Prathama Dekhare Mana Chori Kala lyrics” is a romantic Odia song from the 2010 movie “Sanju Aau Sanjana”. The song is sung by Kumar Bapi and Tapu Mishra, and the music is composed by Prashant Padhi. The lyrics of the song are written by Arun Mantri
Prathama Dekhare Mana Chori Kala Lyrics in Odia
ଆହାଃ ହା .. ନା ନା ନା..
ଓଃହ ହ ହ..
ଆହାଃ ହା .. ନା ନା ନା ….
– – – Music – – –
ନା ନା ନା ନାନାନା….
ନା ନା ନା ନା…..
ପଥମ ଦେଖାରେ..
ମନ ଚୋରି କଲା….
ଏମିତି ଚେହେରା ଟିଏ….
ଜହ୍ନ ତା ପରି ଲାଗେ
ଟିକେ ଟିକେ
ଜହ୍ନ ତା ପରି ଲାଗେ
ଟିକେ ଟିକେ
ହେଲେ ଜହ୍ନ ପରି
ସିଏ ତନୁହେଁ
ଜହ୍ନ ଠୁ… ଅଧିକ ସିଏ
ଜହ୍ନଠୁ ଅଧିକ ସିଏ
ଏମିତି ମୋ ପ୍ରିୟା ସେ
ନୂଆଁ ଠାରୁ ନୂଆଁ ସେ
ହୃଦୟ କୁ ଜାଳେ ମୋର
ମିଠା ମିଠା ନିଆଁ ସେ
ହଁ.. ରୁପା ନୁହେଁ ସୁନା ସେ
ଟିକେ ଆନ ମନା ସେ
ଲାଗିଗଲା ଜନମରୁ
ଯେମିତି ମୋ ଚିହ୍ନା ସେ
ଫୁଲ ତା ପରି
ବାସେ ଟିକେ ଟିକେ
ଫୁଲ ତା ପରି ବାସେ
ଟିକେ ଟିକେ
ହେଲେ ଫୁଲ ପରି
ସିଏ ତୋ ନୁହେଁ,
ଫୁଲ ଠୁ… ଅଧିକ ସିଏ
ଫୁଲ ଠୁ …ଅଧିକ ସିଏ
ହୀରା ମୋତି ମାଳି ଟେ
କଥା କୁହା ଶାରୀଟେ
ନୂଆ ପ୍ରେମ କବିତାର
ନୁଆଁ ଲେଖା ଧାଡ଼ିଟେ
ହଁ ମରୁଭୂଇଁ ମେଘ ଟେ
ମନ ହଜା ଦିଗଟେ
ସାତ ରଙ୍ଗ ପରେ ସତେ
ସିଏ ନୂଆ ରଙ୍ଗ ଟେ
ପରୀ ତା ପରି ହସେ
ଟିକେ ଟିକେ
ପରୀ ତା ପରି ହସେ
ଟିକେ ଟିକେ
ହେଲେ ପରୀ ଟିଏ
ସିଏ ତୋ ନୁହେଁ
ପରୀ ଠୁ ଅଧିକ ସିଏ
ପରୀ ଠୁ ଅଧିକ ସିଏ..
ଲା ଲା ଲା ହୁଁ ହୁଁ ହୁଁ..
The song is about a man who falls in love with a woman at first sight. He is so captivated by her beauty and grace that he feels like she has stolen his heart. The song is a beautiful and moving expression of love and longing.
Prathama Dekhare Mana Chori Kala Lyrics You tube vedio
Recent Odia Lyrics Blog Post
Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia