Janha Raijare Jaga Te Kinichhi Lyrics

Janha Raijare Jaga Te Kinichhi Lyrics

Facebook
WhatsApp
Telegram

In the vibrant tapestry of world music, the Odia language boasts a rich heritage of songs that resonate with the hearts of millions. “Janha Raijare Jaga Te Kinichhi” is one such enchanting composition, celebrated for its soul-stirring tunes and profound lyrics. In this blog post, we will explore the beauty of this timeless Odia song, delving into its history, significance, and impact on the cultural landscape of Odisha.

Janha Raijare Jaga Te Kinichhi Lyrics

ପୁଅ:-
ଜହ୍ନ ରାଇଜରେ..ଜାଗାଟେ କିଣିଛି
ତାରା ଫୁଲରେ..ଘରଟେ କରିଛି

ଝିଅ:-
ଲାଲା ଲାଲା ଲା ଲା …
ଲାଲା ଲାଲା ଲା ଲା…
ହେ ହେ ଆହା ଆହା…
ହୁଁ ହୁଁ…ଯୁଜୁ ଯୁଜୁ….

ପୁଅ:-
ଜହ୍ନ ରାଇଜରେ ଜାଗାଟେ କିଣିଛି
ଝିଅ:- ଲାଲା ଲାଲା….
ତାରା ଫୁଲରେ ଘରଟେ କରିଛି
ଝିଅ:- ଆ ଆ..

ହେ ଜହ୍ନ ରାଇଜରେ ଜାଗାଟେ କିଣିଛି
ଝିଅ:- ଲାଲା ଲାଲା….
ତାରା ଫୁଲରେ ଘରଟେ କରିଛି

ସେଇ ଛୋଟଘରେ ତୁମ ସାଥିରେ
ସେଇ ଛୋଟଘରେ ତୁମ ସାଥିରେ
ରହିବାକୁ ଦୁନିଆକୁ କହି ଦେଇଛି

ଜହ୍ନ ରାଇଜରେ ଜାଗାଟେ କିଣିଛି
ଝିଅ:- ଲାଲ ଲାଲା…
ତାରା ଫୁଲରେ ଘରଟେ କରିଛି

ସୁରଜ ହେବ ସିନ୍ଦୂର ଟୋପା
ପିନ୍ଧେଇବି ହସି ହସି..

ହୋ ହୋ ହୋ ଓଢଣା ଖୋଲି
ଗଭାରେ ତୁମ ପାରିଜାତ ଦେବି ଖୋସି
ଝିଅ:- ଲାଲା… ଲାଲା …

ଜହ୍ନ ଯୋଛନାରେ ତୁମ ଓଠରେ
ଜହ୍ନ ଯୋଛନାରେ ତୁମ ଓଠରେ
ମିଳନର ମଧୁଗୀତି ଲେଖି ବିକିଛି

ଜନ୍ମ ରାଇଜରେ ଜାଗାଟେ କିଣିଛି
ଝିଅ:- ଲାଲ…ଲାଲା…
ତାରା ଫୁଲରେ ଘରଟେ କରିଛି

ମେଘ ଦୋଳିରେ ଝୁଲିବା ବସି
ସପନରେ ଭାସି ଭାସି..

ହୋ..କାନିରେ ତୁମ ଆଣି ମୁଁ ଦେବି
ସରଗର ସବୁ ଖୁସି
ଝିଅ:-ଲାଲା…ଲାଲା…

ଜିଇଁ ରହିଥ‌ିବା ଯୁଗ ଯୁଗକୁ
ଜିଇଁ ରହିଥ‌ିବା ଯୁଗ ଯୁଗକୁ
ମନ ଖୋଲି ହସୁଥୁବା ମୁକୁତା ବିଞ୍ଚି

ଜନ୍ମ ରାଇଜରେ ଜାଗାଟେ କିଣିଛି
ଝିଅ:- ଲାଲା ଲାଲା….
ତାରା ଫୁଲରେ ଘରଟେ କରିଛି

ସେଇ ଛୋଟଘରେ ତୁମ ସାଥିରେ
ସେଇ ଛୋଟଘରେ ତୁମ ସାଥିରେ
ରହିବାକୁ ଦୁନିଆକୁ କହି ଦେଇଛି

ଝିଅ:-
ଲାଲା… ଲାଲା …ଲା..ଲା
ଲାଲା… ଲାଲା …ଲା..ଲା..
ହେ ହେ ହେ..ଆହା ହା…
ହୁଁ ହୁଁ ହୁଁ….

ପୁଅ:-ହେ ହେ ହେ….
ଝିଅ:- ଯୁଜୁ… ଯୁଜୁ…
ପୁଅ:-ହୁଁ ହୁଁ ହୁଁ ହୁଁ…

download free pdf

Leave a Comment

You cannot copy content of this page