Adha Lekha Sei Kahani Kahinki Lyrics Language is a powerful tool that enables us to communicate, connect, and express our thoughts, feelings, and stories. In the vast tapestry of languages that adorn our world, each one carries with it a unique cultural and historical significance. Odia, one of the many languages spoken in India, is no exception. It’s a language that is rich in history, culture, and literature, and it has its own unique charm. In this blog post, we will explore the beauty of the Odia language, its unique literary expression, and the significance of a piece of Odia literature, while leaving behind any distractions.
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ମଥାରେ ତୁମର ଆଉ କା ସିନ୍ଦୁର
କହେ ସେ ସିନ୍ଦୁର ତୁମେ ନୁହେଁ ମୋର
ତଥାପି ଏ ମନ ମାନୁନି..
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ମୁଁ ପାରୁନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ଭଲପାଇ ଭୁଲି ଯିବ ବୋଲି
ଥିଲା ମୋତେ ଅଜଣା
ସେଥିପାଇଁ ବଦଳିନି ମୋର
ଲଫାପା ର ଠିକଣା..
ଭଲପାଇ ଭୁଲି ଯିବ ବୋଲି
ଥୁଲା ମୋତେ ଅଜଣା..
ସେଥିପାଇଁ ବଦଳିନି ମୋର
ଲଫାପା ର ଠିକଣା..
ମେଘ ହେଲା ଜହ୍ନ ଢ଼ାଙ୍କୁଣୀ
ଫିକା ପଡିଗଲା ଚାନ୍ଦିନୀ
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି..
ଜହ୍ନ ଦେହେ ଚିହ୍ନ ହୋଇ ପଛେ
ହୋଇ ଯିବି ଅମର..
କହିବିନି କାହାକୁ ମୁଁ କେବେ
ତମେ ପ୍ରିୟା ମୋହର.
ଜହ୍ନ ଦେହେ ଚିହ୍ନ ହୋଇ ପଛେ.
ହୋଇ ଯିବି ଅମର..
କହିବିନି କାହାକୁ ମୁଁ କେବେ
ତମେ ପ୍ରିୟା ମୋହର
ଦେଖା ଯଦି ହୁଏ ସଜନୀ
କହିଦେବି ମୁଁ ଯେ ଜାଣିନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ମଥାରେ ତୁମର ଆଉ କା ସିନ୍ଦୁର
କହେ ସେ ସିନ୍ଦୁର ତୁମେ ନୁହେଁ ମୋର
ତଥାପି ଏ ମନ ମାନୁନି..
As we conclude our exploration of the Odia language and its literary significance, we’re reminded of the immense power of language in shaping our understanding of the world. Odia, like every language, carries the heart and soul of its people, their stories, and their unique way of looking at the world. And the piece of Odia literature we discussed serves as a testament to the enduring power of words, the beauty of storytelling, and the preservation of cultural heritage. Let us continue to celebrate the diversity of languages and the treasure trove of literature they offer, as it is through them that we truly connect with the world around us.
download free pdf Adha Lekha Sei Kahani Kahinki Lyrics