Jhia Nuhen To Apsari Lyrics

Jhia Nuhen To Apsari Lyrics

Jhia Nuhen To Apsari Lyrics

Facebook
WhatsApp
Telegram

Jhia Nuhen To Apsari Lyrics” is not just a song; it’s a lyrical masterpiece that transcends time and resonates with generations of music enthusiasts. Composed in the melodious strains of Odia, this song has woven its way into the hearts of listeners, leaving an indelible mark. Its verses, both poignant and enchanting, paint vivid pictures of love, beauty, and the timeless allure of an ethereal muse. In this blog post, we delve into the soul-stirring lyrics of “Jhia Nuhen To Apsari,” deciphering the poetic nuances and uncovering the emotions that lie within.

Here is the Jhia Nuhen To Apsari Lyrics

ଝିଅ ନୁହେଁ ତୁ ଅପସରୀ
ତୁ ଅପସରୀ.. ତୁ ଅପସରୀ..
କରିଲୁ ମୋର ମନ ଚୋରି

ଝିଅ ନୁହେଁ ତୁ ଅପସରୀ
କରିଲୁ ମୋର ମନ ଚୋରି
ରଙ୍ଗ ଚାନ୍ଦିନୀ ରୂପା ଜରି
ଚେହେରା ଆଙ୍କି ଦେଲା ପରି
ପାଗଳ କରିଚି ରୂପ ତୋହରି

ତୁ ସତେ ପ୍ରେମ କୁମାରୀ
ତୁ ମୋର ମନ ମୟୂରୀ

ତୁ ସତେ ସ୍ବର୍ଗର ପରୀ
ତୁ ମୋର ସ୍ବପ୍ନ ସୁନ୍ଦରୀ
ଝିଅ ନୁହେଁ ତୁ ଅପସରୀ
ତୁ ଅପସରୀ…ତୁ ଅପସରୀ..

ଏଇ ତୋ ଗୋରା ଦେହଟି
ସତେକି ଗୋଲାପ ତୋଡା
ପାଦଠୁ ମୁହଁ ତୋର ଲୋ
ଗୋଟିଏ ଚାଉଳେ ଗଢା

ତତେ ଦେଖିଲେ ଲାଗୁଚି
କଥାଟି ଯେମିତି ସତ
ଆଜି ନୁହେଁ ତୋ ସାଥେ ଲୋ
ବିତିଚି ଜନମ ସାତ

ଯାହାକୁ ନିଦରେ ଦେଖେ ମୁଁ ରାତିରେ
ସତରେ ଦେଖୁଲି ପ୍ରଥମ କରି

ତୁ ସତେ ପ୍ରେମ କୁମାରୀ
ତୁ ମୋର ମନ ମୟୂରୀ
ତୁ ସତେ ସ୍ବର୍ଗର ପରି
ତୁ ମୋର ସ୍ବପ୍ନ ସୁନ୍ଦରୀ

ଝିଅ ନୁହେଁ ତୁ ଅପସରୀ
ତୁ ଅପସରୀ.. ତୁ ଅପସରୀ..

ଝିଅ:- ସାଥିରେ ରେ ତୁ ମୋର ସାଥିରେ
ମୋ ଜୀବନ ସାଥିରେ
ସାଥିରେ….

ବରଫ ନଈ ପହରୀ
ଲାଗିଛି ମୋ ଦେହେ ନିଆଁ
ଚାହାଣୀ ମାୟା ଜାଲରେ
କରିଛୁ ମତେ କିମିଆ

ନୀଳ ଆକାଶ ତୋ ଆଖି
କଳା ମେଘି ବେଣୀ ତୋର
ମୋ ମନରେ ଇନ୍ଦ୍ରଧନୁ
ଢାଳୁଚି ରଙ୍ଗ ଅଭିର

ମୋ ଘର ଠିକଣା ସଭିଙ୍କୁ ଦେଇ ତୁ
ସାଥିରେ ଆ ତୁ ଚଢ଼ି ସବାରି

ତୁ ସତେ ପ୍ରେମ କୁମାରୀ
ତୁ ମୋର ମନ ମୟୂରୀ
ତୁ ସତେ ସ୍ବର୍ଗର ପରୀ
ତୁ ମୋର ସ୍ବପ୍ନ ସୁନ୍ଦରୀ

ଝିଅ ନୁହେଁ ତୁ ଅପସରୀ
କରିଲୁ ମୋର ମନ ଚୋରି
ରଙ୍ଗ ଚାନ୍ଦିନୀ ରୂପା ଜରି

ଚେହେରା ଆଙ୍କି ଦେଲା ପରି
ପାଗଳ କରିଚି ରୂପ ତୋହରି

ତୁ ସତେ ପ୍ରେମ କୁମାରୀ
ତୁ ମୋର ମନ ମୟୂରୀ
ତୁ ସତେ ସ୍ଵର୍ଗର ପରୀ
ତୁ ମୋର ସ୍ବପ୍ନ ସୁନ୍ଦରୀ

ଝିଅ ନୁହେଁ ତୁ ଅପସରୀ
ତୁ ଅପସରୀ… ତୁ ଅପସରୀ..

In the realm of Odia music, “Jhia Nuhen To Apsari” stands as a testament to the enduring power of poetic expression and soulful melodies. Its verses continue to inspire and evoke a range of emotions in listeners. The song’s ability to capture the essence of human emotions is a testament to the talent and artistry of its creators. As we conclude our exploration of these poignant lyrics, we hope that they continue to resonate with you, touching your heart with their timeless beauty.

Jhia Nuhen To Apsari Lyrics PDf Download

Leave a Comment

From Most Popular Categories

You cannot copy content of this page