Babu I Love You Lyrics

Babu I Love You Lyrics

Babu I Love You Lyrics

Facebook
WhatsApp
Telegram

Delving into the world of Odia music, “Babu I Love You” stands as a testament to the power of music in conveying heartfelt emotions. This song has resonated deeply with audiences, capturing the essence of love and romance in its evocative lyrics and soulful melody. In this blog post, we embark on a journey to explore the poetic beauty and emotional depth of the “Babu I Love You” lyrics.

Here the Babu I Love You Lyrics

ଝିଅ:-
ମାଟି ଅଗଣାରେ ଚାଲୁ ଥୁଲି ରେ ମୁଁ
ଫୁଲ ଝୁଲଣା ରେ ଝୁଲେଇ ଦେଲୁ ତୁ

ପୁଅ:-
ତୁ ଡାକିଲୁ ଆରେ ଆ
ମନ ଟିକେ ଦେଇଯା
ମନ ଦେଲି ମୁଁ …

ଝିଅ:-
ଓ ବାବୁ I love you
ଓ ବାବୁ
ପୁଅ:- l love you
ଝିଅ:- love you

ଝିଅ:-
ମାଟିର କଣ୍ଡେଇ ମୁଁ ତୁନି ହେଇଥିଲି
ତୁ ଦେଖା ହେଲା ପରେ
କଥା ମୁଁ କହିଲି ପଦେ
କଥା ମୁଁ କହିଲି

ପୁଅ:-
ବାଆଁରା ଚଢ଼େଇ ମୁଁ ବସା ଖୋଜୁଥିଲି
ତୋ ମନ ପଞ୍ଜୁରୀରେ ପୋଷା ମାନି ଗଲି
ଆଜି ପୋଷା ମାନି ଗଲି

ଝିଅ:-
ଅଳପ ନିଦରେ ଶୋଇଥଲି ରେ ମୁଁ
ହଜାରେ ସପନ ଦେଖେଇଦେଲୁ ତୁ

ପୁଅ:-
ତୋ ସପନ ମୁଁ ହିଁ ମୁଁ
ମୋ ସପନ ତୁ ହିଁ ତୁ
ଭାଙ୍ଗି ନ ଯାଉ…

ଝିଅ:-
ଓ ବାବୁ I love you
ଓ ବାବୁ
ପୁଅ:- I love you
ଝିଅ:- I love you

ଝିଅ:-
ପରଦେଶୀ ମେଘ ଦୂରେ ଭାଷି ଯାଉଥିଲା
ମନ ଅଗଣା ରେ ମୋର କାଇଁ
ବରଷିଲା ଆଜି କାଇଁ ବରଷିଲା

ପୁଅ:-
ପାଖୁଡ଼ା ରେ ବାସ ନେଇ ଫୁଲ ଫୁଟି ଥିଲା
ସେ ବାସ ଚୋରେଇ କାଇଁ ପବନ
ବହିଲା କାଇଁ ପବନ ବହିଲା

ଝିଅ:- ଚାଲୁ ଚାଲୁ ବାଟ ଝୁଣ୍ଟୁ ଥିଲି ରେ ମୁଁ
ପଡ଼ିବା ଆଗରୁ ଧରିନେଲୁ ରେ ତୁ

ପୁଅ:-
ତୋ ବାଟ ର ସାଥୀ ମୁଁ
ମୋ ବାଟର ସାଥି ତୁ
ଛାଡି ନ ଯିବୁ…

ଝିଅ:-
ଓ ବାବୁ I love you
ଓ ବାବୁ
ପୁଅ:- I love you
ଝିଅ:- I love you

Conclusion

In conclusion, “Babu I Love You” is not just a song, but an emotional journey that resonates with anyone who has experienced the intoxicating feeling of love. The lyrics, infused with passion and longing, paint a vivid picture of romantic devotion. As this Odia song continues to tug at heartstrings, it remains an enduring testament to the universal language of love that transcends boundaries. Let the music of “Babu I Love You” continue to serenade hearts, reminding us of the beauty that love brings into our lives.

Babu I Love You Lyrics PDF Download

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

You cannot copy content of this page