Experience the iconic Odia classic “Sakalara Pahili Gadire” in a beautiful, AI-generated female version. Get the complete song details, credits, and lyrics here!
There are some songs that don’t just stay in our playlists; they live in our memories. The iconic Odia album song “Sakalara Pahili Gadire” (ସକାଳର ପହିଲି ଗାଡ଼ିରେ), originally sung by the legendary Babul Supriyo, is one such timeless masterpiece.
Sakalara Pahili Gadire Female Version Lyrics in Odia
🎶🎶🎶🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ
🎶🎶🎶🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ
ପରଦେଶିକୁ ବାନ୍ଧିପାରିବୁନି… 🎶
ପରଦେଶିକୁ ବାନ୍ଧିପାରିବୁନି… 🎶
ସାଥି ତୁ ପ୍ରେମରେ..🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ
🎶🎶🎶🎶
🎶🎶🎶🎶
ମେଘକୁ କିଏ ବାନ୍ଧିପାରିବ …🎶
ଝଡକୁ କିଏ ରୋକିପାରିବ….🎶
କଥାରେ କଥାରେ ରହିବ କଥା
ଓଠରୁ ଲିଭିବ ରଙ୍ଗ ଅଳତା
ସାଥିର ମୋର କାହିଁ ଲେଖୁଥିଲୁ….
ସାଥିର ମୋର କାହିଁ ଲେଖୁଥିଲୁ….
ତୋ ମନ ସିଲଟରେ…… 🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ🎶
🎶🎶🎶🎶
🎶🎶🎶🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ.. 🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ
ପରଦେଶିକୁ ବାନ୍ଧିପାରିବୁନି… 🎶
ପରଦେଶିକୁ ବାନ୍ଧିପାରିବୁନି… 🎶
ସାଥି ତୁ ପ୍ରେମରେ..🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ
🎶🎶🎶🎶
🎶🎶🎶🎶
ମେଘକୁ କିଏ ବାନ୍ଧିପାରିବ …🎶
ଝଡକୁ କିଏ ରୋକିପାରିବ…🎶
କଥାରେ କଥାରେ ରହିବ କଥା
ଓଠରୁ ଲିଭିବ ରଙ୍ଗ ଅଳତା
ସାଥିର ମୋର କାହିଁ ଲେଖୁଥିଲୁ….
ସାଥିର ମୋର କାହିଁ ଲେଖୁଥିଲୁ….
ତୋ ମନ ସିଲଟରେ…… 🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ🎶
ସକାଳର ପହିଲି ଗାଡ଼ିରେ
ଚାଲିଯିବି ତତେ ମୁଁ ଛାଡ଼ିରେ🎶
🎵 Song Credits & Information
To truly appreciate this version, we must look at both the incredible foundation laid by the original creators and the innovative mind behind this AI cover.
| Attribute | Original Song Details | AI Fan-Made Version |
| Song Title | Sakala Ra Pahili Gadire (ସକାଳର ପହିଲି ଗାଡ଼ିରେ) | Sakalara Pahili Gadire (Female Version) |
| Singer | Babul Supriyo | AI Generated Female Voice |
| Music Composer | Abhijit Majumdar | Abhijit Majumdar |
| Lyricist | Late Legendary Nizam | Late Legendary Nizam |
| Album/Label | Sakala Ra Pahili Gadi (Samrat Music) | Re-created by BK Sanju |
| Youtube Video | Click Here |
Disclaimer: All credits go to the original singer, composer, lyricist, and music label. This cover is a fan-made creation using AI technology for entertainment purposes only. No copyright infringement intended.