Odia Love Story Sesha Srabana ra Basna

Odia Love Story Sesha Srabana ra Basna

Odia Love Story Sesha Srabana ra Basna

Facebook
WhatsApp
Telegram

ଶେଷ ଶ୍ରାବଣ ର ବାସ୍ନା

ଗୋଟେ ନିଛାଟିଆ ସ୍ଥାନରେ ଥିବା ଶାଳ ଗଛ ମୂଳରେ ମୁହଁ ପୋତି ବସିଥାଏ ଗୋଟେ ଯୁବକ, ଯୋଉ ଗଛ ଉପରେ ବସା ବାନ୍ଧିଥାଏ ଗୋଟେ କପୋତ ଯାହାର ସଙ୍ଗିନୀ ଗୋଟେ ଅଦିନିଆ ଝଡ ବର୍ଷାରେ ପ୍ରାଣ ହରାଇଥିଲା l ସେ ତାର ପ୍ରେମିକାକୁ ହରାଇ ଯେମିତି କଷ୍ଟ ରେ ସେ ଦିନ କାଟୁଛି ତାହା ସେହି ଶାଳ ଗଛକୁ ବେଶ ଭଲ ଭାବରେ ଜଣା l ଦିନ ଥିଲା କପୋତ, କପୋତୀ ଙ୍କ ରାଗ, ରୁଷା, ରଡି, ବୋବାଳି ଆଉ ଏ ଡାଳ ରୁ ସେ ଡାଳ କୁ ଉଡ଼ି ଖେଳୁଥିଲେ, ତାହା ଦେଖି ଶଳଗଛ ମାନେ ଭାରି ଖୁସି ହେଉଥାନ୍ତି l

ହେଲେ ଗୋଟିଏ ଦିନର ଝଡ, ସବୁ ଦିନର ପ୍ରେମ ଛାର ଖାର ହୋଇଗଲା l ଏକା କପୋତ ପ୍ରାଣର ପ୍ରିୟା କୁ ହରାଇ ସେ ଖୁଵ ଦୁଃଖରେ ଦିନ କାଟୁଥାଏ ଓ ସେହି ସମୟରେ କପୋତ ସେହି ଯୁବକ ର ଉଦାସୀନତା ଦେଖିଲ, ମନେ ମନେ ଭାବିଲl, ଏ ଯେଉଁ ଦୁଃଖ ଯନ୍ତ୍ରଣା ରେ ଛଟପଟ ହଉଛି, ତା ମୁଁ ଦେଖି ବେଶ ଭଲ ଭାବରେ ଜଣାପଡୁଛି ଯେ ଏ ବୋଧେ ତା ପ୍ରେମିକା କଥା ଭାବୁଛି l

କପୋତକୁ ସେହି ଯୁବକର ଯନ୍ତ୍ରଣା ସହି ହେଉନଥାଏ, ଗଛ ରେ ବସି ସେ ସେହି ଯୁବକର ହାବ ଭାବ ଓ ଯନ୍ତ୍ରଣା ଭରା ହୃଦୟରୁ ଝରି ଆସୁଥିବା ସେହି ଧାର ଧାର ଲୁହକୁ ଦେଖୁଥାଏ l ଦୁଃଖର ଯନ୍ତ୍ରଣାରେ ଜଳୁଥାଏ ସେ ଯୁବକ ଏବଂ ସେହି ସମୟ ରେ ଆସି ପ୍ରଥମ ଶ୍ରାବଣର ଝିପି ଝିପି ବର୍ଷା, ତା ସଙ୍ଗେ ଆସେ ଝଡି ଓ ତା ପ୍ରିୟା ଦେହର ଅତର ଲଗା ବାସ୍ନା l ଚମକି ଉଠିପଡ଼େ ସେ ପାଗଳ ପ୍ରେମିକ ଓ ହାତ ମେଲାଇ ସୁଁ ସୁଁ କରି ଶୁଙ୍ଘି ଚାଲେ ସେହି ବାସ୍ନାକୁ l ଏମିତି କିଛି ସମୟ ଗଲା ପରେ ବର୍ଷା ବନ୍ଦ ହେଇଗଲା, ପୁଣି ସେଇ ଶାଳ ଗଛ ମୂଳେ ବସିଗଲା ସେ ପ୍ରେମି ପାଗଳ l ଏତେ ଭିତରେ ବୁଝିସାରିଥିଲା କପୋତ ସେହି ଯୁବକର ମନ କଥା, ସେ ଡେରି ନକରି ଯଥା ଶୀଘ୍ର ଉଡିଆସି ବସିଲା ସେ ପାଗଳ ପ୍ରେମିକ ସାମ୍ନାରେ ଥିବା ଛୋଟ ପଥର ଉପରେ l

ଗୋଟିଏ ପୁଅ ଗୋଟିଏ ଝିଅ ଦୁହେଁ ସାଙ୍ଗ ଥିଲେ l ଝିଅଟି ସେହି ପୁଅକୁ ଭଲ ସାଙ୍ଗ ମାନୁଥିଲା l ହେଲେ ପୁଅଟି ତାକୁ କେବଳ ସାଙ୍ଗ ଭାବୁଥିଲା l ଦୁହେଁ ପରସ୍ପର ସହିତ sms ରେ chat କରୁଥିଲେ l ଗୋଟିଏ ଦିନ ରାତିରେ ଝିଅଟି ସେ ପୁଅ ପାଖକୁ sms କରିଥିଲା l ହେଲେ ପୁଅଟି sms ଟିକୁ ପଢିବା ପୂର୍ବରୁ ଶୋଇ ଯାଇଥିଲା l ଯେତେବେଳେ ସକାଳୁ ଉଠି sms ଟିକୁ ପଢିବା ଆରମ୍ଭ କଲା, ସେଠାରେ ଲେଖା ଥିଲା – “, Dear friend, plz ବାହାରକୁ ଆସ l ତମର ଘର ସାମ୍ନାରେ ମୋର accident ହୋଇଯାଇଛି l ” I need your help plz help me “. ଯେତେବେଳେ ପୁଅଟି ବାହାରକୁ ଆସି ଦେଖେ ତ ସେତେବେଳେ ସେ ଝିଅଟି ଏହି ଦୁନିଆ ଛାଡି ଚାଲି ଯାଇଛି l ହେଲେ ସାଙ୍ଗ ତୁମେ ଦିନଟିରେ ଯେତେ ବି busy ରୁହ ନା କାହିଁକି, ଯଦି କେଉଁ ସାଙ୍ଗର sms କିମ୍ବା call ଆସିଲା, ତାହାକୁ ଯେମିତି ହେଲେ ପଢ l ଯାହା ଦ୍ୱାରା କାହାର ଜୀବନ ବଞ୍ଚି ଯାଇପାରେ l

Odia Love Story Sesha Srabana ra Basna

Friends Odia Story Click Here

Odia Love Story Sesha Srabana ra Basna, Odia Love Story Sesha Srabana ra Basna, Odia Love Story Sesha Srabana ra Basna, Odia Love Story Sesha Srabana ra Basna,

Leave a Comment

From Most Popular Categories

You cannot copy content of this page