Delving into the world of music, we bring you the poignant lyrics of the soul-stirring Odia song, “Dukha Sathe Mu Bandhu Bandhili Lyrics” This emotional composition has resonated deeply with audiences, touching hearts with its evocative verses and melodious tune. In this blog post, we present the complete lyrics in Odia language, allowing you to fully immerse yourself in the emotional journey the song portrays.
Dukha Sathe Mu Bandhu Bandhili Lyrics
ପୁଅ:- ଦୁଃଖ ସାଥେ ମୁଁ
ବନ୍ଧୁ ବାନ୍ଧିଲି
ଲୁହ କୁ ମୋର
ନିଜର କଲି
ହ…ଦୁଃଖ ସାଥେ ମୁଁ
ବନ୍ଧୁ ବାନ୍ଧିଲି
ଲୁହ କୁ ମୋର
ନିଜର କଲି
ମୋର ଚଲା ପଥେ
ଫୁଲ ଥାଇ ପାଖେ
କାହିଁ କଣ୍ଟା ମୁଁ ବାଛିନେଲି
ହ…..
ଝିଅ:- ସୁଖ ରେ ଟିକେ ରହିବି ବୁଲି
ତୋତେ କାହିଁ ମୁଁ ଭରସା କଲି
ହସୁ ହସୁ ପୁଣି ମୁଁ କି ଭାବିଥିଲି
ତୋ କନ୍ଦେଇ ଦବୁ ବୋଲ..
ପୁଅ:- ହ…ଦୁଃଖ ସାଥେ ମୁଁ
ବନ୍ଧୁ ବାନ୍ଧିଲି
ଲୁହ କୁ ମୋର
ନିଜର କଲି
ସପନ ଦିନେ ହସେଇ ଥିଲା
ସତ କନ୍ଦେଇ ଦେଲା
ଆଜି ମୋ ପାଇଁ କି
ଭଲ ପାଇବା ଟା
ଅଭିଶାପ ହେଇଗଲା
ଝିଅ:- ହ.. ସବୁ ଦୁଃଖ କୁ ସାଇତି ନେଲି
ମୁଁହ କୁ ତୋର ଚାହିଁ
ସେଇଥି ପାଇଁ ମୋ
ପ୍ରେମ ର ନୌକା
ପାରିଲାନି କୂଳ ଛୁଇଁ
ପାରିଲାନି କୂଳ ଛୁଇଁ
ପୁଅ:- ତୋ ବି ଥିଲୁ , ମୁଁ ବି ଥିଲି
ପାରିଲି ନାହିଁ ଦି ପାଦ ଚାଲି
ସବୁ ଜାଣିଶୁଣି କାହିଁକି କେଜାଣି
ଜିତା ବାଜି ମୁଁ ହାରିଗଲି
ହ…..
ଝିଅ:- ସୁଖ ରେ ଟିକେ ରହିବି ବୁଲି
ତୋତେ କାହିଁ ମୁଁ
ଭରସା କଲି
ହ…..
ବାନ୍ଧିଲି ସିନା ଡୋରି ତୋ ସାଥେ
ସାତ ଜନମ ପାଇଁ
ତୋ ହାତ ଛୁଇଁଲା
ମୋ ମଥାକୁ ହେଲେ
ସିନ୍ଦୁର ଲାଗିଲା ନାହିଁ
ପୁଅ:- ହ… କିଛି ପ୍ରେମ ତୋ ଆରମ୍ଭ ହୁଏ
ସୁନା ର ଭାଗ୍ୟ ନେଇ
କିଛି ପ୍ରେମ ପୁଣି ସୁରୁ ହୁଏ ଏଠି
ନିରବେ ଜଳିବା ପାଇଁ…
ନିରବେ ଜଳିବା ପାଇଁ…
ଝିଅ:- ମୋନେ ରଖିଥା ଏତିକି ଖାଲି
ତୋମର ଆଜି ତୋମର କାଲି
ଯେତେ କନ୍ଦା ପଛେ
ତଥାବି ମୋ ତୋତେ
କେବେ ପାରିବି ନାହିଁ ଭୁଲି..
ହ….
ପୁଅ:- ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି
ଲୁହ କୁ ମୋର
ନିଜର କଲି…
Conclusion:
Dukha Sathe Mu Bandhu Bandhili stands as a testament to the power of music in conveying profound emotions. Through its heartfelt lyrics and soulful composition, it strikes a chord with listeners, resonating with experiences of pain, companionship, and resilience. We hope this presentation of the song’s lyrics in Odia language enhances your appreciation for this musical masterpiece.
Recent Odia Lyrics Blog Post
Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia