Tote Gaidele Odia Song Lyrics

Tote Gaidele Odia Song Lyrics

Tote Gaidele Odia Song Lyrics

Facebook
WhatsApp
Telegram

Download Tote Gaidele Odia song lyrics FREE as a PDF file! Sing along to this beloved Odia song with accurate lyrics in a convenient format

Tote Gaidele Odia Song Lyrics

ତତେ ଗାଇ ଦେଲେ.. ତୁ ଗୀତ ହେଇଯାଉ
ତତେ କହିଦେଲେ.. ତୁ ଗପ ହେଇଯାଉ

ତତେ ଗାଇ ଦେଲେ..ତୁ ଗୀତ ହେଇଯାଉ
ତତେ କହିଦେଲେ..ତୁ ଗପ ହେଇଯାଉ

ତତେ ଥରେ ଭଲ ପାଉ ପାଉ ଏହି ଦିନ ସରିଯାଉ
ତତେ ଥରେ ଭଲ ପାଉ ପାଉ ଏହି ଦିନ ସରିଯାଉ

ତତେ ଗାଇ ଦେଲେ..ତୁ ଗୀତ ହେଇଯାଉ
ତତେ କହିଦେଲେ..ତୁ ଗପ ହେଇଯାଉ

ତୋ କଥା ଭାବିଲେ ରାତି ସାରା ମୋର
ଜହ୍ନ ଉଇଁ ଉଇଁ ଯାଏ
ତୋ ସାଥେ ଚାଲିଲେ ଯେତେ ଦୂର ହେଉ
ବାଟ ସରି ସରି ଯାଏ..

ହ..ତୋ କଥା ଭାବିଲେ ରାତି ସାରା ମୋର
ଜହ୍ନ ଉଇଁ ଉଇଁ ଯାଏ
ତୋ ସାଥେ ଚାଲିଲେ ଯେତେ ଦୂର ହେଉ
ବାଟ ସରି ସରି ଯାଏ..

ତତେ ଛୁଇଁ ଦେଲେ..ତୁ ଫୁଲ ହେଇଯାଉ
ତତେ ଭାବି ଦେଲେ..ତୁ ସ୍ବପ୍ନ ହେଇଯାଉ

ତୁ ହସିଦେଲେ ଫଗୁଣର ଫଗୁ
ଅଦିନ ରେ ଝରି ଯାଏ
ତୁ କେବେ ଝୁଣ୍ଟିଲେ ସବୁ ହସଖୁସି
ଲାଗେ ସତେ ମରିଯାଏ

ତୁ ହସିଦେଲେ ଫଗୁଣର ଫଗୁ
ଅଦିନ ରେ ଝରି ଯାଏ

ତୁ କେବେ ଝୁଣ୍ଟିଲେ ସବୁ ହସଖୁସି
ଲାଗେ ସତେ ମରିଯାଏ

ହ..ତୁ ହସିଦେଲେ ଫଗୁଣର ଫଗୁ
ଅଦିନ ରେ ଝରି ଯାଏ

ତୁ କେବେ ଝୁଣ୍ଟିଲେ ସବୁ ହସଖୁସି
ଲାଗେ ସତେ ମରିଯାଏ

ତତେ ଲେଖିଦେଲେ..ତୁ ଚିଠି ହେଇଯାଉ
ତତେ ଆଙ୍କିଦେଲେ..ତୁ ଛବି ହେଇଯାଉ

ତତେ ଥରେ ଭଲ ପାଉ ପାଉ ଏହି ଦିନ ସରିଯାଉ
ତତେ ଥରେ ଭଲ ପାଉ ପାଉ ଏହି ଦିନ ସରିଯାଉ

ତତେ ଗାଇ ଦେଲେ..ତୁ ଗୀତ ହେଇଯାଉ
ତତେ କହିଦେଲେ..ତୁ ଗପ ହେଇଯାଉ

ହେ..ହେ .ହେ ..ହେ ଲା ଲା ଲା ଲା…
ଆହା ହା ହା ହା ହା …
ଲା ..ଲା ଲା ଲା ଲା..

Tote Gaidele Odia Song Lyrics – PDF Download

Odia Calendar 2024

Leave a Comment

You cannot copy content of this page