Odia music is a vibrant and diverse genre, with a rich history dating back centuries. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Sapane Lagila Sata Ranga,” by the singer-songwriter Sambalpuri Brahman.
The song is a beautiful and upbeat ballad about love and hope. The lyrics tell the story of a young man who is dreaming of his future with the woman he loves. He imagines a life full of happiness and prosperity, where they will be together forever.
“Sapane Lagila Sata Ranga” is a song that has resonated with many Odia listeners. It is a song that speaks to the universal emotions of love, hope, and dreams. In this blog post, we will take a closer look at the song’s lyrics and meaning.
ଝିଅ:-
ସପନେ ଲାଗିଲା
ସାତ ରଙ୍ଗର ମେଲନ
ମନ ରେ ବାନ୍ଧିଲୁ ହୀରା ମୋତି ର ତୋରଣ
ସପନେ ଲାଗିଲା
ସାତ ରଙ୍ଗର ମେଲନ
ମନ ରେ ବାନ୍ଧିଲୁ ହୀରା ମୋତି ର ତୋରଣ
ପୁଅ:-
ଆରେ ଆରେ ଦେଖିବୁ ଆରେ
ଖୁସି ମୋର ଛଗୁଣ
ଝିଅ:-
ମୋତେ ଆଣିଦେଲୁ ଲକ୍ଷେ ଫଗୁଣ
ମୋତେ ଆଣିଦେଲୁ ଲକ୍ଷେ ଫଗୁଣ
ମୋତେ ଆଣିଦେଲୁ ଲକ୍ଷେ ଫଗୁଣ
ହାଏ ଲକ୍ଷେ ଫଗୁଣ
ପୁଅ:-
ଗପ… ଅଧାରେ ଥିଲା ଆଜି ପୂରଣ ହେଲା
ସେଇ ଗପ ପଢୁ ପଢୁ ସତ ଲାଗିଲା
ଝିଅ:-
ଗୀତ… ବେସୁରା ଥିଲା ଆଜି ଲାଗେ ସୁରିଲା
ସେ ଗୀତ ରେ ସାତ ସୁର କିଏ ଭାରିଲା
ପୁଅ:-
ଗଆ ରେ ଗାଆ ରେ ସେ ଗୀତ ଗାଆ ରେ
ପ୍ରିୟା ତୋତେ ମୋ ରାଣ
ଝିଅ:-
ମୋତେ ଆଣିଦେଲୁ ଲକ୍ଷେ ପଗୁଣ
ମୋତେ ଆଣିଦେଲୁ ଲକ୍ଷେ ପଗୁଣ
ମୋତେ ଆଣିଦେଲୁ ଲକ୍ଷେ ପଗୁଣ
ହାଏ ଲକ୍ଷେ ଫଗୁଣ
ଲା ଲା ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା..
ପୁଅ:-
କେବେ… ଜାଣିନଥିଲି ହବ ଏମିତି ବୋଲି
ହଜିଲା ପ୍ରେମକୁ ଫେରି ପାଇବି ବୋଲି
ଝିଅ:-
କେବେ ଭାବି ନଥିଲି ଋତୁ ଫେରିବ ବୁଲି
ପଗୁଣ କୁ ଫୁଲ ପୁଣି ପାଇବ ବୁଲି
ପୁଅ:-
ଥାଆ ରେ ଥାଆ ରେ,
ମୋ ପାଖେ ଥାଆ ରେ, ଜନମ ରୁ ମରଣ
ଝିଅ:- ମୋତେ ଆଣିଦେଲୁ ଲକ୍ଷେ ପଗୁଣ
ପୁଅ:- ମୋତେ ଆଣିଦେଲୁ ଲକ୍ଷେ ପଗୁଣ
ଝିଅ:- ମୋତେ ଆଣିଦେଲୁ ଲକ୍ଷେ ପଗୁଣ
ପୁଅ:- ଲକ୍ଷେ ଫଗୁଣ
ଝିଅ:- ଲା ଲା ଲା ଲା ଲା ଲା ଲା ଲା
ଲା ଲା ଲା ଲା ଲା…
Conclusion
“Sapane Lagila Sata Ranga” is a timeless Odia song that has captured the hearts of listeners of all ages. It is a song about the power of love and the importance of dreaming big. The song’s lyrics are beautifully written and evocative, and the melody is upbeat and inspiring.
If you are a fan of Odia music, or simply appreciate good music in general, I highly recommend checking out “Sapane Lagila Sata Ranga.” It is a truly special song that will stay with you long after you listen to it.
Sapane Lagila Sata Ranga Lyrics – Download