Anugul Ra Tukuli Lyric in Odia (ଅନୁଗୁଳ ର ଟୁକୁଲି)

Anugul Ra Tukuli Lyric in Odia (ଅନୁଗୁଳ ର ଟୁକୁଲି)

Facebook
WhatsApp
Telegram

Get the official “Anugul Ra Tukuli” lyric in Odia (ଅନୁଗୁଳ ର ଟୁକୁଲି) from the upcoming movie KANGULA. Watch the full 4K video song sung by Aseema Panda & Mantu Churia and enjoy the energetic folk rhythm of Angul!

ସମୟ ଯାର ସରିଗଲା ଦେଖୁଥିଲି ଆଲବମ
ଲୁଦୁବୁଦୁ ତା ଗାଲରେ ନେସି ଦେଇଗଲା ପ୍ରେମ
କଉ ଗାଁର ଟୁକୁଲି…..
🎶🎶🎶🎶
ଯେବେଠୁ ମୁହିଁ ସତର ଡେଇଁ ହେଲିନା ତିଣ୍ଡା..
ମୋ ପଛେ ଟୋକା ପଲସର ଗାଡ଼ିରେ ଅଠର ଗଣ୍ଡା….
🎶🎶🎶🎶
ଯେବେଠୁ ମୁହିଁ ସତର ଡେଇଁ ହେଲିନା ତିଣ୍ଡା..
ମୋ ପଛେ ଟୋକା ପଲସର ଗାଡ଼ିରେ ଅଠର ଗଣ୍ଡା….
କାହା ଗାଡି ପଛରେ ମୁଁ ବସିନି ପରା….
ମୋ ମନଟାକୁ ମୁଁ କରିନି ପାରା…
ହେରା ତମେ କହୁଛ କିରା…..
🎶🎶🎶🎶
ଅନୁଗୁଳୁ ର ଟୁକୁଲି ମୁହିଁ ନୟନ ତାରା…
ଘିଅ ସରସର ଦିହ ମୋ ଏରା ଦେବିନି ଧରା…..
🎶🎶🎶🎶
ଆଲୋ ଓଠ ତୋ ନାଲିଆ ତୁ ରସ ମନ୍ଦାର
ତତେ ଦେଖି ମନ ମୋର ଲଟର ପଟର
କଣ ଖାଉଛୁ କଣ ପିଉଛୁ ଲାଗୁଛୁ ଭାରି ସୁନ୍ଦର
🎶🎶🎶🎶
କଉଠି ଥିଲୁରେ ଟୋକାଟା ଗଧିଆ
ଆଜିକାଲି ଟୋକା ମତେ ଦୁଲାନ୍ତି ଅଧିଆ…..
ଯାହାକହ ଧନ ଦେବିନି ମୋ ମନ
ହଅନି ଲୁଟୁପୁଟିଆ…..
ରମଣୀ ରତନ ମୋର ନେବି ବୁଲେଇବି ମୀନା ବଜାର
ଦୁଲି ଝୋଲେଇବି ରାତିସାରା…..
🎶🎶🎶🎶
ଅନୁଗୁଳୁ ର ଟୁକୁଲି ମୁହିଁ ନୟନ ତାରା…
ଘିଅ ସରସର ଦିହ ମୋ ଏରା ଦେବିନି ଧରା…..
🎶🎶🎶🎶
ଅନୁଗୁଳୁ ର ଟୁକୁଲି ତୁହିଁ ନୟନ ତାରା…
ଘିଅ ସରସର ଦିହ ତୋ ଟିକେ ଦେଲ ଧରା …..
ଚମ୍ପା ଚାକରା….ଚମ୍ପା ଚାକରା…….ଚମ୍ପା ଚାକରା ହୋ…
ଚମ୍ପା ଚାକରା….ଚମ୍ପା ଚାକରା…….ଚାକରା ଚାକରା ଛୁଁ…
🎶
ଚମ୍ପା ଚାକରା….ଚମ୍ପା ଚାକରା…….ଚମ୍ପା ଚାକରା ହୋ…
ଚମ୍ପା ଚାକରା….ଚମ୍ପା ଚାକରା…….ଚାକରା ଚାକରା ଛୁଁ…ଗୋଡ଼େ ମୋ ପାଉଁଜି ଉଡେ ମୋର ଟିକିଲି
ଝୁଲିଝୁଲି ବାଟେ ଘାଟ ଗଲେ ଥରେ ଚାଲି…
ଭଅଁର ର ବାଳ ଠୁ ତାଳଚେର ଯାଏ ମୋ ପାଇଁ କି ଯାଏ ଦୁହୁଲି..
🎶🎶🎶🎶
ଆଲୋ ଝିଅ ତୁ ହେଇଛୁ ସୁନା ସତ ମିଶା…..
ଭାରି ଭଲ ଲାଗେ ତୋର ମିଠା ମିଠା ହସା…
ପୂରୁବ… ପଶ୍ଚିମ…. ଉତ୍ତର… ଦକ୍ଷିଣ ଓଡ଼ିଶାରେ ତୋର ପ୍ରଶଂସା..
ଆରେ ମୋ କଜଳପାତି…
ଟୋକା ମାଇଲୁ ଖପରା କାତି…
ହେଲା ତୋ ପାଇଁ ମନଟା କୁରୁମୁରା….
ଅନୁଗୁଳୁ ର ଟୁକୁଲି ତୁହିଁ ନୟନ ତାରା…
ଘିଅ ସରସର ଦିହ ତୋ ଟିକେ ଦେଲ ଧରା …..
🎶🎶🎶🎶
ଅନୁଗୁଳୁ ର ଟୁକୁଲି ମୁହିଁ ନୟନ ତାରା…
ଘିଅ ସରସର ଦିହ ମୋ ଏରା ଦେବିନି ଧରା…..
….. 🙏…..

Anugul Ra Tukuli Song Credits

  • Song Title: Anugul Ra Tukuli (ଅନୁଗୁଳ ର ଟୁକୁଲି)
  • Movie: KANGULA
  • Singer: Aseema Panda & Mantu Churia
  • Lyrics: Dr. Nirmal Nayak
  • Music: JN Padma
  • Starring: Sambeet & Payaliah
  • Director: Aswin Tripathy
  • Publisher: BABU BHAI PRODUCTION
  • Movie Release Date: 24th April

Leave a Comment

From Most Popular Categories

You cannot copy content of this page