Odisha Mo Odisha lyrics written by Swarup Nayak in Odia language. Get your copy in Odia and download the PDF for a delightful experience of this cultural gem.
ଗୀତ: ଓଡ଼ିଶା ମୋ ଓଡ଼ିଶା
ଭାଷା: ଓଡ଼ିଆ
ଗୀତିକାର: ସ୍ବରୂପ ନାୟକ
ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ
Odisha Mo Odisha Song written by – Swarup Nayak
Odisha Mo Odisha Lyrics
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
କେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
କେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା ॥୧||
ନଈ ବଜାଏ ସାହାନାଇ ଏଠି
ପବନ ବଜାଏ ଢୋଲ
ଝରଣା ବଜାଏ ବୀଣା ଏଠି
ମେଘ ବଜାଏ ମାଦଲ
ଏଇ ପାଣି ମୋ ପାଇ ପାଦୁକ
ଏ ମାଟି ମୋ ଚନ୍ଦନ
ସେଇ ଚନ୍ଦନେ ଲେଖାଅଛି
ଜୀବନ ଚାଳିସା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା …ମୋ ଓଡ଼ିଶା
କେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା ॥୨॥
ଲଙ୍ଗଳ କଥା ବୁଝୁଛି କ୍ଷେତ
କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ
ବୁଝେ ପଖାଳ କଂସା
ସେଇ କଂସାରେ ଢେଉ ଖେଳୁଛି
ସବୁ ଓଡ଼ିଆ ଙ୍କ ଆଶା
ସେଇ ଆଶାରେ ବୁଣେସେ ନିତି
ବାଇ ଚଢ଼େଇ ବଷା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶାକେଡ଼େ ସୁନ୍ଦର ରାଇଜ ମୋର
କେଡ଼େ ମିଠା ମୋ ଭାଷା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା
ଓଡ଼ିଶା… ମୋ ଓଡ଼ିଶା ॥୩॥|
Odisha mo Odisha Lyrics pdf
Odisha Mo Odisha lyrics in authentic Odia script. Get your free PDF copy for an immersive cultural experience. Dive into the heart of Odisha’s rich heritage.”
Odisha mo Odisha Lyrics pdf – Download Editable Word File
Odisha Mo Odisha lyrics download
Odisha Mo Odisha lyrics meaning