Top 30 Odia Love Shayari For Couples With Free Images

Odia Love Shayari For Couples

Top 30 Odia Love Shayari For Couples With Free Images

Facebook
WhatsApp
Telegram

Odia Love Shayari For Couples

Odia Love shayari for couples are quotations that express the idealized feeling of love in a very subtle, yet poetic manner. Imagine expressing your feelings with the help of love quotes for couples? These quotes make you feel at peace with your life and give your relationship an aura of strength, light and joy.

Love Shayari For Couples – When you fall in love, it feels like a huge roller coaster ride. You just want to be with the one you love, but there are many obstacles that come between your two love stories. As much as we all wish for everlasting happiness, we also wish for our relationships to last forever too. There are moments that are spent with our loved one that we don’t want to end even though it seems like it will never happen again.

ଭିଜା ଶ୍ରାବଣର ଶୀତୁଆ ସଞ୍ଜରେ
ଦେଖିଲି ତୁମକୁ ଦିନେ,
କହିଦେବି ଯାଇ ମନ କଥା ମୋର
ଭାବୁଥିଲି ମନେ ମନେ
ମନ କଥା ମୋର ସମ୍ଭାଳି ନ ପାରି
ତୋ ଆଗେ କଲି ପ୍ରକାଶ
ପ୍ରେମକୁ ମୋର ପାଦରେ ମକଚି
କଲୁ ମତେ ଉପହାସ🥰💞

ମନ ଖୋଲି ଥରେ ହସିଦେ ଲୋ ଗୋରୀ💞
କରୁନାହିଁ ମନ ଊଣା
ଦେହ ଛୁଇଁ ତୋର ରାଣ ମୁଁ ଖାଉଛି
କରିବିନି ପ୍ରତାରଣା ll😍

ନାରୀ ପୁରୁଷର ଶରୀର ମିଳନେ
କାମନା ର ହୁଏ ଯାତ
କାମନା ନିଆଁରେ ଜଳିଜଳି ଦୁହେଁ
ଭୁଲନ୍ତି ନିଜ ଆୟତ……

ତୁମ ପାଇଁ ମୁଁ ଯେ ଭୁଲି ଯିବି ସବୁ
ଦୁଃଖ ଦେଉ ଯିଏ ଯେତେ,
ସାରା ଦୁନିଆକୁ ଦେଖାଇ ଦେବି ମୁଁ
ଭଲ ତ ପାଉଛି ତମକୁ କେତେ ll😍

ସଞ୍ଜ ବିନା ରାତି ଅଧୁରା
ଅଗ୍ନି ବିନା ରାତି ଅଧୁରା
ଚାନ୍ଦ ବିନା ଚାନ୍ଦିନୀ ଅଧୁରା🌹❤️🌹
ତୁମ ବିନା ମୁଁ ଅଧୁରା……ll

ଏକା ଏକା ଆଉ ଭଲ
ଲାଗୁ ନାହିଁ
ତୁମ ବିନା କିଛି ମୋତେ
ଭାବି ମୁଁ ନ ଥିଲି କେହି
ଜଣେ ମୋତେ ଭଲ ତ
ପାଇବ ଏତେ ll👩‍❤️‍💋‍👩

ମୋ ଭଲପାଇବା ସବୁଦିନ ତୁମ
ପାଇଁ ରହିଥିବ କାରଣ
ମୁଁ ତୁମ ରୂପ ଆଉ ଚେହେରା
ଠାରୁ ତୁମ ମନ ଆଉ ହୃଦୟକୁ
ବେଶି ଭଲ ପାଏ ll💞💞❤️

