Mori Duniare Mora a Ghara Lyrics

Mori Duniare Mora a Ghara Lyrics

Mori Duniare Mora a Ghara Lyrics

Facebook
WhatsApp
Telegram

Mori Duniare Mora a Ghara Lyrics” is more than just a song; it’s a cultural treasure that transcends time. Through its melodic embrace and profound lyrics, it weaves a tapestry of emotions, connecting hearts across generations. We hope this exploration has deepened your appreciation for this musical masterpiece

ଝିଅ:-
ହୋ… ଓ.. ଓ… ଓ..
ଆ…ଆ ଆ…
ହୋ… ଓ.. ଓ… ଓ..

ପୁଅ:-
ହ..ହହ…
ଆ.. ଆ ..ଆ ଆ..
ଲା ଲା ଲା ଲା..

ଝିଅ:-
ମୋରି ଦୁଆରେ ମୋର ଏ ଘରେ
ମୋରି ଦୁଆରେ ମୋର ଏ ଘରେ

ଭରି ଦେବ ଆଣି ଯିଏ ବାସ ଚନ୍ଦନ
ହୋ.. ଓ.. ମୋ କୂଳ ନନ୍ଦନ

ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ

ପୁଅ:-
ନାଚିବ ଗାଇବ ଖେଳିବ ବୁଲିବ
ନାଚିବ ଗାଇବ ଖେଳିବ ବୁଲିବ

କଥାରେ ମୋହିବ ଆମ ସଭିଙ୍କ ମନ
ହୋ.. ଓ.. ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ..

ଝିଅ:-
ହସିବ ବଗିଚା ଆହା ହସିବ ଏ ଘର
ଘର ହେଇଯିବ ମୋର ବଇକୁଣ୍ଠ ପୁର

ଝିଅ:- ଲା.. ଲା..
ପୁଅ:- ଲା… ଲା ଲା..
ଝିଅ:- ଲା ଲା ଲା…

ପୁଅ:-
ହୋ.. ହସିବ ବଗିଚା ଆହା ହସିବ ଏ ଘର
ଘର ହେଇଯିବ ମୋର ବଇକୁଣ୍ଠ ପୁର

ଝିଅ:-
ମୋ କୂଳେ ଝୁଲି ଝୁଲିକା
ମାଗିବ ମୋତେ ସେ ଜନ୍ମ
ଖୁସିରେ ଯିବି ମୁଁ ଫାଟି
ହୋ ଆକାଶ ଛୁଇଁବ ମନ

ପୁଅ:-
ମୋ କୂଳେ ଝୁଲି ଝୁଲିକା
ମାଗିବ ମୋତେ ସେ ଜନ୍ମ
ଖୁସିରେ ଯିବି ମୁଁ ଫାଟି
ହୋ ଆକାଶ ଛୁଇଁବ ମନ..

ଝିଅ:-
ଆଖି କିଆରିରେ କୁନି ଆଞ୍ଜୁଳି ରେ
ଆଖି କିଆରିରେ କୁନି ଆଞ୍ଜୁଳିରେ
ବୁଣିଦେବ ଆଣି ନୀତି ନୂଆ ସପନ

ହୋ.. ଓ.. ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ

ଝିଅ:- ଆ.. ଆ ଆ ଆ….
ପୁଅ:- ହ..ହ ହ ହ ହ…
ହା.. ହା ହା ହା …

ଝିଅ:-
ମୋ ଯିବ ଜୀବନ ଆଃହା
ମୋ ରଙ୍କ ରତନ
ତୋତେ ଦେଖି କଟିଯାଉ
ଆମ ଏ ଜୀବନ
ଲା ଲା ଲାଲା ଲା..ଲା ଲା..

ପୁଅ:-
ମୋ ଯିବ ଜୀବନ ଆଃହା
ମୋ ରଙ୍କ ରତନ
ତୋତେ ଦେଖି କଟିଯାଉ
ଆମ ଏ ଜୀବନ

ମୋ ପାଇଁ ଏଇ ପଣତ
ବଡ ଦେଉଳ ନେତ
ଛୁଇଁ ପାରିବନି ମୋତେ
ହ…ବରଷା ଖରା କି ଶୀତ

ମୋ ପାଇଁ ଏଇ ପଣତ
ବଡ ଦେଉଳ ନେତ
ଛୁଇଁ ପାରିବନି ମୋତେ
ହ…ବରଷା ଖରା କି ଶୀତ

ଝିଅ:-
ସେନେହ ଡୁରିରେ ମମତା ମାଳୀରେ
ସେନେହ ଡୁରିରେ ମମତା ମାଳୀରେ
ଧୀରେ ଧୀରେ ବାନ୍ଧିଦେବ ମାୟା ବନ୍ଧନ

ହୋ.. ଓ.. ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ
ମୋ କୂଳ ନନ୍ଦନ

ପୁଅ/ଝିଅ:-
ମୋ କୂଳ ନନ୍ଦନ..
ମୋ କୂଳ ନନ୍ଦନ..
ମୋ କୂଳ ନନ୍ଦନ..
ମୋ କୂଳ ନନ୍ଦନ….

Mori Duniare Mora a Ghara Lyrics PDF Download

Odia Calendar 2024

Leave a Comment

You cannot copy content of this page