Story – Sunsan Rail Station