କେହି ବି ପାଗଳ ଏତେ ବି ପାଗଳ
ହେଉନ ଥିବେ
ଯେମିତି ମୁଁ ତୋ ପ୍ରେମରେ ପାଗଳ

ଦିନ ଯେତେ ଗଡି ଗଡି
ଯାଉଛି
ମୋ ଭଲପାଇବା ତୁମ
ପାଇଁ ବଢ଼ି ଚାଲିଛି ll😘💕

ତୋ ପାଇଁ ଏ ହୃଦୟରେ
ଯୋଉ ଜାଗାଟିଏ ଅଛି
ଜୀବନର ଶେଷ ଯାଏ
ସେଇଠି ରହିବ…..💞🥰

ମନ ମୋ କହୁଛି ହୃଦୟ ଖୋଜୁଛି
କହିତ ପାରୁନି ଖୋଲି
ତଥାପି ଏ ଦୁଷ୍ଟ ମନ ମୋ କହୁଛି
ତୁମକୁ ମୁଁ ଭଲ ପାଏ ବୋଲି ll👩‍❤️‍💋‍👩👩‍❤️‍💋‍👩

ମୋ ଭଲପାଇବା ସବୁଦିନ ତୁମ
ପାଇଁ ରହିଥିବ କାରଣ
ମୁଁ ତୁମ ରୂପ ଆଉ ଚେହେରା
ଠାରୁ ତୁମ ମନ ଆଉ ହୃଦୟକୁ
ବେଶି ଭଲ ପାଏ ll😍😍

ସକାଳର ତୁମେ ସୁନେଲି କିରଣ
ରାତିରେ ଜହ୍ନର ଜ୍ୟୋସ୍ନା
ନାହାନ୍ତି ସପନେ ତୁମେ ମୋ ପ୍ରେମିକା💞
ମଧ୍ୟାହ୍ନ ରେ ମୋର ତୃଷ୍ଣା ll

ସେହିଦିନ ଠାରୁ ଭଲ ମୁଁ ପାଇଲି
ତରଳି ଗଲା ମୋ ମନ
ମନ ମୁଁ ଦେଇନି ହୃଦୟ ଦେଇଛି
ବିଶ୍ୱାସ ହିଁ ଭଗବାନ

ଲୋକେ କହନ୍ତି ପ୍ରେମ ଏକ ମହାର୍ଘ ଚିଜ💞
ସଚ୍ଚା ପ୍ରେମର ଅନୁଭୂତି ଭାଗ୍ୟରେ
ଥିଲେ ମିଳେ💞
ପ୍ରେମ ହୁଏ ନାହିଁ, ହୋଇଯାଏ

ପ୍ରେମ ବୁଝେନାହିଁ ପାପ କି କଳଙ୍କ
ପ୍ରେମ ଦେଖେନାହିଁ ଜାତି କି ଜାତକ
ପ୍ରେମ ଏମିତି ଏକ ସମ୍ପର୍କ
ପବିତ୍ର ବନ୍ଧନ ଦୁଇଟି ପ୍ରାଣର
ନଥାଏ କିଛି ଫରକ👩‍❤️‍💋‍👩

ନିବେଦନ ପତ୍ର ପାଇଲି ତୁମର
ପ୍ରେମର ପ୍ରଥମ ଚି଼ହ୍ନ😍
ଗ୍ରହଣ କରି ମୁଁ ଏତିକି କହୁଛି
ସାର୍ଥକ ହେଲା ଜୀବନ

ଯେତେ ଦେଖୁଥିଲେ ନୂଆ ଲାଗୁଥାଏ😊
ଆଖି ପିପାସା ମେଣ୍ଟେନା
ହେଲେ ଏଇ ଆଖି ପାପ ଆଶାରେ
କେତେ ତତେ ଚାହେଁନା❤️

ତୁମରି ରୂପକୁ ହୃଦୟ ଆଇନା
ନିତି ନିତି ଦେଖୁଥାଏ
ସତ ଆଇନାରେ ସତ ରୂପ ତୁମ
ନିତି ମୋ ପାଶେ ଆସଇ

ମେଘକୁ ମାଗିଲି ବରଷା ଟିକିଏ
ତମକୁ ମାଗିଲି ମନ
ମେଘ ଡାକିଦେଲା ଆଶାଢେ ବରଷା
ତମେ ଦେଇ ନାହଁ ମନ ll

