Music has an unparalleled ability to evoke emotions, capture moments, and weave dreams through its melodies. In the rich tapestry of Odia music, “To Mo Jibana Dhana To Mo Mitha Sapana” stands out as a lyrical masterpiece. In this blog post, we will explore the essence of these captivating lyrics, delving into the emotions they convey and the cultural significance they hold.
ପୁଅ:-ତୋ ମୋର ଜୀବନ ଧନ
ତୁ ମୋର ମିଠା ସପନ
ହୋ…ତୁ ମୋର ମିଠା ସପନ
ଝିଅ:- ସପନ ଖୋଜେରେ ନିଦକୁ…
ଯେମିତି ମୁଁ ଖୋଜେ ତୁମକୁ
ହୋ…ଯେମିତି ମୁଁ ଖୋଜେ ତୁମକୁ
ହଜିଗଲେ ଖୋଜିଦେବୀ
ଭାଙ୍ଗିଗଲେ ଗଢ଼ିଦେବି
କଳା କଜଳ ପରିକା
ତମ ଆଖୁରେ ମୁଁ ଥୁବି
ତୁମରି ହସରେ ଗଢା
ମୋ ଜୀବନ
ପୁଅ:- ତୁ ମୋର ଜୀବନ ଧନ
ତୁ ମୋରମିଠା ସପନ
ହୋ…ତୁ ମୋର ମିଠା ସପନ
ଝିଅ:- ତୋ ହସରେ ଅଛି କଅଣ କେଜାଣି
କିମିଆ କରିଛି ମୋତେ
ପୁଅ:- ହଟିଯାଏ ସବୁ ଦୁଃଖର ବାଦଲ
ହସିଦେଲେ ତୁ ଥରୁଟେ
ଝିଅ:- ତୋ ହସରେ ଅଛି କଅଣ କେଜାଣି
କିମିଆ କରିଛି ମୋତେ
ପୁଅ:- ହଟିଯାଏ ସବୁ ଦୁଃଖର ବାଦଲ
ହସିଦେଲେ ତୁ ଥରୁଟେ
ନାଚିବି ମୁଁ ଗାଇବି ମୁଁ
ନାଚିବି ମୁଁ ଗାଇବି ମୁଁ
ସେ ମିଠା ଗୀତ
ଝିଅ:-ହଜିଗଲେ ଖୋଜିଦେବୀ
ଭାଙ୍ଗିଗଲେ ଗଢ଼ିଦେବି
କଳା କଜଳ ପରିକା
ତମ ଆଖୁରେ ମୁଁ ଥିବି
ତୁମରି ହସରେ ଗଢା
ମୋଜୀବନ
ପୁଅ:- ତୁ ମୋର ଜୀବନ ଧନ
ତୁ ମୋରମିଠା ସପନ
ହୋ…ତୁ ମୋର ମିଠା ସପନ
ଝିଅ:-ଭୂଲି ତ ପାରୁନି ତୁମ ମିଠା କଥା
ତୁମର ମିଠା ଚାହାଣି
ପୁଅ:- କଥାଦିଅ ଆଜି ଭୁଲିବନି କେବେ
ଆମର ଏଇ କାହାଣୀ
ଝିଅ:- ଭୂଳିତ ପାରୁନି ତୁମ ମିଠା କଥା
ତୁମର ମିଠା ଚାହାଣି
ପୁଅ:- ହ.. କଥାଦିଅ ଆଜି ଭୁଲିବନି କେବେ
ଆମର ଏଇ କାହାଣୀ
ଝିଅ:- ନାଚିବି ମୁଁ ଗାଇବି ମୁଁ
ନାଚିବିମୁଁ ଗାଇବି ମୁଁ
ସେ ମିଠା ଗୀତ
ହଜିଗଲେ ଖୋଜିଦେବୀ
ଭାଙ୍ଗିଗଲେ ଗଢ଼ିଦେବି
କଳା କଜଳ ପରିକା
ତୋମ ଆଖୁରେ ମୁଁ ଥିବି
ତୁମରି ହସରେ ଗଢା
ମୋ ଜୀବନ
ପୁଅ:- ତୁ ମୋର ଜୀବନ ଧନ
ତୁ ମୋର ମିଠା ସପନ
ହୋ… ତୁ ମୋର ମିଠା ସପନ
ଝିଅ:- ସପନ ଖୋଜେରେ ନିଦକୁ…
ଯେମିତି ମୁଁ ଖୋଜେ ତୁମକୁ
ହୋ…ଯେମିତି ମୁଁ ଖୋଜେ ତୁମକୁ
To Mo Jibana Dhana To Mo Mitha Sapana Lyrics – Download PDF