Tu Mo Nayanara Nayana Tara Lryrics

Tu Mo Nayanara Nayana Tara Lryrics

Tu Mo Nayanara Nayana Tara Lryrics

Facebook
WhatsApp
Telegram

Discover the heartfelt lyrics of ‘Tu Mo Nayanara Nayana Tara’ and get a free PDF download. Immerse yourself in the emotional depth of this Odia song, available for easy access and enjoyment

Tu Mo Nayanara Nayana Tara Lryrics

ପୁଅ:-
ତୁମେ ମୋ ନୟନର ନୟନତାରା
ତୁମେ ମୋ ନୟନର ନୟନତାରା
ଆଖରେ ଆଖ‌ିରେ ଥାଅ ଦିଅନି ଧରା
ତୁମ ଚାରିପଟେ ଖାଲି ସୁନେଲି ଖରା

ଝିଅ:-
ତୁମେ ମୋ ସପନର ବଣିକ ପରା
ମୋତେ ବିକି ମୋତେ କିଣି କଲ ଅସରା
ତୁମ ପାଇଁ ମୋ ଜୀବନ ବାସନା ଭରା

ପୁଅ:-
ହ…ଅ.. ତୁମେ ମୋ ନୟନର
ନାୟନତାରା..

ପୁଅ:-
ନୀଳ ଆକାଶ ନରମ ଘାସ
କାଚକେନ୍ଦୁ ପାଣି ଭିତରେ
ହାଏ ନୀଳ ଆକାଶ ନରମ ଘାସ
କାଚକେନ୍ଦୁ ପାଣି ଭିତରେ

କିଏ ହଜିଲା କିଏ ଖୋଜିଲା
ସବୁ ଭରିଗଲା ଗୀତରେ

ଝିଅ:-
ଯାହା ମୁଁ ଶିଖିଥିଲି ଭୁଲିଗଲି
ମଲ୍ଲୀମାଳ ପରି ଆସି ଝୁଲିଗଲି
ଛାତିରେ ତୁମରି ମୋର ସରଗ ପରା..

ପୁଅ:-
ହ… ଅ…ତୁମେ ମୋ ନୟନର
ନୟନତାରା…
ଆଖ‌ିରେ ଆଖ‌ିରେ ଥାଅ ଦିଅନି ଧରା
ତୁମ ଚାରିପଟେ ଖାଲି ସୁନେଲି ଖରା
ତୁମେ ମୋ ନୟନର ନୟନତାରା..

ଝିଅ:-
ମୋ ଚାହାଣି ତୁମ କାହାଣୀ
ଶୁଣ ଆଜି କଣ କହିଲା
ହ.. ମୋ ଚାହାଣି ତୁମ କାହାଣୀ
ଶୁଣ ଆଜି କଣ କହିଲା

କିଏ ସେ ବେସି ପାଉଛି ଭଲ
ଏ ଜହ୍ନ ସାକ୍ଷୀ ରହିଲା

ପୁଅ:-
ହ.. ତୁମେ ମୋର ସିନ୍ଦୁକର
ମୋତି ମାଣିକ
ନ ଦେଖ‌ିଲେ ଛାତି ହୁଏ ଧକ ଧକ

ଝିଅ:- ହଁ ପ୍ରେମ ଠାରୁ ନାହିଁ ଆଉ ବଡ଼ ପରା

ପୁଅ:-
ହାଏ ତୁମେ ମୋ ନୟନର ନୟନତାରା
ଆଖ‌ିରେ ଆଖ‌ିରେ ଥାଅ ଦିଅନି ଧରା
ତୁମ ଚାରିପଟେ ଖାଲି ସୁନେଲି ଖରା

ଝିଅ:-ତୁମେ ମୋ ସପନର ବଣିକ ପରା
ମୋତେ ବିକି ମୋତେ କିଣି କଲ ଅସରା
ତୁମ ପାଇଁ ମୋ ଜୀବନ ବାସନା ଭରା

ପୁଅ:- ହ.. ତୁମେ ମୋ ନୟନର ନୟନତାରା

Tu Mo Nayanara Nayana Tara Lryrics Download PDF

Recent Odia Lyrics Blog Post

Smruti Eka Rupa Janha Lyrics Odia
Tu Dhire Dhire Chal Re Samaya Lyrics
Ahe Nila Saila Lyrics in Odia
Dukha Mo Bhagyare Lekha lyrics
To Aakhi Mo Aaina Lyrics Odia
Mana ta emiti eka Song Lyrics
Raja Jhia Tame kana Kala Lyrics Odia

Leave a Comment

From Most Popular Categories

You cannot copy content of this page