ପାଣି ପରି ଅନ୍ଧ ପ୍ରେମ ଯେ ଅଟଇ
ସଭିଏଁ ପାରନ୍ତି ଜାଣି💞💞
ଲୁଚା ଛପା ପ୍ରେମ ଅତୁଟ ରହେନା
ଲୋକ ହସା କରେ ପୁଣି ll

ତୁମକୁ ନେଇ ମୁଁ ସ୍ବପ୍ନ ଦେଖୁଥିଲି
ବଧୂ ହେବ ବୋଲି ମୋର,
ଆଜି ସେ ସ୍ବପ୍ନ ଅନ୍ତ କରି ତୁମେ
ଚାଲି ଗଲ ଶାଶୁଘର

ହାତ ଧରି ପ୍ରିୟା ବାଟ ଚାଲିବାକୁ
ଅଭିଳାଷ ରଖ ନାହିଁ
ନିନ୍ଦା ଅପବାଦ କରିବ କିଏ ସେ
ମୁହଁ କୁ ତୁମର ଚାହିଁ ll

ସେ ଶୁଭଲଗନ ପାଇଁ କେଉଁଦିନୁ
ଆରଭ ହୋଇଛି ସମ୍ପର୍କ
ପ୍ରଗାଢ଼ ହୋଇବ ସେ ସମ୍ପର୍କ ଦିନେ💞
ଜୀବନ ହୋଇବ ସାର୍ଥକ

ତୁମ କଥା ପ୍ରିୟା ଯେବେ ପଡେ ମନେ🥰
ମନ ମୋର ଯାଏ ଭରି
ସବୁ ଦିନ ତୁମେ ଆସୁଛ ସପନେ
ସ୍ବପ୍ନ ଲାଗେ ସତ ପରି❤️

ଅନ୍ଧାର ଆଜି ଆଲୁଅ ଲାଗେ
ବଦଳି ଗଲା ପାଗ😍
ଛାତିରେ ମୋର ଲାଗିଲା
ଯେବେଠୁ ପ୍ରେମ ଦାଗ🥰

ପୃଥିବୀ ଠାରୁ ବି ଆହୁରି ଓସାର
ପ୍ରେମର ସେ ସବୁ କଥା
ଲେଖିବାକୁ ହେଲେ କାଗଜ ଅଭାବ ନାହିଁ
ମୋର ସେହି ମଥା 😍

ମେଘ ରାଇଜରେ ଘରଟେ କିଣିଛି
ପ୍ରିୟା ତୋତେ ସାଥେ ନେଇ
ଜହ୍ନ ରାଇଜରେ ଘରଟିଏ ତୋଳି
ତୋ ସାଥେ ରହିବା ପାଇଁ👩‍❤️‍💋‍👩

ହୃଦୟ ମୋ ନେଇ ପ୍ରତିଶୃତି ଦେଇ
ନିଜର କରିଲା ପରେ
ସମର୍ପି ଦେଇଛି ଦେହ ମନ ପ୍ରାଣ
ନିଜକୁ ତୁମ ପାଖରେ ll👩‍❤️‍💋‍👩

ସକାଳର ତୁମେ ସୁନେଲୀ😘 କିରଣ
ରାତିରେ ଜହ୍ନର ଜ୍ୟୋସ୍ନା
ପାହାନ୍ତି ସପନେ ତୁମେ ମୋ ପ୍ରେମିକା💞
ମଧ୍ୟାହ୍ନରେ ମୋର ତୃଷ୍ଣା

Odia Love Shayari For Couples

A romantic story atmosphere, romance quotes for couples, love sms for couples, love status for couples. Love quotes for your spouse. I mean husband or wife because it hurts no matter what you think. But don’t worry about that, because here are some cute love quotes that you can use and make her smile!

Odia Love Shayari For Couples, Odia Love Shayari For Couples, Odia Love Shayari For Couples

Leave a Comment

You cannot copy content of this page