Naijare Megha Mote Lyrics

Naijare Megha Mote Lyrics

Naijare Megha Mote Lyrics

Facebook
WhatsApp
Telegram

Discover the enchanting lyrics of ‘Naijare Megha Mote’ in our latest blog post. Immerse yourself in the poetic beauty of the song as we break down the lyrics and explore their meaning. Uncover the magic of this musical masterpiece now!

Naijare Megha Mote Lyrics

ପୁଅ:- ସାଧବ ବୋହୁ କୁ ମାଟି
ଭଲ ପାଏ ଯେତେ
ମୁଁ ତତେ ଭଲ ପାଏ ସେତେ
ହୋ.. ମୁଁ ତତେ ଭଲ ପାଏ ସେତେ

ଝିଅ:- ମେଘ କୁ ବରଷା ରାଣୀ
ଭଲ ପାଏ ଯେତେ
ମୁଁ ତତେ ଭଲ ପାଏ ସେତେ
ହୋ…ମୁଁ ତତେ ଭଲ ପାଏ ସେତେ

ପୁଅ:- ଭସା ମେଘଟେ ଆକାଶେହେଇ
ଭାସି ଗଲେ ମୁଁ ଦୂରକୁ କାହିଁ

ଝିଅ:- ମୁଁ କହିବି ମୁଁ କହିବି ମୁଁ କହିବି
ନେଇ ଯାରେ ମେଘ ମତେ

ପୁଅ/ଝିଅ:-ନେଇ ଯା ରେ ଏ ଏ ଏ ଏ
ମେଘ ମତେ ମତେ
ମତେ ଏ ଏ ଏ

ପୁଅ:- ନିଜର ହେଇ ନିଜେ ମୁଁ ନାହିଁ
ମୋ ଠାରୁ ଚୋରେଇ ନେଇଛୁ ମୋତେ

ଝିଅ:- ଚୋରେଇ ନେଇ
ମନରେ ଥୋଇ
ଲୁଚେଇ ଲୁଚେଇ ଦେଖୁଛି ତତେ

ପୁଅ:- ହାଏ.. ତତେ ତୋ ଦେଖି
ଏଇ ମୋ ଆଖି
ପକଉନି ପତା ଭଲ ତୁ ଏତେ

ଝିଅ:- ଭଲ ତୁ ବୋଲି ଭଲ ପାଇଲି
ସାକ୍ଷୀ ଏଇ ମାଟି
ଆକାଶ ସତେ

ପୁଅ:- ଆକାଶେ ବାନ୍ଧି
ତୋ ପାଇଁ ବେଦି
ମେଘ ଆଣିବ ସବାରୀ ଯଦି

ଝିଅ:- ମୁଁ କହୁବି ମୁଁ କହିବି
ମୁଁ କହିବି
ନେଇ ଯାଆରେ ଏ ଏ
ମେଘ ମତେ

ପୁଅ/ଝିଅ:- ନେଇ ଯାଆରେ ଏ ଏ ଏ
ମେଘ ମତେ ମତେ
ମତେ ଏ ଏ ଏ

ଝିଅ:- ପ୍ରେମର ଋତୁ ଢାଳିଲା ରଙ୍ଗ
ସେ ରଙ୍ଗ ଏଯାଏଁ
ଛାଡୁନି ମୋତେ

ପୁଅ:- ହୋ ଛାଡୁନି ମୋତ
ତୋ ପ୍ରେମ ସତେ
ସେ ପ୍ରେମରେ ଅଛି
କିମିଆ ଏତେ

ଝିଅ:- କିମିଆ କଲୁ
ପୁଅ:-ହୁଁ ହୁଁ
ଝିଅ:- କୁହୁକ କଲୁ
ପୁଅ:-ଆହା

ଝିଅ:-ମନର କୁନିଆ କଲି
ମୁଁ ତତେ

ପୁଅ:- ସେଇ କୁନିଆ ସବୁ ଦିନିଆ
ଫେରିବନି ଆଉ
କହିଲେ ଯେତେ

ଝିଅ:-ଫେରି ଗଲେ ମୁଁ
ଅଫେରାବାଟେ
ତୋ ହାତ ଛାଡି
ଛାଡି ମୁଁତତେ

ପୁଅ:- ମୁଁ କହିବି ମୁଁ କହିବି
ମୁଁ କହିବି
ନେଇ ଯାଆରେ ମେଘ
ମତେ ମତେ ମତେ..

ପୁଅ/ଝିଅ:- ନେଇ ଯାଆରେ ଏ ଏ ଏ
ମେଘ ମତେ ମତେ
ମତେ ଏ ଏ ଏ

Naijare Megha Mote Lyrics – Download PDF

Leave a Comment

You cannot copy content of this page