Anjali Lo Tote Abhinandana Lyrics Odia music is a vibrant and diverse genre, with a rich history dating back centuries. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Anjali Lo Tote Abhinandana,” by the singer-songwriter Humane Sagar.
The song is a beautiful and romantic ballad about love and appreciation. The lyrics tell the story of a man who is deeply in love with his beloved, Anjali. He expresses his love and admiration for her, and wishes her all the happiness in the world.
“Anjali Lo Tote Abhinandana” is a song that has resonated with many Odia listeners. It is a song that speaks to the universal emotions of love, appreciation, and gratitude. In this blog post, we will take a closer look at the song’s lyrics and meaning.
Anjali Lo Tote Abhinandana Lyrics
ଅଭିନନ୍ଦନ ଅଭିନନ୍ଦନ…
ଅଭିନନ୍ଦନ
ଅଞ୍ଜଳି ଲୋ ତତେ ଅଭିନନ୍ଦନ
ସବୁ ସୁଖ ମିଳୁ ତତେ ରାତି ଦିନ
ଅଞ୍ଜଳି ଲୋ ତତେ ଅଭିନନ୍ଦନ
ସବୁ ସୁଖ ମିଳୁ ତତେ ରାତି ଦିନ
ଜମା କାନ୍ଦିବୁନି ତତେ ମୋ ରାଣ
ମୋ ଭାଗ୍ୟ ପରା ଗୋଟେ
ମଲା ଜହ୍ନ… ମଲା ଜହ୍ନ..
ଅଞ୍ଜଳି ଲୋ ତତେ ଅଭିନନ୍ଦନ
ସବୁ ସୁଖ ମିଳୁ ତତେ ରାତି ଦିନ
ସବୁ ସୁଖ ମିଳୁ ତତେ ରାତି ଦିନ
କାଲି କିଣୁଥୁଲି ଟିକିଲି ତୋ ପାଇଁ
କିଏ ଲୋ ସିନ୍ଦୁର କିଣି ଦେଲା
କାଲି କହୁଥିଲି ପକାଲୋ ଓଢଣୀ
କିଏ ଲୋ ଓଢଣୀ ଦେଇ ଦେଲା
କାଲି କିଣୁଥିଲି ଟିକିଲି ତୋ ପାଇଁ
କିଏ ଲୋ ସିନ୍ଦୁର କିଣି ଦେଲା
ହେ କାଲି କହୁଥୁଲି ପକାଲୋ ଓଢଣୀ
କିଏ ଲୋ ଓଢଣା ଦେଇ ଦେଲା
ଜମା ରୁଷି ବୁନି ତତେ ମୋ ରାଣ
ମୋ ସ୍ବପ୍ନ ଥିଲା ଗୋଟେ
ରଙ୍ଗ ହୀନ… ରଙ୍ଗ ହୀନ
ଅଞ୍ଜଳି ଲୋ ତତେ ଅଭିନନ୍ଦନ
ସବୁ ସୁଖ ମିଳୁ ତତେ ରାତି ଦିନ
ସବୁ ସୁଖ ମିଳୁ ତତେ ରାତି ଦିନ
ହୋ ସୁଖ ଦେଖି ତୋର ଖୁସି
ମୁଁ ହେବିଲୋ..
ଏତିକି ଭରସା ରଖିଥିବୁ
କେବେ ଯଦି ଦୁଃଖ ଆସିବ ଜୀବନେ
ମୋ ରାଣ ମୋତେ ଲୋ ଜଣେଇବୁ
ସୁଖ ଦେଖି ତୋର ଖୁସି
ମୁଁ ହେବିଲୋ…
ଏତିକି ଭରସା ରଖିଥିବୁ
କେବେ ଯଦି ଦୁଃଖ ଆସିବ ଜୀବନେ
ମୋ ରାଣ ମୋତେ ଲୋ ଜଣେଇବୁ
ଜମା ଝୁରି ବୁନି ତୋତେ ମୋ ରାଣ
ମୋ ପ୍ରେମ ଥିଲା ଗୋଟେ
ପିଲା ଦିନ… ପିଲା ଦିନ..
ଅଞ୍ଜଳି ଲୋ ତତେ ଅଭିନନ୍ଦନ
ସବୁ ସୁଖ ମିଳୁ ତତେ ରାତି ଦିନ
ସବୁ ସୁଖ ମିଳୁ ତତେ ରାତି ଦିନ
ସବୁ ସୁଖ ମିଳୁ… ତତେ ରାତି ଦିନ..
Conclusion
“Anjali Lo Tote Abhinandana” is a timeless Odia song that has captured the hearts of listeners of all ages. It is a song about the power of love and the importance of expressing our gratitude to the people we love. The song’s lyrics are beautifully written and evocative, and the melody is haunting and unforgettable.
If you are a fan of Odia music, or simply appreciate good music in general, I highly recommend checking out “Anjali Lo Tote Abhinandana.” It is a truly special song that will stay with you long after you listen to it.
Anjali Lo Tote Abhinandana Lyrics PDF Download