Odia music is a rich and vibrant genre with a long and storied history. From traditional folk songs to modern pop hits, Odia music has something to offer everyone. One of the most popular Odia songs of recent years is “Phulara Sahare Gharate Tolichi,” by the singer-songwriter Humane Sagar.
The song is a beautiful and heartwarming ballad about love and family. The lyrics tell the story of a young man who is deeply in love with his wife and children. He sings about how his home is filled with happiness and laughter, and how he is grateful for the blessings in his life.
“Phulara Sahare Gharate Tolichi” is a song that has resonated with many Odia listeners. It is a song that speaks to the universal emotions of love, family, and gratitude. In this blog post, we will take a closer look at the song’s lyrics and meaning.
ଫୁଲର ସହରେ ଘରଟେ ତୋଳିଛି
ଫୁଲର ସହରେ ଘରଟେ ତୋଳିଛି
ତୁ ଆସିବୁ ବୋଲି ପ୍ରିୟା
ତୁ ଆସିବୁ ବୋଲି
ହ… ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି
ତୁ ବସିବୁ ବୋଲି ପ୍ରିୟା
ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଛି ଗହଣା ହେବ
ତୋ ବାଟ କୁ ଚାହିଁଛି
ଆଖି ରୁ ନିନ୍ଦ ଭୁଲି..
ତୁ ଆସିବୁ ବୋଲି ପ୍ରିୟା
ତୁ ଆସିବୁ ବୋଲି…
ସପନର ନଇକୂଳେ ବସିଛି
ମୁଁ ତତେ ଚାହିଁ
ତୁ ଆସିଲେ ତୋ କାନରେ
ତୁ ଆସିଲେ ତୋ କାନରେ
ମନକଥା ଦେବି ମୁଁ କହି
ମେଘକୁ କହିଚି ବରଷା ଦବ
ଫଗୁଣ ତୋ ଦେହେ ରଙ୍ଗ ଢାଳିବ
ମୁଁ ସଜେଇ ରହିଚି
ଗୋଲାପ ହେନା ମଲ୍ଲୀ
ତୁ ଆସିବୁ ବୋଲି ପ୍ରିୟା
ତୁ ଆସିବୁ ବୋଲି…
ଯେଉଁଦିନ ତୁ ଆସିବୁ
ପାଦରେ ଅଳତା ନାଇଁ
ମୋ ଜୀବନେ ଭରିଯିବ
ମୋ ଜୀବନେ ଭରିଯିବ
ଅସରନ୍ତି ସୁଖର ଛାଇ
ଭଅଁର ତୋ ପାଇଁ ଗୀତ ଗାଇବ
ଅଳସ ନିଦରେ ଶୁଆଇ ଦେବ
ମୁଁ ଚାହିଁଚି ତୋ ପାଇଁ
ମନ ଦରଜା ଖୋଲି
ତୁ ଆସିବୁ ବୋଲି ପ୍ରିୟା
ତୁ ଆସିବୁ ବୋଲି…
ଫୁଲର ସହରେ ଘରଟେ ତୋଳିଛି
ଫୁଲର ସହରେ ଘରଟେ ତୋଳିଛି
ତୁ ଆସିବୁ ବୋଲି ପ୍ରିୟା
ତୁ ଆସିବୁ ବୋଲି
ହ… ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି
ଅଗଣା ଦୁଆରେ ଦୋଳିଟେ ବାନ୍ଧିଛି
ତୁ ବସିବୁ ବୋଲି ପ୍ରିୟା
ତୁ ବସିବୁ ବୋଲି
ଚାନ୍ଦକୁ କହିଚି ଚାନ୍ଦିନୀ ଦବ
ତାରାକୁ କହିଚି ଗହଣା ହେବ
ତୋ ବାଟକୁ ଚାହିଁଛି ଆଖୁରୁ ନିନ୍ଦ ଭୁଲି
ତୁ ଆସିବୁ ବୁଲି ପ୍ରିୟା ତୁ ଆସିବୁ ବୋଲି…
Conclusion
“Phulara Sahare Gharate Tolichi” is a timeless Odia song that has captured the hearts of listeners of all ages. It is a song about the importance of family and the power of love. The song’s lyrics are beautifully written and evocative, and the melody is warm and inviting.
If you are a fan of Odia music, or simply appreciate good music in general, I highly recommend checking out “Phulara Sahare Gharate Tolichi.” It is a truly special song that will stay with you long after you listen to it.
Phulara Sahare Gharate Tolichi Lyrics – Download