Balika Badhu Lyrics : Balika Badhu is a Odia song from the 2020 film of the same name. The song is sung by Babul Supriyo and composed by Abhijeet Majumdar. The song is a powerful ballad about the plight of young girls who are forced into child marriage.
Balika Badhu Lyrics Odia Language
ହେ ହେ ଆ ହା ହା
ହେ ହେ ଲା ଲା ଲା ଲା
ହୁଁ …ହୁଁ…
ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର
ଚନ୍ଦନ ବିନ୍ଦୁ…
ତୋ କହିଲେ ନିନ୍ଦରେ ତୋର
ସବୁ ରାତି ଝରେଇବି
ପୂର୍ଣ୍ଣମୀ ଇନ୍ଦୁ…
ଭୁଲ ବୁଝିବୁନି ମୋତେ
ପିଲାଟି ଦିନରୁ ତୋତେ
ମନେ ମନେ ଭାବିଛି ମୁଁ….
ବାଳିକା ବଧୂ..
ବାଳିକା ବଧୂ..
ବାଳିକା ବଧୂ…
ଅଝଟିୟା ପିଲା ଦିନ
କିଏ ମାଗେ ତାରା ଜହ୍ନ
କିଏ ମାଗେ କଣ୍ଡେଇ…
ହେଲେ ମୋ ଆଖିରେ
ରହିଛୁ ଏକା ତୁ
ଆଉ କିଛି ମାଗି ନାହିଁ…
ହଁ. . . . . . . .
ଅଝଟିୟା ପିଲା ଦିନ
କିଏ ମାଗେ ତାରା ଜହ୍ନ
କିଏ ମାଗେ କଣ୍ଡେଇ…
ହେଲେ ମୋ ଆଖିରେ
ରହିଛୁ ଏକା ତୁ
ଆଉ କିଛି ମାଗି ନାହିଁ
ଦୁଶ ଦବୁନି ତୋ ମୋତେ
ମୁଁ ବଦଳିନି ସତେ
ମୋ ଆଖିରେ ଏ ଯାଏଁ ତୋ…
ବାଳିକା ବଧୂ..
ବାଳିକା ବଧୂ..
ବାଳିକା ବଧୂ …
ବାଳିକା ବଧୂ….
ଛୁଟ ବେଳେ ଆମ ଘରେ
ଗେଲେ ଗେଲେ କହିଥିଲେ
ବହୂ କରିବେ ତୋତେ
ସେ ମିଛ ଗେଲ ମୋ
ଜୀବବ ସାଜିଛି
ଭୁଲି ପାରୁନି ମୁଁ ସତେ..
କେତେ କରିଛୁଗୋ ମାନ
ଫେରେଇଦେ ମୋ ପିଲା ଦିନ…
ପୁଣି ଥରେ ହେଇଯା ମୋ
ବାଳିକା ବଧୂ..
ବାଳିକା ବଧୂ..
ବାଳିକା ବଧୂ ..
ବାଳିକା ବଧୂ…
ବାଳିକା ବଧୂ …
ବାଳିକା ବଧୂ …
Balika Badhu Lyrics Phonetic
Lyrics
The song “Balika Badhu” is sung by Abhijeet Majumdar. The song is about the plight of young girls who are forced into child marriage. The song is a plea for the end of this harmful practice. Check Balika Badhu Lyrics in Odia YouTube
Recent Odia Lyrics Blog Post
Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia